Daily Archives

ବରଗଡ଼ରେ ପୂର୍ଣ୍ଣାଙ୍ଗ ସିଏଚସି କେବେ ହେବ ସ୍ୱାସ୍ଥ୍ୟ ମନ୍ତ୍ରୀ ଜନସାଧାରଣଙ୍କୁ ଜବାବ ଦିଅନ୍ତୁ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ପୁରୁଣା ହସ୍ପିଟାଲ ସ୍ଥାନାନ୍ତରିତ ହେବାର ଗୋଟିଏ ବର୍ଷ ଫେବୃଆରୀ ୧ରେ ପୂରଣ ହେବ କିନ୍ତୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂର୍ଣ୍ଣାଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଏପର୍ଯ୍ୟନ୍ତ ହୋଇନାହିଁ ବୋଲି ଆମ୍‌ଆଦମୀ ପାର୍ଟି ଅଭିଯୋଗ
Read More...

ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ଦ୍ୱାଦଶାହ ଶ୍ରାଦ୍ଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ତା ୨୮ .୦୧.୨୦୨୧ (ଗୁରୁବାର) ସ୍ଥାନୀୟ କୋଶଳ କଳାମଣ୍ଡଳ ପରିସରରେ ସମାଜସେବୀ ତଥା ଅତ୍ୟନ୍ତ ଜନପ୍ରିୟ ମଣିଷ ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ଦ୍ୱାଦଶାହ ଶ୍ରାଦ୍ଧ ସମ୍ପର୍କିତ କାର୍ଯ୍ୟକ୍ରମ ଦିବା ୧୧ ଘଣ୍ଟାରୁ ଆୟୋଜିତ ହେବ । ତେଣୁ ତାଙ୍କର ପରିବାର ତଥା
Read More...

ଜରାସିଂହାରେ ଡବଲ ମର୍ଡର ଘଟଣା : ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ଦେଓଗାଁ, (ମନୀଷ କୁମାର ସାହୁ): ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଜରାସିଂହା ଗାଁରେ ଗତ ଶନିବାର ଘଟିଥିବା ଡବଲ୍ ମର୍ଡର୍ ଘଟଣାରେ ଶନିବାର ରାତିରେ ୫ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଆଜି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସହ ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଷରରେ ବାର୍ଷିକ ସମ୍ମିଳନୀ ଓ ରକ୍ତ ଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ସରସ୍ୱତି ବିଦ୍ୟା ମନ୍ଦିର ପରିଷରରେ ପୂରାତନ ଛାତ୍ର ପରିଷଦ ତରଫରୁ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମତିଥି ଅସବସରରେ ୩ୟ ବାର୍ଷିକ ସମ୍ମିଳନୀ ଏବଂ ସମ୍ବାଦ ଆମ ଓଡିଶା ମିଳିତ ଆନୁକୁଲ୍ୟରେ ଏକ ରକ୍ତ
Read More...

ଧାନକିଣାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ଧାନକିଣା ଓ ଚାଷୀଙ୍କ ସମସ୍ୟାକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ରାଜ୍ୟର ଚାଷୀ ଧାନକିଣା, ଟୋକନ, କଟନି ଛଟନିରେ ପେଷି ହେଉଥିବା ବେଳେ ସରକାରଙ୍କ ଧାନକିଣା ଠିକ ଚାଲିଛି ଓ ଏଥିରେ
Read More...

ରାଜ୍ୟ ସ୍ତରୀୟ ଷଡ଼ବଂଶୀୟ ଗୋଁଡ ସମାଜର ପ୍ରଥମ ସମୀକ୍ଷା ବୈଠକ : ସୁନ୍ଦରଗଡ଼ର ହର୍ଷବର୍ଦ୍ଧନ ଛତ୍ରିଆ ହେଲେ ରାଜ୍ୟ…

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗୀର ଜିଲ୍ଲା ଷଡ଼ ବଂଶୀୟ ଗୋଁଡ ସମାଜର ସଭାନେତ୍ରୀ ଦମୟନ୍ତୀ କୁମୁରାଙ୍କ ଆହ୍ବାନ କ୍ରମେ ସ୍ଥାନୀୟ ସବରୀ ନାରାୟଣ ଧର୍ମଶାଳାରେ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ଼ର ହର୍ଷବର୍ଦ୍ଧନ ଛତ୍ରିଆଙ୍କୁ ରାଜ୍ୟ ସ୍ତରୀୟ ଷଡ଼ ବଂଶୀୟ ଗୋଁଡ
Read More...

କୋଶଳିଆ ମାଲି ସମାଜ ସାଧାରଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକ ପୁଖାମୁଣ୍ତା ଶିବ ମନ୍ଦିର ପ୍ରାଙ୍ଗଣରେ ବ୍ଲକ କୋଶଳିଆ ସମାଜ ବିକାଶ ପରିଷଦର ସାଧାରଣ ସଭା ମକ୍ତା ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଶଳିଆ ମାଳି ସମାଜର ବିକାଶ, ସଂସ୍କାର ଓ ସଂଗଠନ ଉପରେ ବ୍ୟାପକ ଆଲୋଚନା
Read More...

ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣର ନିଧ ସଂଗ୍ରହର ପ୍ରାରମ୍ଭ

ବୌଦ୍ଧ, (ବଂଶୀଧର ମାଝୀ) : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବିଳାସପୁର ଦ୍ବାରା ଶିବ ମନ୍ଦିର ଠାରେ ଏକ ହୋମଯଜ୍ଞ ଆୟୋଜନ କରାଯାଇଥିଲା । ଏଥିରେ ମନମୁଣ୍ଡା ବାସୁଦେବ ପାଲି ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଦେବବ୍ରତ ପାଣିଗ୍ରାହୀ ଓ ରାମଜୀ ମଠର ବାବା ଗୋବର୍ଦ୍ଧନ ଦାସ ଯୋଗଦେଇ ଶ୍ରୀରାମଙ୍କ ଅମୃତ
Read More...

କଲେଜ ଛାତ୍ରୀଙ୍କୁ ଧକ୍କା ଦେଲା ସିମେଣ୍ଟ ବୋଝେଇ ଟ୍ରକ୍‌ : ଘଟଣାସ୍ଥଳରେ ଉତ୍ତେଜନା

କଟକ : କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଡ୍ରିମ୍ସ କଲେଜ ଛକ ନିକଟରେ କଲେଜ ଛାତ୍ରୀଙ୍କୁ ଧକ୍କା ଦେଲା ଟ୍ରକ୍‌ । ଛାତ୍ରୀ ଜଣଙ୍କ ଜଗତପୁର କଲେଜରୁ ଏନସିସି କ୍ଲାସ୍‌ ସାରି ନିଜ ଘରକୁ ଫେରୁଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ
Read More...

ଜିଲ୍ଲା ସ୍ତରୀୟ ୧୧ତମ ଜାତୀୟ ମତଦାତା ଦିବସ-୨୦୨୧ ପାଳିତ

ଜଗତସିଂହପୁର, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ୧୧ତମ ଜାତୀୟ ମତଦାତା ଦିବସ-୨୦୨୧ ପାଳିତ ହୋଇଯାଇଅଛି । ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଲେ କ୍ଷେତ୍ର ସ୍ତରରେ କାମ କରୁଥିବା
Read More...