ଦିବ୍ୟାଙ୍ଗ ବୋଲି ଷ୍ଟେସନରେ ଛାଡିଦେଲେ ମା ବାପା
ରାଉରକେଲା : ମାଆ କୋଳ ବଦଳରେ ରେଲୱେ ଷ୍ଟେସନରେ ଶିଶୁ କନ୍ୟା । ଅସହାୟ ଅବସ୍ଥାରେ କାନ୍ଦି କାନ୍ଦି ଥକି ପଡିଥିବା ଶିଶୁକନ୍ୟା ଉପରେ ନଜର ପଡିଥିଲା ସ୍ଥାନୀୟ ମହିଳାଙ୍କର । ରାଉରକେଲା ରେଲୱେ ଷ୍ଟେସନରୁ ଉଦ୍ଧାର ହୋଇଛି ଏକ ଶିଶୁ କନ୍ୟା । ଶିଶୁଟିର ପରିଚୟ ଏପର୍ଯ୍ୟନ୍ତ ମିଳପାରି ନାହି ଏସବୁର!-->…
Read More...
Read More...