Browsing Tag

saintala news

ହାଇକୋର୍ଟର ନିର୍ଦ୍ଦେଶକୁ ଗୁଡଭେଲା ବ୍ଲକ ପ୍ରଶାସନର ବେଖାତିର ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ଉନ୍ନତିକରଣ ଅଗଷ୍ଟ ମାସର ପ୍ରଥମ ସପ୍ତାହରୁ ପଞ୍ଚମ ଅର୍ଥ କମିଶନରୁ ପ୍ରାୟ ୯୬ ଲକ୍ଷ ଟଙ୍କା ଆସି ପଡି ରହିଥିବାରୁ ୨ ସପ୍ତାହ ମଧ୍ୟରେ ଉନ୍ନୟନ କାର୍ଯ୍ୟ ଗୁଡିକ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି…
Read More...

ତୁଷୁରା ପ୍ରଜାପିତା ବହ୍ମକୁମାରୀ ପକ୍ଷରୁ ଜୁନିୟର ମିସ୍‌ କୋଶଳକୁ ସମ୍ମାନିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ପ୍ରଜାପିତା ବହ୍ମକୁମାରୀ ସଂସ୍ଥା ପକ୍ଷରୁ ଆଜି ଜୁନିୟର ମିସ୍‌ କୋଶଳ ୨୦୨୦-୨୧ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆନନ୍ଦିତା ସାମନ୍ତଙ୍କୁ ମାନପତ୍ର ଓ ଫୁଳଗୁଚ୍ଛା ଦେଇ ସମ୍ମାନୀତ କରାଯାଇଛି । ଏହି ସଂସ୍ଥାର ମୁଖ୍ୟ ପରିଚାଳିକା…
Read More...

ବୁଢାବାହାଲରେ ଧାନ ମଣ୍ଡି ଶୁଭାରମ୍ଭ : ତଦାରଖ କଲେ ଉପଜିଲ୍ଲାପାଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ୨୨ଟି ପଞ୍ଚାୟତ ମଧ୍ୟରୁ କେତେକ ଗାଁ ମଧ୍ୟରେ କମ୍‌ ପରିମାଣରେ ଧାନ ଅମଳ ହୋଇଛି । କିନ୍ତୁ ବର୍ଷାର ଅଭାବରୁ ବ୍ଳକର ବିଭିନ୍ନ ସ୍ଥାନରେ ମରୁଡି ପରିସ୍ଥିତି ଦେଖାଦେଇଛି । ଯାହା ଫଳରେ ଚାଷୀ ମୁଣ୍ଡରେ ଚଡକ…
Read More...

ଭଦ୍ରା ଠାରେ ବିଜେପିର ସାଙ୍ଗଠନିକ ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭଦ୍ରା ଠାରେ ବିଜେପିର ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛଇ । ବିଜେପି ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ସାଂସଦଙ୍କ ବ୍ଳକ ପ୍ରତିନିଧି ଅକ୍ଷୟ…
Read More...

ପୌର ପରିଷଦ ପକ୍ଷରୁ ସହରର ରାସ୍ତାକଡ଼ ଦେକାନୀଙ୍କୁ ଉଚ୍ଛେଦ : ଭେଣ୍ଡିଙ୍ଗ ଜୋନରେ ୧୧ ଜଣଙ୍କୁ ଥଇଥାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଟିଟିଲାଗଡ ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ତଥା ଅହେତୁକ ଯାନ ବାହାନ ବୃଦ୍ଧି ଏବଂ ମୁଖ୍ୟତଃ ରାସ୍ତା କଡର ଜବର୍ ଦଖଲ ଯୋଗୁଁ ଦିନକୁ ଦିନ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରି ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏହାକୁ ନିୟନ୍ତ୍ରଣ…
Read More...

ଗରିବ ଲୋକମାନଙ୍କ ପାଇଁ ଆବାସ ଯୋଜନା ସାତ ସପନ, ଟିକ୍ରାପଡ଼ା ଅଞ୍ଚଳରେ ଆବାସ ଯୋଜନା ଅର୍ଥରେ ମାର୍କେଟ କମ୍ପ୍ଲେକ୍ସ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପାଇଁ ଆବାସ ଯୋଜନାରେ କୋଟି କୋଟି ଖର୍ଚ୍ଚ କରୁଥିବା ବାହା ବାହା ନେଉଛନ୍ତି । ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏବେବି ଲୋକେ ଭଙ୍ଗା କୁଡ଼ିଆରେ ଦିନ ବିତାଉ ଥିବାର ଦୃଶ୍ୟ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା…
Read More...

ବିବିନା ଗ୍ରାମରେ ଅଭିମୁଖିକରଣ ଶିବିର ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ଗ୍ରାମରେ ପଞ୍ଚାୟତ ସ୍ତରୀୟ ଅଭିମୁଖିକରଣ ତାଲିମ ଶିବିର ଓ କାଳିଆ ଯୋଜନାରେ ଭୂମିହୀନ କୃଷକମାନଙ୍କ ଜୀବିକା ଚୟନ ଫର୍ମ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଷୀମାନେ ବିଭିନ୍ନ ପ୍ରକାରର ଚାଷ କରି…
Read More...

ସଇଁନ୍ତଲାରେ ବ୍ଳକ ଅଧ୍ୟକ୍ଷ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ହେବ କି ଲଢେଇ : ଗାଁ ଗାଁରେ ବିଜେପିର ସାଙ୍ଗଠନିକ ବୈଠକ,…

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି । ଗାଁ ଗାଁରେ ଏବେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସ ଦଳ ମଧ୍ୟ ତାର କର୍ମୀମାନଙ୍କୁ ନେଇ ବ୍ଲୁ ପ୍ରିଣ୍ଟ ଆରମ୍ଭ କରିଥିବା ଦେଖିବାକୁ…
Read More...

ଟିକ୍ରାପଡ଼ା ଅଞ୍ଚଳରେ ଶ୍ରମିକଙ୍କ ମୃତ୍ୟୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ମତେ ଟିକ୍ରାପଡ଼ା ଲାଂଥ ନଦୀକୁ ଟ୍ରାକ୍ଟର ଯୋଗେ କିଛି ଲୋକ ବାଲି ଆଣିବାକୁ ଯାଇଥିଲେ ସେହି ସମୟରେ ଏହି ବ୍ୟକ୍ତି ଜଣକ ପାଣି ପିଇବା ପାଇଁ…
Read More...

ସଇଁନ୍ତଲା ବ୍ଳକକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କଥାରେ ଅଛି ଚାଷ କାମ ଯାହାର କେଡ଼େ ସୁଖ ତାହାର । ହେଲେ ଏଠାରେ ତାହାର ବିପରୀତ ଦେଖା ଦେଉଛି । ଚାଷୀ ଧାର କରଜ ଆଣି ତାର ବିଲରେ ଧାନ ବୁଣି ଥାଏ ହେଲେ ବର୍ଷା ଅଭାବ ଯୋଗୁଁ ଧାନ ଫସଲ ଭଲ ଅମଳ ହୋଇନ ଥିବା ବେଳେ ଚାଷୀ ଆତ୍ମହତ୍ୟା କରିଥିବା ମଧ୍ୟ ଅନେକ ଥର…
Read More...