Browsing Tag

rourakela news

ସଳଙ୍ଗାବାହାଲଠାରେ ଲୋକକଳା ମହୋତ୍ସବ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ଲୁପ୍ତପ୍ରାୟ ଲୋକକଳାକୁ ଜନମାନସରେ ଉଦ୍‌ଜୀବିତ ରଖିବା ପାଇଁ ଶ୍ରୀ ଶ୍ରୀ ଲକ୍ଷ୍ମୀ ଈଶ୍ଵର ସାଂସ୍କୃତିକ କଳା ସଙ୍ଘ ସଲଙ୍ଗାବାହାଲ, ଜିଲ୍ଲା କଳା ଓ ସଂସ୍କୃତି ସଙ୍ଘ ସୁନ୍ଦରଗଡ଼, ଶ୍ରୀ ଶ୍ରୀ କଦମ୍ବ କେଶରୀ ସାଂସ୍କୃତିକ କଳା ପରିଷଦ ବଣାଇ ଓ ଢୋଲ…
Read More...

ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନା ଅନୁଯାୟୀ ଛେଣ୍ଡରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ ପାଇଁ ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁନଗର ୱେଲଫେୟାର ଆସୋସିଏସନ ଛେଣ୍ଡର ଏକ ପ୍ରତିନିଧି ଦଳ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଓ ରାଉରକେଲା ମ୍ୟୁନିସିପାଲ କର୍ପୋରେସନର କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଭେଟି ରାଉରକେଲାର ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନା ଅନୁଯାୟୀ ବ୍ୟବସ୍ଥିତ…
Read More...

ଇନର ହୁଇଲ କ୍ଲବ ଅଫ୍‌ ରାଉରକେଲା ରିଭରସାଇଡ ଦ୍ୱାରା ପଣା ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାରେ ପଣା ସଂକ୍ରାନ୍ତି ଅବସରରେ ଜଳଦାନର ମହତ୍ୱକୁ ଦୃଷ୍ଟିରେ ରଖି ଇନର ହୁଇଲ କ୍ଲବ ରାଉରକେଲା ରିଭର୍‌ସାଇଡ ତରଫରୁ ଛେଣ୍ଡ ସ୍ଥିତ ବିଏସ୍‌ଏନ୍‌ଏଲ୍‌ ଛକଠାରେ ପଣା ବଣ୍ଟନ କରାଯାଇଥିଲା । ଲେମ୍ବୁ ଓ କମଳା ସ୍କ୍ୱାଶ, ମିଠା ଦହି ଓ ମସଲା ଦହି ଆଦି ନାନା…
Read More...

ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୁଃସାହସିକ ସ୍ୱାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକ ତାଙ୍କ ଡାକୋଟା ବିମାନରେ ଭାରତର ମଥା ସଦୃଶ କାଶ୍ମୀର ଲଦାଖରେ ସୈନ୍ୟ ଅବତରଣ କରାଇ ନଥିଲେ କାଶ୍ମୀର ଆଜି ପାକିସ୍ଥାନ ବା ଚୀନର ଅଂଶବିଶେଷ ହୋଇ ରହିଯାଇଥାନ୍ତା ବୋଲି କହି ତାଙ୍କ ୨୬ତମ ଶ୍ରାଦ୍ଧ ଦିବସରେ…
Read More...

ନୂତନ ଶିକ୍ଷା ବର୍ଷର ପ୍ରଥମ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ, ଆର୍‌ଇସି କ୍ୟାମ୍ପସ ଠାରେ ଶୁକ୍ରବାର ସକାଳ ୮.୦୦ଟା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସମନ୍ୱୟରେ ଏକ ନୂତନ ଶିକ୍ଷା ବର୍ଷର ପ୍ରଥମ ବୈଠକ…
Read More...

ଚିକିତ୍ସାବିଜ୍ଞାନରେ ପାଥୋଲୋଜିର ଭୂମିକା ଗୁରୁତ୍ୱପୂର୍ଣ୍ଣ

ସିଡବ୍ଲୁଏସ ହସ୍ପିଟାଲ୍‌ରେ ଜାତୀୟ ପାଥୋଲୋଜି ଦିବସ ପାଳିତ ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ବିଶ୍ୱରେ ପାଥୋଲୋଜି ରିପୋର୍ଟ ବିନା ଚିକିତ୍ସା କରିବା ଅସମ୍ଭବ । ଚିକିତ୍ସାବିଜ୍ଞାନରେ ନିଶ୍ଚିତ ରୂପେ ପାଥୋଲଜିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ସିଡବ୍ଲୁଏସ…
Read More...

ଧାମରା ସଂଘର ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶ ଯେତେବେଳେ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଥାଏ ଠିକ୍ ସେହି ସମୟରେ ଜଣେ ଜଣେ ଯୁଗ ପୁରୁଷମାନେ ଜନ୍ମ ନେଇଥାନ୍ତି । ବିପ୍ଳବୀ ତଥା ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜଣେ ସେହିପରି ଯୁଗ ପୁରୁଷ ଥିଲେ । ଯାହାଙ୍କର କଠୋର ପରିଶ୍ରମ ଦୃଢ଼ ନେତୃତ୍ୱ ସାରା…
Read More...

ବାଞ୍ଛାନିଧି ମହାନ୍ତି ଥିଲେ ଓଡ଼ିଶା ମାଟିର ବିଲକ୍ଷଣ ପ୍ରତିଭା

ବାସୁଦେବପୁର ଜନକଲ୍ୟାଣ ପରିଷଦ, ରାଉରକେଲାର ବାର୍ଷିକ ଉତ୍ସବ ଓ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜୟନ୍ତୀ ପାଳିତ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବାସୁଦେବପୁର ଜନକଲ୍ୟାଣ ପରିଷଦ ରାଉରକେଲା ଆନୁକୂଲ୍ୟରେ ଜାତୀୟ କବି…
Read More...

ଶାନ୍ତି ସ୍ଥାପନ ପାଇଁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ସେକ୍ଟର ୬ ଗଞ୍ଜାମ ପଲ୍ଲୀ ଅଙ୍ଗନବାଡି କେନ୍ଦ୍ରଠାରେ ଶାନ୍ତି, ଦ୍ୱନ୍ଦ ତଥା ସମାଧାନ ଶୀର୍ଷକ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ଲବର ଅଧ୍ୟକ୍ଷା ରୋଟାରିଆନ ଆନାବେଲ ଡିସୌଜା…
Read More...

ଇସ୍ପାତ କାରଖାନା ବିସ୍ଥାପିତ ଥଇଥାନ କାର୍ଯ୍ୟକ୍ରମକୁ ହମିରପୁର ଗ୍ରାମବାସୀଙ୍କ ବିରୋଧ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ସଭାପତି ଡ଼କ୍ଟର ସୁମନ ଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ହମିରପୁର ଓ ପାଖାପାଖି ଅଂଚଳର ବହୁତ ସଭ୍ୟ ଯୋଗଦାନ କରିଥିଲେ । ଉପସଭାପତି ସନୁ ବଡାଇକ ଓ ଗଣେଶ କୁମ୍ଭାର ପ୍ରକାଶ…
Read More...