Browsing Tag

rourakela news

ଶିବ ଚରଣ ବୋଇତି ସେବା ସମ୍ମାନ ପାଇଲେ କର୍କଟ ରୋଗ ବିଶେଷଜ୍ଞ ଡ଼ଃ. ଘନଶ୍ୟାମ ବିଶ୍ୱାସ

କର୍କଟ ରୋଗ ଉପରେ ବିଶେଷ ଆଲୋଚନା ଚକ୍ର ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ୟାମ ଅନୁ ଦେବକୀ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ବିଶିଷ୍ଟ ଶ୍ରମିକ ନେତା, ସମାଜସେବୀ ତଥା ଟ୍ରଷ୍ଟର ପ୍ରତିଷ୍ଠାତା ସ୍ୱର୍ଗତ ଶିବ ଚରଣ ବୋଇତିଙ୍କ ଦ୍ଵିତୀୟ ପୂଣ୍ୟ ତିଥି ପାଳନ ସେକ୍ଟର-୧୯ ସ୍ଥିତ ସିଭିକ ସେଣ୍ଟର…
Read More...

ଡିସୌଜା ସ୍କୁଲର ୬୬ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ଡିସୌଜା ସ୍କୁଲର ୬୬ତମ ବାର୍ଷିକୋତ୍ସବ ପାଳନ କରାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଆଲେକଜାଣ୍ଡାର ଡିସୌଜା, ନିର୍ଦ୍ଦେଶିକା ଆନାବୋଲା ଡିସୌଜା, ମହାପ୍ରବନ୍ଧକ ସିଦ୍ଧାର୍ଥ ରଥ, ଅଧ୍ୟକ୍ଷା ଜୟୋତି ଗୁରୁୱରା, ସହ ଅଧ୍ୟକ୍ଷା ଜୟିତା ନାୟକ ପ୍ରମୁଖ…
Read More...

ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ "ଜାତୀୟ ସମ୍ବିଧାନ ଦିବସ "ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼ଃ. ସମ୍ପାଦିକା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ସଭାର ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଫିସ…
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ସେକ୍ଟର ୧୬ ସ୍ଥିତ ଶ୍ରଦ୍ଧାଠାରେ ଅନ୍ତେବାସୀଙ୍କ ପାଇଁ ଖୁସି ବାଣ୍ଟିବା ସହ ବିସ୍କୁଟ, ଚକୋଲେଟ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ରୋଟାରୀଆନ ଉର୍ବି ମଣ୍ଡଳଙ୍କ ଉଦ୍ୟମ ଓ ଆଗ୍ରହ କ୍ରମେ ଏହି…
Read More...

ସାପ୍ତାହିକ ଦୀନ୍‌ଦୟାଲ ମେଲ୍‌ର ୨୫ତମ ସ୍ୱ – ନକ୍ଷତ୍ର ଦିବସ ପାଳିତ

ସମାଜ ପ୍ରତି ସାମ୍ବାଦିକମାନଙ୍କର ଗୁରୁ ଦାୟିତ୍ୱ ରହିଛି : ବିଧାୟକ ଦୁର୍ଗା ଚରଣ ତନ୍ତୀ ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ସହରରୁ ପ୍ରକାଶ ପାଉଥିବା ଓଡିଆ ସାପ୍ତାହିକ ସମ୍ବାଦପତ୍ର ଦୀନ୍‌ଦୟାଲ୍‌ ମେଲ୍‌ର ୨୫ତମ ସ୍ୱ - ନକ୍ଷତ୍ର ଉତ୍ସବ ରାଉରକେଲା ସହରର ପାନ୍ଥନିବାସଠାରେ…
Read More...

ଆସନ୍ତା ଡିସେମ୍ବର ୧ରେ ସ୍ୱାତୀନକ୍ଷତ୍ରର ଝିଅର ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ, ଧାମରା ସାହିତ୍ୟ ସଂସଦ ଓ ରାଉରକେଲା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ଏକ ସାମ୍ୱାଦିକ ସମ୍ମୀଳନୀ ସ୍ଥାନୀୟ ହୋଟେଲ୍ ଗାର୍ଡେନ ଠାରେ ସଂସଦର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ସଂଗୀତ ତରଙ୍ଗ ମ୍ୟୁଜିକ କ୍ଲବର ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍" (ସଙ୍ଗୀତ ତରଙ୍ଗ ସାମାଜିକ ସାଂସ୍କୃତିକ ଟ୍ରଷ୍ଟ୍, ରାଉରକେଲାର ଏକ ଅଙ୍ଗ)ର ବାର୍ଷିକ ଉତ୍ସବ ସିଭିକ୍ ସେଣ୍ଟର୍ ଠାରେ ସମାରୋହରେ ପାଳିତ ହୋଇଯାଇଛି ।…
Read More...

ଆନ୍ତର୍ଜାତିକ ଫୁଲ୍ କଣ୍ଟାକ୍ଟ ବ୍ଲାକ ବେଲ୍ଟ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍କୁଲ ଅଫ୍ ମାର୍ଶାଲ ଆର୍ଟ ରାଉରକେଲା ତରଫରୁ ଜଲଦା 'ସି' ବ୍ଲକ ସ୍ଥିତ ବାପୁଜୀ କ୍ଲବ ଠାରେ ଆନ୍ତର୍ଜାତୀୟ ଫୁଲ୍‌ କଣ୍ଟାକ୍ଟ ବ୍ଲାକ ବେଲ୍ଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ସେନସାଇ ସନ୍ତୋଷ ତନ୍ତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ…
Read More...

୨୫ ବର୍ଷରେ ସାପ୍ତାହିକ ସମ୍ବାଦପତ୍ର ଦୀନ୍ ଦୟାଲମେଲ୍

ରାଉରକେଲା ପାନ୍ଥ ନିବାସରେ ଅନୁଷ୍ଠିତ ହେଲା ୨୫ତମ ସ୍ୱ-ନକ୍ଷତ୍ର ଉତ୍ସବ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ସାପ୍ତାହିକ ସମ୍ବାଦପତ୍ର ଦୀନ୍ ଦୟାଲମେଲ୍ ରାଉରକେଲା ପାନ୍ଥ ନିବାସରେ ଠାରେ ତା'ର ୨୫ତମ ସ୍ୱ-ନକ୍ଷତ୍ର ଉତ୍ସବ ପାଳନ କରିଛି । ୧୯୯୯ ମସିହା ନଭେମ୍ବର ୨୨ ତାରିଖରେ ଦୀନ୍…
Read More...

ଗୁରୁ ନାନକ ପବ୍ଲିକ ସ୍କୁଲ୍‌ରେ ଜାତୀୟ ପ୍ରେସ ଦିବସ ପାଳନ : ୫୦ରୁ ଅଧିକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ପରିଚିତ ତଥା ସେକ୍ଟର - ୨୧ ଥିବା ଗୁରୁ ନାନକ ପବ୍ଲିକ ସ୍କୁଲ୍‌ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୫୦ରୁ ଅଧିକ ବିଭିନ୍ନ ବର୍ଗର ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସ୍କୁଲ୍‌ ପରିଚାଳନା ସମିତିର…
Read More...