Browsing Tag

rourakela news

ହମିରପୁର ଉନ୍ନୟନ ପରିଷଦର ଶାରଦୀୟ ଅଭିନନ୍ଦନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦର ଶାରଦୀୟ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଡ. ସୁମନ ଦତ୍ତଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହମିରପୁର ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।…
Read More...

ଏଫ ଇଟୁ ଅରକେଡ଼ରେ ଚିତ୍ରକଳା ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଏଫ ଇ ଟୁ ଆରକେଡ଼ ଓ ଯଶପାଲ ସ୍ମୃତି ଚିତ୍ରାଳୟର କଳାସୃଜନୀର ମିଳିତ ସହଯୋଗରେ ଶିଳ୍ପୀ ଶିବିର ଓ ଚିତ୍ରକଳା ପ୍ରଦର୍ଶନୀ ଗତକାଲି ଠାରୁ ଆରମ୍ଭ ହୋଇଛି । ଶିଳ୍ପୀ ଶିବିରରେ ସମ୍ବଲପୁରରୁ ମନୋଜ କୁମାର ଚୌଧୁରୀ, ପୂର୍ଣ୍ଣଚନ୍ଦ୍ର ମେହେର,…
Read More...

ବାରହାତ ଖଡ୍ଗ ଶୋଭାଯାତ୍ରାରେ ଯୋଗଦେବା ପାଇଁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ୨୧ ତାରିଖ ଦିନ ଦିବା ୧୧ଘଟିକା ସମୟରେ ବାରହାତ ଖଡ୍ଗ ଶୋଭାଯାତ୍ରା ସେକ୍ଟର ୩ ସ୍ଥିତ ଖଡ୍ଗ ଭବନରୁ ବାହାରି ସହର ପରିକ୍ରମା କରିବ ବୋଲି ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ସାଧାରଣ ସମ୍ପାଦକ…
Read More...

ଅନ୍ୱେଷାର ୧୩୦ତମ ସାମୁହିକ ଜନ୍ମଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୧୩୦ ତମ ସାମୁହିକ ଜନ୍ମଦିନ ସେକ୍ଟର ୮ ସ୍ଥିତ ବୃଦ୍ଧାଶ୍ରମ ଠାରେ ପାଳନ କରାଯାଇଥିଲା । ଅନୁଷ୍ଠାନର ସହଯୋଗୀ ଧନଞ୍ଜୟ ଚୌଧୁରୀ, ସ୍ୱର୍ଗତ ଶକ୍ତିସାଧନ ସାହା, ମଧ୍ୟମ ପାତ୍ର, ଅନୁଷ୍ଠାନର ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ…
Read More...

ନିର୍ମଳ ମୁଣ୍ଡା ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ନିର୍ମଳ ମୁଣ୍ଡା ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ସେକ୍ଟର -୨୦ ସ୍ଥିତ, ବୈକୁଣ୍ଠ ଘାଟ ନିକଟସ୍ଥ ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିର ପରିସରରେ ମଣ୍ଡଳ ସଭାନେତ୍ରୀ ରଞ୍ଜିତା କିସପଟାଙ୍କ ଅଧ୍ୟକ୍ଷତାରେ…
Read More...

ଦ୍ୱାଦଶ ତମ ନନ୍ହେକାଲାମ କି ଖୋଜ୍

ଭାରତରତ୍ନ ଡ. ଏପିଜେ ଅବଦୁଲ କାଲାମଙ୍କ ୯୬ ତମ ଜୟନ୍ତୀ ପାଳନ ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ଦ୍ୱାଦଶତମ ନନ୍ହେକାଲାମ କି ଖୋଜ୍ ଓ ଭାରତରତ୍ନ ଡ. ଏପିଜେ ଅବଦୁଲ କାଲାମଙ୍କ ୯୬ତମ ଜୟନ୍ତୀ ଏନ୍ଆଇଟି ସ୍ଥିତ ଇନ୍‌ଷ୍ଟିଚ୍ୟୁସନ ଅଫ୍…
Read More...

ଆଇନ ମହାବିଦ୍ୟାଳୟର ବିଶ୍ୱ ଖାଦ୍ୟ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : "ବିଶ୍ୱ ଖାଦ୍ୟ ଦିବସ" ପ୍ରଥମ ଥର ୧୯୮୧ମସିହା ଅକ୍ଟୋବର ୧୬ତାରିଖରେ ପାଳିତ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭୋକ ଓ ଅପପୃଷ୍ଟି ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ କିପରି ସଚେତନତା ବୃଦ୍ଧି କରିବା । ଏହି କାର୍ଯ୍ୟକ୍ରମର ଚଳିତ ବର୍ଷର ବିଷୟବସ୍ତୁ…
Read More...

ଜ୍ଞାନେଶ କୁମାରଙ୍କୁ ବରଖାସ୍ତ ଦାବିରେ ଶୋଭାଯାତ୍ରା ଓ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଗଣତନ୍ତ୍ର, ଜନଗଣଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଦେଶର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ କେନ୍ଦ୍ର ସରକାର ତୁରନ୍ତ ବହିଷ୍କାର କରିବା ଦାବି କରି ଆଜି ଗଣତନ୍ତ୍ର ବଞ୍ଚାଅ - ସମ୍ବିଧାନ ବଞ୍ଚାଅ ଫୋରମ୍ ପକ୍ଷରୁ ରାଉରକେଲା…
Read More...

ଫର୍ଟିଲାଇଜର ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଫର୍ଟିଲାଇଜର ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ବିଶ୍ୱକର୍ମା ଭବନ ପରିସରରେ ମଣ୍ଡଳ ସଭାପତି ପ୍ରତାପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅତିଥି ବୃନ୍ଦ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର…
Read More...

ବ୍ୟାପକ ଅନିୟମିତତା ଏବଂ ଷଡ଼ଯନ୍ତ୍ର ବଳରେ ୨ ବିଧାୟକ ଛାତ୍ର ରାଜନୀତିକୁ ପ୍ରଭାବିତ କରିଛନ୍ତି : ଜ୍ଞାନେନ୍ଦ୍ର ଦାସ

ରାଉରକେଲା, (ସସ୍ମିତା ପ୍ରଧାନ) : ସଦ୍ୟ ସମାପ୍ତ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବ୍ୟାପକ ଅନିୟମିତତା ଏବଂ ଷଡଯନ୍ତ୍ର ବଳରେ ରାଉରକେଲା ବିଧାୟକ ଏବଂ ରଘୁନାଥପାଲି ବିଧାୟକ ଛାତ୍ର ରାଜନୀତିକୁ ପ୍ରଭାବିତ କରିବା ସହିତ ନିର୍ବାଚନରେ ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଛାତ୍ର…
Read More...