Monthly Archives

January 2021

ଅଳ୍ପକେ ବର୍ତ୍ତିଲେ ୫ ଜଣ, ଘର ଭାଙ୍ଗିଲେ ହାତୀପଲ

ତେଲକୋଇ : ହାତୀଙ୍କ ଆକ୍ରମଣରୁ ୫ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି । କେନ୍ଦୁଝର ବନଖଣ୍ଡ ତେଲକୋଇ ବନ ଅନ୍ତର୍ଗତ ସୁନ୍ଦୁରିଆ ଓ ପୁରୁଯୋଡା ଗ୍ରାମରେ ବଣୁଆ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଗତକାଲି ରାତିରେ ୨ଟି ଘର ଭାଙ୍ଗିବା ସହ ଧାନ,ଚାଉଳ ଓ ଅନ୍ୟାନ୍ୟ ଆସବାବପତ୍ର ଭାଙ୍ଗିରୁଚି ନଷ୍ଟ
Read More...

କାର୍‌ ଦୁର୍ଘଟଣା ପରେ ଚାପୁଡ଼ା ମାରି ଫଶିଲେ ଏହି ଅଭିନେତା

ମୁମ୍ବାଇ : ଅଭିନେତା ମହେଶ ମାଞ୍ଜରେକରଙ୍କ ନାମରେ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ରରେ ମହେଶଙ୍କ ଗାଡ଼ିକୁ ତାଙ୍କ କାର୍‌ ଧକ୍କା ଦେଇଥିଲା । ଏହାକୁ ନେଇ ମହେଶ ତାଙ୍କୁ ଚାପୁଡ଼ା ମାରିବା ସହ ଗାଳି ଦେଇଥିଲେ । ହଠାତ ବ୍ରେକ୍‌ ଲଗାଇବା କାରଣରୁ ଉକ୍ତ ବ୍ୟକ୍ତିଙ୍କ
Read More...

ଟାଉନ ହାଇସ୍କୁଲରେ ମୋ’ ସ୍କୁଲ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ମଧ୍ୟରେ ଥିବା ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ମୋ' ସ୍କୁଲ ଅଭିଯାନ କାର୍ୟ୍ୟକ୍ରମ ଅନୁ‌ଷ୍ଠିତ ହୋଇଯାଇଛି । ୨୦୧୭ ଶିକ୍ଷା ବର୍ଷ ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଦ୍‌ଦ୍ୱାରା ଏହି ଯୋଜନା ଲାଗୁ କରାଯାଇଥିଲା । ଏହାଦ୍ୱାରା ସହର
Read More...

ବଲାଙ୍ଗିର ଜିଲ୍ଲାରେ ମାତ୍ର ୫୧ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ : ଆଜି ମାତ୍ର ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୩୮ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୮୬୪୬ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ଜିଲ୍ଲାରେ ମାତ୍ର ୫୧ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଆଜି ମାତ୍ର ୩ ଜଣ ନୂଆ ଆକ୍ରାନ୍ତ
Read More...

ଧାନମଣ୍ଡି ବନ୍ଦ ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ

କାଲିମେଳା : ଧାନମଣ୍ଡି ବନ୍ଦ ପ୍ରତିବାଦରେ ଆଜି ଶତାଧିକ ଚାଷୀ ମାଲକାନଗିରିର ଜାତୀୟ ରାଜପଥରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟ ପଟେ ଯାନବାହାନ ଅଟକି ରହିଛି । ଏହି ଧାରଣାକୁ ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ସମର୍ଥନ କରିଛି । ଏଥିରେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ସହ
Read More...

କଂଗ୍ରେସ ଅଧ୍ୟକ୍ଷ ପିଜୁଶ କାନ୍ତି ବିଶ୍ବାସଙ୍କୁ ଆକ୍ରମଣ

ଅଗରତାଲା : ଆଜି ସିପାହୀଜାଲା ଜିଲ୍ଳାରେ ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷ ପିଜୁଶ କାନ୍ତି ବିଶ୍ବାସଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣରେ ତାଙ୍କ କାର୍‌ ମଧ୍ୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । କଂଗ୍ରେସ କର୍ମୀମାନେ
Read More...

ନିର୍ମାଣାଧୀନ ବିଜୁ ସେତୁ ଭୁଷୁଡ଼ିବା ଘଟଣା : ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଗିରଫ କଲା ଉମରକୋଟ୍‌ ପୁଲିସ

ଉମରକୋଟ (କେପିଏନ୍‌ଏସ୍‌): ଗତ ଜାନୁଆରୀ ୧୦ ଉମରକୋଟ ଥାନା ତାଲାପଦରରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଟିକିରିରୁ ଗିରଫ କରିଛି ଉମରକୋଟ ପୁଲିସ । ସେତୁ ଭୁଶୁଡ଼ିବା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଥିଲେ
Read More...

ବାଇକର ସାଇଡ ପ୍ୟାନେଲ ଭିତରେ ୪ ଫୁଟ ଲମ୍ବର ନାଗସାପ

ଭୁବନେଶ୍ୱର, (ଶୁସା‌ନ୍ତ ସାହୁ) : ବାଇକର ସାଇଡ ପ୍ୟାନେଲ ଭିତରେ ଏକ ନାଗସାପ ଦେଖିବାକୁ ମିଳିଛି । ଭୁବନେଶ୍ୱର ଉପକଣ୍ଠ ବାଳକାଟି ନିକଟସ୍ଥ ସରକଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଇକର ସାଇଡ ପ୍ୟାନେଲ ଭିତରେ ନାଗସାପ ଦେଖିବା ପରେ ବାଇକ ମାଲିକ ବିମଳ କୁମାର ସାହୁ ସ୍ନେକ ହେଲ୍ପ ଲାଇନକୁ ସାହାଯ୍ୟ
Read More...

ଲୁଟେରା ଲୁଟ କରୁଥିବାର ଲାଇଭ ଚିତ୍ର ସିସିଟିଭି କ୍ୟାମେରାରେ କଏଦ

କେନ୍ଦ୍ରାପଡ଼ା, (କେପିଏନ୍‌ଏସ୍‌) : ଦିନକୁ ଦିନ ବଢିବାରେ ଲାଗିଛି ଲୁଟେରା‌ଙ୍କ ଲୁଟ୍‌ କାରବାର । ସିସିଟିଭିରେ କ୍ୟାମେରାରେ ଲୁଟେରା ଲୁଟ କରୁଥିବାର ‌ସ୍ପ‌ଷ୍ଟ ଚିତ୍ର କଏଦ ହୋଇଛି । କେନ୍ଦ୍ରାପଡ଼ା ଟାଉନ ଥାନା ନିକଟସ୍ଥ ବନିଆମାଲଠାରେ ବଳଭଦ୍ର ପଣ୍ଡା ନାମକ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା
Read More...

ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ତଦନ୍ତ ମାମଲାରେ ହାଇକୋର୍ଟ ପକ୍ଷରୁ ପୁଣି ଦିଆଗଲା ସମ୍ପୂର୍ଣ ତଥ୍ୟ : ହାଇକୋର୍ଟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାର ସମ୍ପୂର୍ଣ ତଥ୍ୟ ପୁଣି ଥରେ ମାନ୍ୟବର ହାଇକୋର୍ଟଙ୍କ ଜନ ସୂଚନା ଅଧିକାରୀ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ହାଇକୋର୍ଟର ଜନ ସୂଚନା ଅଧିକାରୀ ତଥା ଅତିରିକ୍ତ
Read More...