Browsing Tag

rayagada news

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରାୟଗଡ଼ା : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ରାୟଗଡ଼ା ସହରର ଟେଲିଫୋନ୍‌ ଏକ୍ସଚେଞ୍ଜ ଲେନ୍‌ରେ ଘଟିଛି ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ସ୍ତ୍ରୀର ହତ୍ୟା ପରେ ସ୍ଵାମୀ ଫେରାର୍‌ ହୋଇଯାଇଛି । ମୃତ ମହିଳା ହେଲେ ପି. ଗୌରୀ(୪୫) ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ
Read More...

ଚୋରା ବାଇକ୍‌ ଜବତ କଲା ପୋଲିସ : ୩ ଗିରଫ

ରାୟଗଡ଼ା : ରାୟଗଡ଼ାରେ ୪ଟି ଚୋରି ବାଇକ୍‌ ଜବତ କରିଛି ଗୁଣପୁର ପୋଲିସ୍ । ବାଇକ୍‌ ଚୋରି ଘଟଣାରେ ୨ ନାବାଳକ ସହ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣକ ଣକ ଗୁଣପୁର ଆମ୍ବେଦକର କଲୋନୀର କୁନାଲ ମିଶାଲ(୨୬) ବୋଲି ଜଣାପଡିଛି । ୪ଟି ବାଇକ୍‌ ମଧ୍ୟରୁ ଗୋଟିଏ ବାଇକ୍‌ ବିଶାଖାପାଟଣାର
Read More...

ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ଖସିଲା କାର୍‌ : ଜଣେ ମୃତ, ୩ ଗୁରୁତର

ରାୟଗଡ଼ା : ଆନ୍ଧ୍ର ପ୍ରଦେଶର କାକିନାଡ଼ା ସହରର ୫ ଜଣ ଯୁବକ ବରଗଡ଼ ଜିଲ୍ଲାକୁ ବାହାଘର ଭୋଜିରେ ଯୋଗଦେଇ ଏକ କାର୍‌ ଯୋଗେ ଫେରୁଥିଲେ । ସେହି ସମୟରେ ଆମ୍ବାଦଳା ଥାନା ବନ୍ଧଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ପୋଲ ନିକଟରେ କାର୍ ୨୦ ଫୁଟ ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ଜଣ ମୃତ

ରାୟଗଡ଼ା : ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍କୁଟିରେ ଯାଉଥିବା ମହିଳା ଓ ପୁରୁଷଙ୍କୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର୍‌ ଧକ୍କା ।ଦଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ସ୍ଥାନୀୟ ଚାନ୍ଦିଲି ଥାନା
Read More...

ଜଳିଗଲା ୪ଟି ବସ୍

ରାୟଗଡ଼ା, (କେପିଏନ୍‌ଏସ୍‌) : ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିଲା, ଆକସ୍ମିକ ହୁତ୍‌ ହୁତ୍‌ ହୋଇ ଜଳି ଉଠିଲା । ସୂଚନା ଅନୁସାରେ ବିଷମକଟକ ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ୪ଟି ବସ୍‌ରେ ହଠାତ୍‌ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି । ଜଣେ ମାଲିକଙ୍କ ୪ଟି ବସ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ
Read More...

ଟାଙ୍ଗିଆରେ ହାଣି ଜଣେ ବୃଦ୍ଧଙ୍କୁ ହତ୍ୟା

ରାୟଗଡ଼ା : ଟାଙ୍ଗିଆରେ ହାଣି ଜଣେ ବୃଦ୍ଧଙ୍କୁ ନିର୍ମମ ହତ୍ୟା କରାଯାଇଛି । ମୃତକ ହେଲେ ସ୍ଥାନୀୟ ଥାନା ଅଧୀନ କୁମ୍ଭିକୋଟା ପଞ୍ଚାୟତ ପୁଞ୍ଜାପାଇ ଗାଁର ଲାଚ୍ଛା ମାଣ୍ଡାଙ୍ଗି(୫୦) । ବୁଧବାର ମଧ୍ୟାହ୍ନରେ ଲାଚ୍ଛା ଗାଁ ଦାଣ୍ଡରେ ଛିଡ଼ା ହୋଇଥିଲେ । ନିଶାସକ୍ତ ଅବସ୍ଥାରେ ମଦନ ସେଠାରେ
Read More...

ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ

ରାୟଗଡ଼ା : ଆନ୍ଧ୍ରପ୍ରଦେଶ କୋତାବାଲସା ରେଳ ଷ୍ଟେସନ ନିକଟରେ ରବିବାର ଏକ ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ ସହିତ ୨ଟି ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ ଜଣେ ଲୋକୋ ପାଇଲଟ ଆହତ ହୋଇଛନ୍ତି । ଅନ୍ୟ କୋଣସି ଯାତ୍ରୀ
Read More...

ରେଳଷ୍ଟେସନରୁ ଉଦ୍ଧାର ହେଲା କନଷ୍ଟେବଳଙ୍କ ମୃତଦେହ : ଆତ୍ମହତ୍ୟା ନା ହତ୍ୟା କାରଣ ଅସ୍ପଷ୍ଟ

ରାୟଗଡା : ରେଲୱେ ଷ୍ଟେସନରୁ ଉଦ୍ଧାର ହେଲା ପୋଲିସ କନଷ୍ଟେବଳଙ୍କ ମୃତଦେହ । ସୂଚନା ଅନୁସାରେ ମୃତ ଈଶ୍ୱର ରାଓ ଜିଲ୍ଲା ଏସପିଙ୍କ ଘରେ ରୋଷେୟା ଭାବେ ନିୟୋଜିତ ଥିଲେ ବୋଲି ସୂଚନା ରହିଛି । ରାୟଗଡା ଏସପିଙ୍କ ବାସଭବନରେ କାର୍ଯ୍ୟରତ କୁକ୍ ବା ଏଫ୍ଓ ବି.ହରିଶଙ୍କର ରାଓଙ୍କ ସନ୍ଦେହ ଜନକ ଭାବେ
Read More...

ଭୋଟ ବର୍ଜନ ପାଇଁ ଦେଲେ ଚେତାବନୀ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମାଣ୍ଡିବିସିର ଆର୍‌ଆଇ ଅଫିସ ନିକଟରେ ଲାଗିଛି ମାଓ ପୋଷ୍ଟର । ଭୋଟ ବର୍ଜନ ପାଇଁ ଦେଲେ ଚେତାବନୀ । ବାଂଶଧାରା ଘୁମୁସୁର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲାଗିଛି ଏହି ପୋଷ୍ଟର । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁଯାୟୀ ଆଜି
Read More...

ଦାଦନ ଖଟିବାକୁ ଯାଇ ୨ ଭାଇଙ୍କ ପ୍ରାଣହାନି

ରାୟଗଡା : ଦାଦନ ଖଟିବାକୁ ଯାଇ ୨ ଭାଇଙ୍କ ପ୍ରାଣହାନି ହୋଇଥିବା ଖବର ଆଜି ସାମ୍ନାକୁ ଆସିଛି । ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇ ୨ ଭାଇ ନିର୍ଯ୍ୟାତନାର ଶିକାର ହୋଇଥିଲେ । କୌଶଳ କ୍ରମେ ଖସି ଆସିଥିଲେ ମଧ୍ୟ ଘରେ ପହଞ୍ଚି ପାରିନଥିଲେ । ଟ୍ରେନରେ ଫେରି ରାୟଗଡା ପହଞ୍ଚିଲା ବେଳକୁ ଚାଲି ପାରୁ
Read More...