ପେଟ ପାଇଁ ମା’ ଓ ଛୁଆ ବିକ୍ରି କରୁଛନ୍ତି ଖଜୁରୀ ପାତିଆ ଝାଡୁ
ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ, ନିରୀହ, ଭିକ୍ଷା ବୃତ୍ତି କରୁଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରୁଥିବା କଥା କହୁଛନ୍ତି ହେଲେ ଏବେ ବି ଅନେକ ଲୋକେ ଭୋକ ଉପାସରେ ବୃକ୍ଷମୂଳେ ଆଶ୍ରୟ ନେଉଛନ୍ତି । ଯାହା ଫଳରେ ଅନାହାର ମୃତ୍ୟୁ ବରଣ କରୁଥିବା ନଜର କୁ ଆସୁଛି!-->…
Read More...
Read More...