Yearly Archives

2020

୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି ଟିଟିଲାଗଡ ହାଇସ୍କୁଲ ଖେଳ ପଡିଆରେ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ୭୪ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଟିଟିଲାଗଡର ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ପ୍ରତି ବର୍ଷ ପରି ଜାତୀୟ ପତାକା ଉତ୍ତୋଳନ ହୋଇସାରିଛି । ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଟିଟିଲାଗଡ
Read More...

ବଇଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ ବଇଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିନା ଉପସ୍ଥିତିରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଖମାରୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଶିକ୍ଷକ
Read More...

ବିଧାୟକ ଓ ମନ୍ତ୍ରୀ ପରିଦର୍ଶନ କଲେ ଗୁରୁକୁଳ ଆଶ୍ରମ

ସଇଁତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ ଟିକ୍ରାପଡା ପଞ୍ଚାୟତ ଅନ୍ତର୍ଗତ ସପ୍ତର୍ଷି ଗୁରୁକୁଳ ଆଶ୍ରମକୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ରାଜ୍ୟ ବିଜେଡି ସମ୍ପାଦକ ନିହାର ରଞ୍ଜନ ବେହେରା ପରିଦର୍ଶନ କରିବା
Read More...

କରୋନା ସଂକ୍ରମଣ ଯୋଗୁଁ ବିନା ଶିକ୍ଷାନୁଷ୍ଠାନର ସାମିଲରେ ଫିକା ପଡିଲା ପ୍ୟାରେଡ଼ ଗ୍ରାଉଣ୍ଡ : ଏନ୍‌ଏସି ସ୍ତରୀୟ କରୋନା…

କଂଟାବାଂଜି ଏନ୍‌ଏସି ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତକଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନ୍‌ଏସି ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳିତ ହୋଇଯାଇଛି । ଚଳିତ ବର୍ଷ କରୋନା ସଂକ୍ରମଣର ବ୍ୟାପକ ବୃଦ୍ଧି
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ସର୍ବାଧିକ ୯୨ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ସର୍ବାଧିକ ୯୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଂଚଳରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ତେବେ ବଲାଙ୍ଗିର ପୌରାଂଚଳରୁ ୧୯ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଜଣେ ମହିଳା କୋଭିଡ ଯୋଦ୍ଧା ଓ ଜଣେ ପୁରୁଷ କୋଭିଡ ଯୋଦ୍ଧା
Read More...

ସ୍ୱାଧୀନତା ଦିବସରେ ପରାଧୀନ ଜୀବନ : ଭୋଇପାଲିରେ କଙ୍ଗାରୁ କୋର୍ଟ, ଦାନା ପାଣି ବାସନ୍ଦ, କଥାହେଲେ ୫୦୦ ଟଙ୍କା ଫାଇନ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶ ଆଜି ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଦେଶ ଶହ ଶହ ବର୍ଷର ପରାଧୀନତା ପରେ ଆଜିର ଦିନରେ ସ୍ୱାଧୀନତା ପାଇଥିବା ଉତ୍ସବ ମନାଇବା ସହ ଦେଶରେ ସ୍ୱାଧୀନତାକୁ ଆହୁରି ବଳବତ୍ତର କରିବାର ପ୍ରୟାସ ଜାରି ରହିଛି । କିନ୍ତୁ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ
Read More...

ଦେଶରେ ୬୫,୦୦୨ ଓ ରାଜ୍ୟରେ ୨୪୯୬ ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ଆଜି ୬୫,୦୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ଓଡ଼ିଶାରେ ୨୪୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଅନୁଗୁଳରୁ ୧୨, ବାଲେଶ୍ୱରରୁ ୧୬୫, ବରଗଡ଼ରୁ ୩୬, ଭଦ୍ରକରୁ ୧୦୨, ବଲାଙ୍ଗିରରୁ ୯୨, ବୌଦ୍ଧରୁ ୧୧୫, କଟକରୁ
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସାରେ ସାମାଜିକ ଦୂରତା ବଜାୟ ରଖି ସ୍ୱାଧୀନତା ଦିବସ ପାଳନ କରାଯାଇଛି । ୭୪ତମ ସ୍ୱାଧୀନତା ଦିବସ ପାଳନ
Read More...

ସାଇଟ୍‌ ସଦାଇପାଲି ଠାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ସାଇଟ୍‌ ସଦାଇପାଲି ଠାରେ ଆଜି ୭୪ ତମ ସ୍ୱାଧୀନତା ଦିବସ ସାମାଜିକ ଦୁରତ୍ୱ ଏବଂ କୋଭିଡ୍‌ -୧୯ର ନିୟମାନୁସାରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ସାଇଟ୍‌ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା
Read More...

ବଲାଙ୍ଗିର ଆଦର୍ଶ ଥାନାରେ ଜାତୀୟ ପତାକା ଉତ୍ତୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଦର୍ଶ ଥାନାରେ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି । କୋଭିଡ ଆଇନ ଅନୁସାରେ ସାମାଜିକ ଦୂରତା ଅବଲମ୍ବନ କରି ଏହି ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଥାନାର ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ
Read More...