Browsing Tag

subarnapur news

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୩୩ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଓ
Read More...

ସାପ ଧରାରେ ସାପ ଧରାଳୀ ମୃତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାପ ସହ ଖେଳୁଥିଲେ । ଆଉ ଏବେ ସେହି ସାପ ହିିଁ ତାଙ୍କ ଜୀବନ ନେବାର କାରଣ ସାଜିଲା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ । ସୁଚନା ଅନୁସାରେ ମେଣ୍ଡାମାଲ ଗାଁର ଗୌର କୁମ୍ଭାର ଜଣେ ସାପ ଧରାଳୀ ଅଟନ୍ତି
Read More...

ହଜିଗଲା ମଣିଷ ପଣିଆ : ବର୍ବରତାର ସୀମା ଟପିଗଲେ ସୁବଳୟା ଥାନା ଏଏସ୍‌ଆଇ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ ହଜି ଯାଇଛି ମଣିଷ ପଣିଆ । ଥାର୍ଡ଼ଡିଗ୍ରୀ ନାମରେ ପୋଲିସ ସାଜିଛି ଗୁଣ୍ଡା । ବର୍ବରତାର ସୀମା ଟପି ଯାଇ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରି ପଠାଇ ଦେଲେ ଡାକ୍ତରଖାନା । ନିଜକୁ ସିଂହମ ଭାବେ ପରିଚୟ ଦେଉଥିବା ସୁବଳୟା
Read More...

ଭାବବିହ୍ଵଳ ପରିବେଶରେ ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମେରୁଧର ପାତ୍ରଙ୍କ ବିଦାୟକାଳୀନ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମେରୁଧର ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବରିଷ୍ଠ ସ୍ନାତକ ଶିକ୍ଷକ ଆର୍ତ୍ତତ୍ରାଣ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ସୁବର୍ଣ୍ଣପୁର : ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିକଟ ଘାଟି ଜାମପାଲି ଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ବିନିକା ବ୍ଳକ୍ କମିରା ଗାଁର ପ୍ରସନ୍ନ ବାବୁ ଖବର ମିଳିଛି । ତେବେ ପୋଲିସର ତଦନ୍ତ ଜାରୀ ରହିଥିବା
Read More...

ଜିଲ୍ଲାରେ ସୁବ୍ୟବସ୍ଥିତ ରବିଧାନକ୍ରୟ ସହିତ ନିୟନ୍ତ୍ରଣ କକ୍ଷ ଦ୍ୱାରା ତୁରନ୍ତ ଅସୁବିଧାର ସମାଧାନ କରାଯିବ : ଜିଲ୍ଲାପାଳ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀମାନଙ୍କ ରବିଧାନ ସୁବିଧାରେ ଏବଂ ବ୍ୟବସ୍ଥିତ ହିସାବରେ ଯୋଗାଣ ବିଭାଗ କ୍ରୟ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ଗତ ୨୨ ତାରିଖରେ ବିନିକା ବଜାର ପ୍ରାଙ୍ଗଣରେ ଜିଲ୍ଲାର ଧାନକ୍ରୟ ପ୍ରକ୍ରିୟାର ଶୁଭାରମ୍ଭ
Read More...

୮ ଲିଟର ମଦ ଜବତ : ଜଣେ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ସର୍ଗୁଲ୍ ପଞ୍ଚାୟତ ଚମ୍ପାଡ଼ୁଲି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା । ଚଢ଼ଉ ବେଳେ ୮ ଲିଟର ମଦ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ଉକ୍ତ ଗ୍ରାମର ସତ୍ୟ ସାହୁ ।
Read More...

ଶୂନ୍ୟ ପକ୍ଷପାତିତା ଓ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ

୧୦- ବଲାଙ୍ଗିର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ.ଏସ୍‌ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ଓ ସମ୍ବେଦନଶୀଳ ବୁଥ୍‌ର ସମୀକ୍ଷା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୧୦- ବଲାଙ୍ଗିର ଲୋକସଭା
Read More...

ନିର୍ବାଚନ ଗାଇଡ୍‌ଲାଇନ୍‌ର ପାଳନକୁ ସୁନିଶ୍ଚିତ କରିବା ସହ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଜିଲ୍ଲାର ୧୦ ସଂସଦୀୟ କ୍ଷେତ୍ର ସହ ୬୪ ବିଧାନସଭା ନିର୍ବାଚନ ମଣ୍ଡଳୀ ବୀରମହାରାଜପୁର ଓ ୬୫ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପ୍ରସ୍ତୁତି ଓ ପ୍ରଶାସନିକ ପଦକ୍ଷେପ ଉପରେ ତର୍ଜମା କରିବା ପାଇଁ
Read More...

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଏକ ବ୍ରିଜ୍‌ର ମେନ୍ ହୋଲରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ତରଭା ଥାନା ଅନ୍ତର୍ଗତ ଦେଉଳପଦର ପୁଆ ରାସ୍ତାରେ ଥିବା ସେତୁର ମେନହୋଲ ଭିତରେ ଏକ ମୃତଦେହ ପଡ଼ିଥିବା ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୁଲିସ୍
Read More...