Browsing Tag

rourakela news

ହ୍ୟାପି ମୁମେଣ୍ଟସର ଶ୍ରାବଣ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହ୍ୟାପି ମୁମେଣ୍ଟସ ଇଣ୍ଡିଆ ପକ୍ଷରୁ ମହାଆଡମ୍ବରରେ ଭଞ୍ଜ ଭବନ ଠାରେ ଆୟୋଜିତ କରାଯାଇଛି । ପ୍ରତିଷ୍ଠାତା ରାଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଓ ରଶ୍ମିତା ପଣ୍ଡା ଆୟୋଜନ ହେଇଥିଲା । ଏହି କାର୍ଯ୍ୟକ୍ରମରେ…
Read More...

ରାଉରକେଲା କଲେଜରେ ମାସିକ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ଓଡ଼ିଆ ବିଭାଗ, ରାଉରକେଲା କଲେଜର ମିଳିତ ଆନୁକୂଲ୍ୟରେ ମାସିକ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ଯେ, ପବନ, ନଈ, ପକ୍ଷୀ ପରି…
Read More...

ମାଁ ଖମ୍ବେଶ୍ୱରୀ ଶକ୍ତି ପୀଠରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବାସନ୍ତୀ କଲୋନୀ ସ୍ଥିତ ମାଁ ଖମ୍ବେଶ୍ୱରୀ ଶକ୍ତି ପୀଠ, ରାଉରକେଲାର ସଦସ୍ୟମାନଙ୍କ ଆଗ୍ରହ ଓ ଅନୁରୋଧ କ୍ରମେ, ଅଗ୍ରଣୀ ସାମାଜିକ ସଂଗଠନ "କ୍ଳୀନ ଓ ଗ୍ରୀନ"ର ସଦସ୍ୟମାନେ ମନୋଜ ନାୟକଙ୍କ ଆବାହକତ୍ୱ ତଥା ବରିଷ୍ଠ ସଦସ୍ୟ ସାଗର…
Read More...

ଗୋପବନ୍ଧୁ ଥିଲେ ଜଣେ ବହୁପ୍ରସ୍ତୀୟ ଜନବାଦୀ ବୁଦ୍ଧିଜୀବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନବବାଦୀ ଚିନ୍ତନ କୈନ୍ଦ୍ରିକ ଗୋପବନ୍ଧୁ ହୁଏତ ଅପରିକଳ୍ପନୀୟ ଭାବପ୍ରବଣତାରେ ମୋହାଚ୍ଛନ୍ନ ହୋଇଛନ୍ତି, କିନ୍ତୁ ତାଙ୍କ ଭିତରେ ସଦା ଜାଗୃତ ମାନବ ପ୍ରୀତିର ମହାନ ମୂଲ୍ୟବୋଧ ଠାରୁ ନିଜକୁ ବିଚ୍ଛିନ୍ନ କରିପାରି ନାହାନ୍ତି । ଉଭୟ ଭାବପ୍ରବଣତା ଓ ବୌଦ୍ଧିକ…
Read More...

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ଗାନ୍ଧୀ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ମୁଖ୍ୟ ଉଦ୍ୟେକ୍ତା ଭଗବତୀ ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ଫାଉଣ୍ଡେସନର…
Read More...

ଅବସର ଭବନରେ ବିଶ୍ଵ ବୟୋଜ୍ୟେଷ୍ଟ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର କୋଏଲନଗରେ ଥିବା ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ପରିସର ମଧ୍ୟରେ ବିଶ୍ଵ ବୟୋଜ୍ୟେଷ୍ଟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସଭାରେ ଅନୁଷ୍ଠାନର ସଭାପତି ଇଂ ଅଭୟ କୁମାର ଦାସ ପୌରହିତ୍ୟ କରିଥିବା ବେଳେ ରାଉରକେଲାର…
Read More...

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ରାଉରକେଲା ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ସେକଟର ୨୦ରେ ଥିବା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଗାନ୍ଧୀଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ ଅନ୍ୟତମ ସାନମାନିତ ଭାବେ ଡଃ. ଅଜିତ ବେହେରା, ସୁମନ ଦତ୍ତ,…
Read More...

ଭାରତୀୟ ଜନତା ପାର୍ଟି ପାନପୋଷ ସାଂଗଠନିକ ଜିଲ୍ଲା ରାଉରକେଲା

ବସ୍ତି ବାସିନ୍ଦାଙ୍କ ସମସ୍ୟାକୁ ନେଇ ଆରଏସପି ଅଧିକାରୀଙ୍କୁ ସାକ୍ଷାତ କଲେ ବିଧାୟକ ଶ୍ରୀ ତନ୍ତୀ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବା ଇସ୍ପାତ ସହରାଞ୍ଚଳ ଏବଂ ସାରନଗରୀ ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଢି ଉଠିଥିଲା ବସ୍ତି ବାସିନ୍ଦାଙ୍କ ବିଭନ୍ନ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା

ରାଉରକେଲା : ଗତକାଲି ରାତି ପ୍ରାୟ ୧୧ଟାରେ ଲାଠିକଟା ସୁଇଡ଼ିହି ନିକଟ ତୁମୁଳକାଣ୍ଡ ଠାରେ ଛିଡା ହୋଇଥିବା ଏକ ନାଇଟକୋଚ ବସକୁ ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବସ୍‌ ଡ୍ରାଇଭର ଭବାନୀ କୁମାର ଡାକୁଆ (୪୭)ଙ୍କ ମୃତ୍ୟୁ ହୋଇଛି । ଲାଠିକଟା ପୁଲିସ ନାଇଟକୋଚ ବସକୁ ଜବତ କରି…
Read More...

ଇରମ ଗୁଳିକାଣ୍ଡ : ଆରକ୍ତ ଗୋଧୂଳିର ରକ୍ତାକ୍ତ ରାଗିଣୀ

ଡ଼ଃ. ଦେବେନ୍ଦ୍ର ପ୍ରହରାଜଙ୍କ ସ୍ମୃତିରେ ଶବ ସଂରକ୍ଷକ ଫ୍ରିଜ ପ୍ରଦାନ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘ ପକ୍ଷରୁ ଲୁଣିଆ ଇରମ ଶହୀଦ ସ୍ମୃତି ଦିବସ ପାଳନ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ…
Read More...