ପାଟ୍ରୋଲିଂ ବେଳେ ଟ୍ରକ୍କୁ ପିଟିଲା ପିସିଆର ଭ୍ୟାନ୍, ୪ ପୋଲିସ କର୍ମୀ ଗୁରୁତର
ସମ୍ଵଲପୁର : ପାଟ୍ରୋଲିଂ ସମୟରେ ଟ୍ରକକୁ ପିଟିଲା ଅଇଁଠାପାଲି ପୋଲିସର ପିସିଆର ଭ୍ୟାନ୍ । ଏହି ଦୁର୍ଘଟଣାରେ ୪ ପୋଲିସ କର୍ମୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ରବିବାର ଭୋର୍ ୫ଟା ସମୟରେ ପାଟ୍ରୋଲିଂ କରୁଥିବା ବେଳେ ସମ୍ବଲପୁର ଅଇଁଠାପାଲି ଥାନାର ପିସିଆର ଭ୍ୟାନ୍ ଏକ ଟ୍ରକ୍ ସହ!-->…
Read More...
Read More...