Browsing Tag

subarnapur news

ଲଛିପୁର ପଞ୍ଚାୟତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ : ଏବିଭିପିର ବିପୁଳ ବିଜୟ

​ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଲଛିପୁର ପଞ୍ଚାୟତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଜିମାତ୍ କରିଛି । ଏହି ବିଜୟ ପରେ ସଂଗଠନ ପକ୍ଷରୁ ଏକ ଭବ୍ୟ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।…
Read More...

ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବିରେ ଶିକ୍ଷା ନିର୍ଦ୍ଦେଶିକାଙ୍କୁ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସ୍ଥିତ ପିଏମ ଶ୍ରୀ ମହାରାଜା ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବିକୁ ନେଇ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶିକା ଶ୍ରୀମତୀ ଯୁଗଳେଶ୍ୱରୀ ଦାଶଙ୍କୁ ଏକ ଦାବିପତ୍ର ସହରର ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ପ୍ରଦାନ…
Read More...

ସୋନପୁର କଲେଜ ନିର୍ବାଚନ : ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ କ୍ଲିନ୍ ସ୍ଵିପ

ରୋଶନ ସଭାପତି, ଲଭଲି ଉପସଭାପତି ଓ ସୁନିଲ ସାଧାରଣ ସମ୍ପାଦକ ନିର୍ବାଚିତ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ସର୍ବପୁରାତନ ସୋନପୁର କଲେଜରେ ଛାତ୍ର ସଂସଦ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ…
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ପକ୍ଷରୁ ଖାରୀ ଉଚ୍ଚ ବିଦ୍ୟାଳୟ ଠାରେ ଷ୍ଟୁଡେଣ୍ଟ ଲିଗାଲ୍ ଲିଟେରେସୀ…
Read More...

ନବରାତ୍ରୀର ପଞ୍ଚମ ଦିନରେ ମା’ ସୁରେଶ୍ୱରୀଙ୍କ ସ୍କନ୍ଦମାତା ବେଶ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଶାରଦୀୟ ନବରାତ୍ରୀର ପଞ୍ଚମ ଦିବସରେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ଓ ମା' ଦୁର୍ଗାଙ୍କ ସ୍କନ୍ଦମାତା ବେଶ ଅନୁଷ୍ଠିତ ହୋଇଛି । ଏହି ଦିବ୍ୟ ବେଶରେ ତିନି ଦେବୀଙ୍କ ଦର୍ଶନ ପାଇଁ ମନ୍ଦିରଗୁଡ଼ିକରେ…
Read More...

ମିଶନ ବାତ୍ସଲ୍ୟ ଯୋଜନାରେ ପୃଷ୍ଠପୋଷକତା ଓ ଆର୍ଥିକ ସହାୟତା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦେବାଶିଷ ସିଂହ ୧୦ ଜଣ ପିତୃମାତୃ ହୀନ ଶିଶୁଙ୍କୁ ମିଶନ ବାତ୍ସଲ୍ୟ ଯୋଜନାରେ ପୃଷ୍ଠପୋଷକତା ଓ ଆର୍ଥିକ ସହାୟତାରେ ପ୍ରତ୍ୟେକଙ୍କୁ ୨୦ ହଜାର…
Read More...

ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ଘୋର ଅବ୍ୟବସ୍ଥା : ହଷ୍ଟେଲ ଛାଡ଼ିଲେ ଛାତ୍ରୀ

କଲେଜ କର୍ତ୍ତୃପକ୍ଷଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ତାଗିଦ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଘୋର ଅବ୍ୟବସ୍ଥା ଘେରରେ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ । ଏନେଇ ଅଭିଯୋଗ ପାଇବା ପରେ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା…
Read More...

ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସହରରେ ନିର୍ମାଣାଧୀନ ନୂତନ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟକୁ ଜିଲ୍ଲାପାଳ ଦେବାଶିଷ ସିଂହ ପରିଦର୍ଶନ କରିଛନ୍ତି । ନିର୍ମାଣ ସ୍ଥଳକୁ ଯାଇ ସେ କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ସମୟରେ ଠିକା ସଂସ୍ଥାର ଅଧିକାରୀ ଓ…
Read More...

ଅତିରିକ୍ତ ରାଜସ୍ୱ ନିରୀକ୍ଷକଙ୍କ ଆତ୍ମହତ୍ୟା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରର ଘୋଡ଼ାଘାଟପଡ଼ା ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି । ଘୋଡ଼ାଘାଟପଡ଼ା ମୂଳ ନିବାସୀ ଯୁବକ ତଥା ବର୍ତ୍ତମାନ ତରଭା ତହସିଲ ଅଧୀନରେ କାର୍ଯ୍ୟରତ ତରୁଣାନନ୍ଦ ସାହୁ (ମୁନା) ୪୪ ବର୍ଷ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ…
Read More...

ମା’ ସୁରେଶ୍ୱରୀଙ୍କ କୁଷ୍ମାଣ୍ଡା ବେଶ

ଆଧ୍ୟାତ୍ମିକ ପରିବେଶରେ ମହମହ ସୁବର୍ଣ୍ଣପୁର ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଶାରଦୀୟ ନବରାତ୍ରୀର ଚତୁର୍ଥ ଦିବସରେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ଓ ମା’ ଦୁର୍ଗା ଦେବୀ କୁଷ୍ମାଣ୍ଡା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ତିନି…
Read More...