Browsing Tag

umarkot news

ସାଂସଦ ରମେଶଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ଉମରକୋଟ : ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଦିଲ୍ଲୀରେ ସଂସଦ ଅଧିବେଶନ ସାରି ନିଜ ଘରକୁ ଫେରୁଥିଲେ ସାଂସଦ ରମେଶ । ବିଳମ୍ବିତ ରାତିରେ ଘରକୁ ଆସୁଥିବା ସମୟରେ ହଠାତ୍‌ ଗାଡିର ଚକା ଫାଟି ଯାଇଥିଲା । ଯାହାଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା
Read More...

୧୭ ଦିନପରେ ଟନେଲ୍‌ରୁ ଉଦ୍ଧାର ଭଗବାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା : ମିଳିଲା ୨ ଲକ୍ଷ ସହାୟତା

ଉମରକୋଟ : ଦୀର୍ଘ ୧୭ ଦିନର ସଂଘର୍ଷ ପରେ ଟନେଲ୍‌ରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ନବରଙ୍ଗପୁର ଫେରିଥିବା ଡାବୁଗାଁ ବ୍ଲକ ତାଳବେଢା ଗାଁର ଭଗବାନ ଭତ୍ରାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ଏନେଇ ସ୍ଥାନୀୟ ମିଶନ୍‌ ଶକ୍ତି ହଲ୍‌ଠାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା
Read More...

ଓଡିଶାରେ ଭର୍ତ୍ତି ହୋଇ ଛତିଶଗଡରେ ଧରା ପଡିଲା ଗଞ୍ଜେଇ ବୋଝେଇ ଟ୍ରକ୍ : ୧ ଗିରଫ

ଉମରକୋଟ : ଓଡ଼ିଶାରେ ଭର୍ତ୍ତି ହୋଇ ରାଜସ୍ଥାନକୁ ଚାଲାଣ ହେଉଥିବା ସମୟରେ ଛତିଶଗଡ ପୋଲିସ ହାତରେ ଧରା ପଡ଼ିଲା ଏକ ଗଞ୍ଜେଇ ବୋଝେଇ ଟ୍ରକ୍ । ଜବତ ଟ୍ରକ୍‌ରୁ ବାହାରିଲା ୪ କ୍ବିଣ୍ଟାଲ ଗଞ୍ଜେଇ । ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ସୀମାବର୍ତ୍ତୀ ରାଜ୍ୟ ଛତିଶଗଡ ଦେଇ ଓଡିଶାରୁ ବେଆଇନ ଭାବେ
Read More...

ନବରଙ୍ଗପୁର ଜିଲ୍ଲାରେ ୫ଟି ସଚିବଙ୍କ ଦ୍ଵିତୀୟ ଦିନ

ଉମରକୋଟ : ନବରଙ୍ଗପୁରର ଜିଲ୍ଲାରେ ୫ଟି ସଚିବଙ୍କ ଦ୍ଵିତୀୟ ଦିନ ଗସ୍ତରେ ଉମରକୋଟ ବ୍ଲକର ପ୍ରସିଦ୍ଧ ଐତିହାସିକ ପୀଠ ପୋଡ଼ାଗଡ଼ ପରିଦର୍ଶନ କରିଛନ୍ତି ଭି.କେ ପଣ୍ଡିଆନ । ପାହାଡ଼ ଉପରେ ଥିବା ବିଭିନ୍ନ ମନ୍ଦିର ସହ ପୁରାତନ ଧ୍ଵଂସାବଶେଷ ଜିନିଷ ଦେଖିଥିଲେ । ଏହାପରେ ସେଠାରେ ରହିଥିବା ସଂଗ୍ରହାଳୟ
Read More...

ଘରେ ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ୪ ଯୁବକ ଗିରଫ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତର ଭାଟିପଖନା ଗ୍ରାମରେ ଘରେ ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ରତିରାମ ଗଣ୍ଡ (୨୫), ରଘୁ ଗଣ୍ଡ (୩୦), ରାମ ଗଣ୍ଡ (୩୫) ଓ ବାସୁଦେବ ଗଣ୍ଡ(୨୨) । ନବରଙ୍ଗପୁର ଜିଲ୍ଲା
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଅତିରିକ୍ତ ଥାନା ଅଧିକାରୀ

ଉମରକୋଟ : ଲାଞ୍ଚ ନେଉଥିବା ବେଳେ ଅତିରିକ୍ତ ଥାନା ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଗୋଟିଏ ପୁରୁଣା କେସ୍‌କୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଟଙ୍କା ନେଇ ଦୌଡି ଚାଲି ଯାଉଥିବା ସମୟରେ ରାତି ୧୨ଟା ସମୟରେ
Read More...

କଲରାପତ୍ରିଆ ବାଘ ଛାଲ ଜବତ ସହ ଜଣେ ଗିରଫ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଏକ କଲରାପତ୍ରିଆ ବାଘ ଛାଲ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ବ୍ୟକ୍ତିଙ୍କ ନାଆଁ ଅନନ୍ତ ପନକା ବୋଲି ଜଣାପଡିଛି । ତାଙ୍କର ଘର ଝରିଗାଁ ନିକଟସ୍ଥ ବେଲଗାଁରେ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଅନନ୍ତ ପନକା ରାଇଘର
Read More...

ଭାଲୁ ଖେଳୁଛି ଫୁଟ୍‌ବଲ୍‌

ଉମରକୋଟ, (ଜଗନ୍ନାଥ ବିଷୋୟୀ) : ସର୍କସରେ ହିଂସ୍ର ଜନ୍ତୁଙ୍କୁ ଖେଳୁ ଥିବାର ସମସ୍ତେ ଦେଖିଥିବେ ତାହା ପୁଣି ଜଣେ ରିଙ୍ଗ ମାଷ୍ଟରଙ୍କ ପରିଚାଳନାରେ । କିନ୍ତୁ ଜଙ୍ଗଲରେ ହିଂସ୍ର ଜନ୍ତୁ ଖେଳୁଥିବା ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ, କିନ୍ତୁ ଏହା ସତ୍ୟ ଘଟଣା । ଏମିତି ଦୁଇଟି ଜଂଗଲୀ ଭାଲୁ
Read More...

ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ୍

ଉମରକୋଟ : ଭିଜିଲାନ୍ସ ପକ୍ଷରୁ ନବରଙ୍ଗପୁର ସିଙ୍ଗିଶାରୀ ଜିଆରଏସ୍ ହିମାଂଶୁ ବାଘଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଏକାକାଳୀନ ରେଡ୍ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୮୩ ହଜାର ଟଙ୍କା ଜବତ ହୋଇଥିବା
Read More...

ନିର୍ମାଣାଧୀନ ବିଜୁ ସେତୁ ଭୁଷୁଡ଼ିବା ଘଟଣା : ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଗିରଫ କଲା ଉମରକୋଟ୍‌ ପୁଲିସ

ଉମରକୋଟ (କେପିଏନ୍‌ଏସ୍‌): ଗତ ଜାନୁଆରୀ ୧୦ ଉମରକୋଟ ଥାନା ତାଲାପଦରରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଟିକିରିରୁ ଗିରଫ କରିଛି ଉମରକୋଟ ପୁଲିସ । ସେତୁ ଭୁଶୁଡ଼ିବା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଥିଲେ
Read More...