Browsing Tag

rourakela news

ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲାର ଆତ୍ମ ସୁରକ୍ଷା କୌଶଳ କାର୍ଯ୍ୟକ୍ରମର ସମାପନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲାର ଆତ୍ମ ସୁରକ୍ଷା କୌଶଳ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ରାଉରକେଲା କଲେଜର ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ବୈଜୟନ୍ତୀ ବାରିକଙ୍କ ସଂଯୋଜନାରେ…
Read More...

ୟୁଜିଏମ୍‌ରେ ଆତ୍ମ ସୁରକ୍ଷା କୌଶଳ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁକ୍ତ ୨ ଛାତ୍ରୀ ମାନଙ୍କୁ ନେଇ ୮ ଦିନିଆ ଆତ୍ମ ସୁରକ୍ଷା କୌଶଳ ୨୦୨୪-୨୫ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଲତା ଦେହୁରୀଙ୍କ ସଭାପତିତ୍ୱ ଓ ଅଧ୍ୟାପକ…
Read More...

“ସୁବର୍ଣ୍ଣରେଖା” ଓ “ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ” ଆନୁକୁଲ୍ୟରେ…

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ "ବ୍ୟାସ ଭବନ" ପରିସରରେ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ତଥା ଫକୀରମୋହନଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର କର୍ମକର୍ତ୍ତା ଓ ନନ୍ଦିନୀ ମହିଳା ସଂଘତି ସଦସ୍ୟା ମାନଙ୍କ ଉପସ୍ଥିତିରେ ଅତିଥିମାନେ…
Read More...

ମକର ସଂକ୍ରାନ୍ତି : ଏକ ସାଂସ୍କୃତିକ ଉତ୍ତରାୟଣ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମିଳିତ ଆନୁକୂଲ୍ୟରେ ମକର ମିଳନ ଉପଲକ୍ଷେ ଏକ ଆଲୋଚନା ଚକ୍ର ମକର ସଂକ୍ରାନ୍ତି : ଏକ ସାଂସ୍କୃତିକ ଉତ୍ତରାୟଣ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ…
Read More...

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀର ମୋହନଙ୍କ ୧୮୩ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଉତ୍ସବ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାହିତ୍ୟିକ…
Read More...

ସନାତନ ଜାଗରଣ ମଞ୍ଚ ରାଉରକେଲା ତିଆରି କରିବ ବିଶ୍ୱର ସବୁଠୁ ବଡ଼ ଲଡ୍ଡୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସନାତନ ଜାଗରଣ ମଞ୍ଚ ଓ ସ୍ମାଇଲ୍ ଫରେଭର ଫାଉଣ୍ଡେସନ୍‌ର ସହଯୋଗରେ ଶ୍ରୀରାମ ମନ୍ଦିର, ଅଯୋଧ୍ୟାର ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷିକୀର ଶୁଭ ଅବସରରେ ବିଶ୍ୱର ସବୁଠୁ ବଡ଼ ଲଡ୍ଡୁ ତିଆରି କରାଯିବ । ଏନେଇ ସ୍ଥାନୀୟ ମେ ଫାୟାର ଭିଲେଜ ପରିସରରେ ଏକ…
Read More...

ବୀରମିତ୍ରପୁର ବିଏସ୍‌ଏଲ୍‌ର ସ୍ଥିତି ସନ୍ଦିହାନ

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ସ୍ଥିତ ବିଶ୍ରା ଷ୍ଟୋନ ଓ ଲାଇମ କମ୍ପାନୀର ଲାଇମଷ୍ଟୋନ ଓ ଡେଲାମାଇଟ ଖଣି ପ୍ରାୟ ୧୦୦ରୁ ଅଧିକ ବର୍ଷ ହେବ ଚାଲିଆସୁଛି । ୧୯୧୦ ମସିହାରୁ ଏହା ଆରମ୍ଭ କରାଯାଇଥିଲା । ସେତେବେଳେ ଏହା ବାର୍ଡ ଆଣ୍ଡ କେ ଲିମିଟେଡ ଅଧିନରେ ଥିଲା । କ୍ରମେ ଭାରତ…
Read More...

ତ୍ରିଦିବସୀୟ ମାନସିକ ଅବସାଦ ସମ୍ପର୍କିତ ଆକ୍ୟୁପ୍ରେସର ସମ୍ମିଳନୀ ସମାପ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିବାନନ୍ଦ ନିଃଶୁଳ୍କ ଆକ୍ୟୁପ୍ରେସର ସେଣ୍ଟର୍ ରାଉରକେଲାର ରଜତ ଜୟନ୍ତୀ ଉପଲକ୍ଷେ ମାନସିକ ଅବସାଦ ସମ୍ପର୍କିତ ତ୍ରିଦିବସୀୟ ଆକ୍ୟୁପ୍ରେସର ସମ୍ମିଳନୀ ସମାପ୍ତ ହୋଇଯାଇଛି । ସେକ୍ଟର ୨ସ୍ଥିତ ଗାୟତ୍ରୀ ପୀଠ ଠାରେ ସ୍ୱାମୀ ବ୍ରହ୍ମ ସାକ୍ଷାତକାରନନ୍ଦ ସରସ୍ଵତୀ…
Read More...

ପୁଷପୁନି ଭେଟଘାଟ ଉତ୍ସବ ଆୟୋଜିତ

ରାଉରକେଲା : ମା’ ସମଲେଶ୍ୱରୀ (ଗୁଡି) ମନ୍ଦିର କମିଟି ପକ୍ଷରୁ ପ୍ରଥମ ଥର କରି ସେକ୍ଟର-୧୭ ଟାଟା ଖେଳ ପଡିଆ ଠାରେ ପୁଷପୁନି ଭେଟଘାଟ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗ ଦେଇଥିଲେ । ଏହି ପୁଷପୁନି ଉତ୍ସବ ହେଲା ପଶ୍ଚିମ…
Read More...

ସରସ୍ଵତୀ ଶିଶୁ ମନ୍ଦିରରେ ବିଭିନ୍ନ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଶିଶୁ ଶିବିର, ବାଲ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ଅଧ୍ୟକ୍ଷତା ଓ ଶିଶୁ ମନ୍ଦିରର ସମ୍ପାଦକ…
Read More...