Browsing Tag

saintala news

ବଡ଼ମାଲ ଗୋଳାବାରୁଦ କାରଖାନାରେ ଆଜାଦୀ କି ଅମୃତ ମହୋତ୍ସବ ଉଦ୍‌ଘାଟିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତରେ ୭୫ ତମ ସ୍ବାଧୀନତା ଦିବସ ଆସନ୍ତା ଅଗଷ୍ଟ ୧୫ ତାରିଖରେ ପାଳିତ ହେବାକୁ ଯାଉଅଛି । ଏହି ଅବସରରେ ଦେଶରେ ଥିବା ସମସ୍ତ ଗୋଳାବାରୁଦ କାରଖାନା ପରିସରରେ ତା.୧୩/୧୨/୨୧ରୁ ୧୯/୧୨/୨୧ ପର୍ଯ୍ୟନ୍ତ ସାର୍ବଜନୀନ ଗୋଳାବାରୁଦ ଉତ୍ପାଦନ ଗୁଡିକର ପ୍ରଦର୍ଶନ…
Read More...

ଚିତ୍ର ମାଧ୍ୟମରେ ବିପିନଙ୍କ ଶ୍ରଦ୍ଧାଞ୍ଜଳି

ସଇଁନ୍ତଲା, (ଅଜିତ କୁମାର ସାହୁ) : ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କୁ ଫଟୋ ଚିତ୍ର ମାଧ୍ୟମରେ ଚିତ୍ର ଆଙ୍କି ଯୁବ ଚିତ୍ରଶିଳ୍ପୀ ଟିଟିଲାଗଡ଼ ମାଟିର ଆଗମନ ଛୁରା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
Read More...

ବରଗାଁରୁ ଯୁବତୀଙ୍କ ଦରପୋଡା ଶବ ଉଦ୍ଧାର ଘଟଣା, ୬ ବର୍ଷ ପରେ ମାମଲା ରିଓପନ୍‌, ସ୍କେଚ୍‌ ଜାରିକଲା ପୁଲିସ : ଲେମ୍ବୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ ୨୦୧୫ ମସିହା ଜୁଲାଇ ୨ ତାରିଖରେ ଜଣେ ଯୁବତୀଙ୍କ ଦରପୋଡା ଶବ ଉଦ୍ଧାର କରିଥିଲା ସଇଁନ୍ତଲା ପୁଲିସ । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ-୨୬ ବରଗାଁରୁ ଡ଼ଙ୍ଗରମୁଣ୍ଡା ଯିବା ରାସ୍ତାରେ ଥିବା ଏକ ପୋଖରୀ ନିକଟରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ…
Read More...

ଖାସ୍‌ବାହାଲ ଗାଁରେ କୁରାଲ ପଞ୍ଚମୀ ପୂଜା ଉଦ୍‌ଯାପିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଖାସବାହାଲ ଗାଁରେ ୩ ଦିନ ଧରି ମହା ଆଡମ୍ବରରେ ଚାଲିଥିବା କୁରାଲ ସମାଜର କୁରାଲ ପଞ୍ଚମୀ ପୂଜା ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ପୂଜା କର୍ତା ଭାବରେ ବୈଦ୍ୟନାଥ ରଣା ଓ ତାଙ୍କର ଧର୍ମପତ୍ନୀ ଦାୟିତ୍ୱ ନିର୍ବାହ…
Read More...

ମାନସିକ ବିକୃତା ହେଲେ ବି ରହିଛି ମାନବିକତା : କୁକୁରକୁ ଖାଇବା ପାଇଁ ଦେଉଛି ଖାଦ୍ୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାନବ ସେବା ହିଁ ମାଧବ ସେବା । ବାସ୍ତବରେ ଲୋକ ସେବା ସହଯୋଗ କଲେ ଅନେକ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥାଏ । ହେଲେ ଏହି ମଣିଷ ସମାଜରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରାସ୍ତା କଡରେ ଜୀବନ କାଟୁଥିବା, ମାନସିକ ବିକୃତ ଲୋକଙ୍କୁ ଉଦ୍ଧାର କରି ନୂଆଁ…
Read More...

