Yearly Archives
2020
ଆନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଲେ ଧୋନୀ
ଚେନ୍ନାଇ, (କେପିଏନ୍ଏସ୍) : ଭାରତୀୟ କ୍ରିକେଟ୍ ଜଗତର ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଶନିବାର ଦିନ ଆନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବା ସଂପର୍କରେ ଘୋଷଣା କରିଥିବା ବେଳେ ସୋସିଆଲ ମିଡ଼ିଆରେ ଭିଡ଼ିଓ ସେଆର୍ କରି ତାଙ୍କ ଘୋଷଣା ସ୍ପଷ୍ଟ କରିଛନ୍ତି । ତେବେ ତାଙ୍କୁ ପ୍ରଚୂର!-->…
Read More...
Read More...
ସାଲେଭଟା ଆବାସ ଯୋଜନାର ଘରଭଙ୍ଗା ଘଟଣା : ଜେଲ ଗଲେ ଅଭିଯୁକ୍ତ ସରପଞ୍ଚ ଓ ତାଙ୍କ ସ୍ୱାମୀ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଂଗୀର ଜିଲ୍ଲା ଲୋଇସିଂହା ଥାନା ଅଧୀନ ସାଲେଭଟା ପଂଚାୟତର ଗାଇଖାଇ କେନାଲ ନିକଟରେ କେତେକ ଶବର ସମ୍ପ୍ରଦାୟ ପରିବାର ପ୍ରଶାସନର ଅନୁମତି କ୍ରମେ ସରକାରୀ ଜଙ୍ଗଲ ଜମିରେ ଆବାସ ଯୋଜନାରେ ଘର ତିଆରି କରିଥିଲେ । ଘର ବାବଦ ଦୁଇଟି କିସ୍ତିର ଟଙ୍କା ମଧ୍ୟ ସେମାନେ!-->…
Read More...
Read More...
ବଲାଙ୍ଗିରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଉଦ୍ଯାପିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା ମୋ’ ପରିବାର ତରଫରୁ ବିଜୁ ଜନତା ଦଳ ଦ୍ୱାରା ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ ନାମରେ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମ ବଲାଙ୍ଗିରରେ ମଧ୍ୟ ରାଜ୍ୟ ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ଓ ରାଜ୍ୟର!-->…
Read More...
Read More...
ଲୋଇସିଂହାରେ କରୋନା ଆତଙ୍କ, ପ୍ରଶାସନ ନୀରବଦ୍ରଷ୍ଟା
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ସହରରେ ୮ ଜଣ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସାଧାରଣରେ ଏକ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ତେବେ ଆଗାମୀ ନୂଆଁଖାଇ ପର୍ବକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ଅଂଚଳକୁ କଣ୍ଟେନମେଣ୍ଟ ଅଥବା ବଫର ଜୋନ!-->…
Read More...
Read More...
ତ୍ରିରଙ୍ଗା ପତାକା ପ୍ରତି ଅସମ୍ମାନ : ଓଲଟା ଉଡିଲା ଜାତୀୟ ପତାକା
ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ୭୪ତମ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ସମସ୍ତଙ୍କ ମନରେ ଆନନ୍ଦ ଭରି ହୋଇ ରହିଥାଏଥାଏ । କିନ୍ତୁ ଏହି ସମୟରେ ବେପାରୁଆ ମନୋଭାବ ରଖିବା ଓ ଜାତୀୟ ପତାକାକୁ ଅସମ୍ମାନ କରିବା ଅଞ୍ଚଳବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଛି । ସୁଚନା ଏହି କି ଯେ,!-->…
Read More...
Read More...
ଚନ୍ଦନଭାଟିରେ କରୋନା ଆତଙ୍କ
ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସହରକୁ ପୂର୍ବରୁ କରୋନା ପହଂଚିଥିଲେ ସୁଦ୍ଧା ବଲାଙ୍ଗିର ବ୍ଲକ ଅଧୀନସ୍ଥ ଚନ୍ଦନଭାଟିରେ କରୋନାର ଭୟାବହତା ବିଶେଷ ଭାବେ ପରିଲକ୍ଷିତ ହେଉ ନଥିଲା । ତେବେ ଆଜି ଗୋଟିଏ ଦିନରେ ଚନ୍ଦନଭାଟିରୁ ୯ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ ଚହଳ!-->…
Read More...
Read More...
ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳନ
ବୌଦ୍ଧ, (ବଂଶୀଧର ମାଝୀ) : କୋଭିଡ କଟକଣା ପାଳନ ପୂର୍ବକ ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସ୍ଥାନୀୟ ପ୍ୟାରେଡ ପଡିଆରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟତମ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଭି.!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ
ସୁନ୍ଦରଗଡ଼, (କେପିଏନଏସ) : ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁମାନଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ନିମନ୍ତେ ଆଜି ଦୁଇଟି ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ହେମଗିରି ବ୍ଲକରେ ମାଣ୍ଡିଆ ଲଡ଼ୁ ଏବଂ ଲେଫ୍ରିପଡ଼ା ବ୍ଲକ୍ରେ ସ୍ପିରୁଲିନା ଯୁକ୍ତ ଚିକି ବଂଟନ ପାଇଁ ପାଇଲଟ୍!-->…
Read More...
Read More...
କରୋନା ପ୍ରଭାବିତ ପରିବାର ମାନଙ୍କୁ ମିଳାପ୍ ତରଫରୁ ସହାୟତା ପ୍ରଦାନ
ବଲାଙ୍ଗିର, (କେପିଏନ୍ଏସ୍) : କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ତଥା ଜୀବିକା ହରାଇଥିବା ୯୫ଟି ଗରିବ ପରିବାରଙ୍କୁ ୨୦୦୦ଟଙ୍କା ଲେଖାଏଁ ମିଳାପ୍ ସଂସ୍ଥା ତରଫରୁ ମହାଶକ୍ତି ଫାଉଣ୍ଡେସନ୍ ମାଧ୍ୟମରେ ପ୍ରଦାନ କରାଯାଇଛି । ଏଠାକାର ସାପ୍ତାହିକ ଗୋରୁବଜାର ପାଖ ନିୟନ୍ତ୍ରିତ ବଜାର!-->…
Read More...
Read More...