Browsing Tag

rourakela news

ମାତୃ ପିତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାତୃ-ପିତୃ ପୂଜନ ହିଁ ପ୍ରେମ-ଦିବସ ପାଳନର ମହତ ଉଦ୍ଦେଶ୍ୟ ରାଉରକେଲା, (ସସ୍ମିତା ପ୍ରଧାନ) : "ପ୍ରେମ ସଦା ସର୍ବଦା ଚିରନ୍ତନ ବାସ୍ତବ ଓ ଅନନ୍ୟ" ; ଏହି ଭାବନାକୁ ଚରିତାର୍ଥ କରିବା ପୂର୍ବକ ପ୍ରତ୍ୟେକ ୧୪ ଫେବ୍ରୁଆରୀରେ "ମାତୃ-ପିତୃ ପୂଜନ" କରିବା ଉଦ୍ଦେଶ୍ୟ ନେଇ ଶ୍ରୀ ଯୋଗ ବେଦାନ୍ତ…
Read More...

ବେଦବ୍ୟାସ ପୀଠର ବିକାଶ ହେଉ : ବଦ୍ରୀନାରାୟଣ ପାଢ଼ୀ

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ସ୍ଥିତ ଜନତା ଧର୍ମଶାଳାରେ ବଦ୍ରୀନାରାୟଣ ପାଢ଼ୀଙ୍କ ଆବାହକତ୍ୱରେ ଏକ ବୈଠକରେ ବେଦବ୍ୟାସର ବିକାଶ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଶ୍ରୀ ପାଢ଼ୀ ବହୁ ପୂର୍ବର ଦାବୀ ବେଦବ୍ୟାସ ଝୁଲାପୋଲ ପ୍ରସଙ୍ଗକୁ ଉତ୍ଥାପନ କରିବା ସହିତ ବେଦବ୍ୟାସ…
Read More...

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ ହାକାଥନ ଓ କୋଡ଼ିଙ୍ଗ ପ୍ରଶିକ୍ଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ ହାକାଥନ ଓ କୋଡ଼ିଙ୍ଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଚାରିଦିନ ଧରି କ୍ୱେଷ୍ଟ ଆଲିଆନ୍ସ ଓ ମୋ ସ୍କୁଲ ଅଭିଯାନର ମିଳିତ ଉଦ୍ୟମରେ ହାକାଥନ ଓ କୋଡ଼ିଙ୍ଗର ପ୍ରଶିକ୍ଷକ ମନୋଜ କୁମାର ବୀରାଙ୍କ ପଥ…
Read More...

କବି ଶ୍ରୀମତୀ ଶୁଚିସ୍ମିତା ପଣ୍ଡାଙ୍କୁ ଓଡିଶା ରତ୍ନ ଓ ଜିଲ୍ଲା ରତ୍ନ ପୁରସ୍କାର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଫର୍ଟିଲାଇଜର ଟାଉନସିପର ବିଶିଷ୍ଟ ନାରୀ କବି ଶ୍ରୀମତୀ ଶୁଚିସ୍ମିତା ପଣ୍ଡାଙ୍କୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ଓଡିଶା ସଂସ୍କୃତି କଳା ଏକାଡେମୀ ଓ ସଙ୍ଗୀତ ମୂର୍ଚ୍ଛନା ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା…
Read More...

ଯୁବ ରେଡକ୍ରସର ୩ ଦିନିଆ କର୍ମଶାଳା ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସର ୩ ଦିନିଆ କର୍ମଶାଳା ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲାଠାରେ ଉଦ୍‌ଘାଟିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ…
Read More...

ସ୍ୱସ୍ତି ସାହିତ୍ୟ ସଂସଦର କଥା କବିତାୟନ ଆସନ୍ତା ୧୧ ଓ ୧୨ ତାରିଖରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦର ୪୨ତମ ବାର୍ଷିକୋତ୍ସବ ଅବସରରେ କଥା କବିତାୟନ ୨୦୨୩ ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ ବୋଲି ସଂସଦ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସଂସଦର ସଭାପତି…
Read More...

ସଚେତନ ନାଗରିକ ମଞ୍ଚର ଦିଲ୍ଲୀପ ରାୟଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ରାଉରକେଲାର ସାଧାରଣ ସଂପାଦକ ପି ପି ରାୟଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ମଂଚର ପ୍ରତିଷ୍ଠାତା ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସହ କଲ୍ୟାଣୀଠାରେ ଏକ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରି…
Read More...

ପୁସ୍ତକ ମେଳାର ଅଷ୍ଟମ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୨୮ତମ ପୁସ୍ତକ ମେଳାର ଅଷ୍ଟମ ଦିନ ଇସ୍ପାତ ସାହିତ୍ୟ ସଂସଦ ତରଫରୁ ସାହିତ୍ୟ ସଭା ଓ ପୁସ୍ତକ ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ବାଳଙ୍କ…
Read More...

ପୁସ୍ତକ ମେଳାର ସପ୍ତମ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ୨୮ତମ ପୁସ୍ତକ ମେଳାର ସପ୍ତମ ଦିନରେ ଗୋପବନ୍ଧୁ ପାଠାଗାର ଓ ସ୍ବସ୍ତି ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଇଂ ନବଘନ ସାହୁଙ୍କ ପୌରାହିତ୍ୟ ଓ ବିଭୁତି ଭୂଷଣ ଦାସଙ୍କ ସଂଯୋଜନାରେ…
Read More...

ପୁସ୍ତକ ମେଳାର ଷଷ୍ଠ ସାରସ୍ୱତ କାବ୍ୟ ସନ୍ଧ୍ୟା

ଓଡ଼ିଆ ଭାଷା ବିକାଶ ମଞ୍ଚର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆନୁକୂଲ୍ୟରେ ପୁସ୍ତକ ପ୍ରଦର୍ଶନୀର ଷଷ୍ଠ ସନ୍ଧ୍ୟାରେ ଓଡ଼ିଆ ଭାଷା ବିକାଶ ମଞ୍ଚର ବସନ୍ତ କବିତା ପାଠୋତ୍ସବ ସହିତ ଅବକ୍ଷୟବାଦୀ ସମାଜ ବନାମ୍ ଲେଖକୀୟ ସଙ୍କଳ୍ପ ଶୀର୍ଷକ…
Read More...