ଘୁନସର ଗ୍ରାମରେ ମା’ଲଷ୍ମୀଙ୍କ ବିବାହ ଉତ୍ସବରେ ଗ୍ରାମ ପରିକ୍ରମା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ଦୀର୍ଘ ୩୦ ବର୍ଷରୁ ଅଧିକ ମା'ଲଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଉଛି । ତେବେ ଏଥିରେ ପୂଜା କର୍ତା ଭାବେ କାହ୍ନୁ ସାହୁ ଓ ଧର୍ମପତ୍ନୀ ଅବନ୍ତି ସାହୁ ଦାୟିତ୍ୱରେ ରହିଥିବା ବେଳେ ପୂଜକ ଭାବେ କୁଞ୍ଜ ମିଶ୍ର…
Read More...

ଜାଲ ପ୍ରମାଣ ପତ୍ର ଦେଇ ସାଜିଲେ ବିଦ୍ୟୁତ କର୍ମଚାରୀ : ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜଣଙ୍କର ପ୍ରମାଣ ପତ୍ରକୁ ଚଞ୍ଚକତା କରି ଅନ୍ୟ ଜଣେ ଚାକିରି ହାତେଇବା ପରି ସଂଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରୁ । ଯେତେବେଳେ ବି ନିଯୁକ୍ତି ପ୍ରସଙ୍ଗ କଥା ଉଠେ, ବଲାଙ୍ଗିର ଜିଲ୍ଲା ବେଶ୍‌ ଚର୍ଚ୍ଚାକୁ ଆସେ । କାରଣ ଏଠି ଯୋଗ୍ୟ…
Read More...

ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ଯବାନଙ୍କ ଝିଅର ସଫଳତା : ଅଭ୍ୟନ୍ତ୍ରରୀଣ ଅଞ୍ଚଳରୁ ଯାଇ ଆଇଆଇଟି ଇନ୍ଦୋରରେ ହାସଲ କଲେ…

ଛୁଟୁଛି ଶୁଭେଚ୍ଛାର ସୁଅ, ଆର୍ଥିକ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ ସଇଁନ୍ତଲା, (ଅଜିତ କୁମାର ସାହୁ) : ଦୃଢ଼ ବିଶ୍ୱାସ ଥିଲେ ମିଳେ ସଫଳତା । ଏହି ଉକ୍ତିକୁ ବାସ୍ତବରେ ପ୍ରମାଣିତ କରୁଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଅଁସର ପଞ୍ଚାୟତ…
Read More...

ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବୀରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ମତେ ପ୍ରତ୍ୟେକ ପ୍ରାଥମିକ ସ୍କୁଲରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବା ପାଇଁ ସୁପ୍ରିମକୋର୍ଟର ଆଦେଶ ଥିବା ସ୍ୱତେ ଓଡ଼ିଶା ସରକାର…
Read More...

ଅଦିନିଆ ବର୍ଷାରେ କପା ଓ ଧାନ ଚାଷୀ ଛାନିଆ : ଦଲାଲ ହାତରେ ଧଳାହୀରା

ସଇଁନ୍ତଲା, (ଅଜିତ କୁମାର ସାହୂ) : ମାସକ ତଳେ ଲଗାଣ ବର୍ଷା ପ୍ରଭାବରେ ଚାଷଜମି ଜଳାର୍ଣ୍ଣବ ହୋଇଥିବା ସହ ଅଦିନିଆ ବର୍ଷାରେ ଧାନ ଫସଲରେ ଗଜା ମଧ୍ୟ ଦେଖାଦେଇ ଥିଲା । କିନ୍ତୁ ବର୍ତ୍ତମାନ କପା ଚାଷୀଙ୍କୁ ଘାରିଛି ବାତ୍ୟା । ଧାର କରଜ ଆଣି ଚାଷୀ ନିଜ ବିଲରେ କପା ଚାଷ କରିଥିବା ବେଳେ ଦଲାଲ…
Read More...