ଅନ୍ଧ ବିଶ୍ୱାସ : ଗୁଣିଆ କଥାରେ ପଡି ମୃତ ଶିଶୁ ସନ୍ତାନ ବଞ୍ଚିଯିବ ବୋଲି ଭାବୁଛି ମା’
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଲାଣି ଏବେ ବି ଆଧୁନିକ ସମାଜରେ ଅନ୍ଧ ବିଶ୍ୱାସ ଲୋକଙ୍କ ମନରେ ରହିଛି । ସୁବର୍ଣ୍ଣପୁର ଜିଲ୍ଲାର ସଦର ବ୍ଲକ ନାରାୟଣପୁର ଗାଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୦ ମାସିଆ ପୁଅର ମୃତ୍ୟୁ ୧୮ ଘଣ୍ଟାରୁ ଅଧିକ ସମୟ!-->…
Read More...
Read More...