Browsing Tag

rayagada news

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ଵ ଏଡସ୍ ଦିବସ ୨୦୨୪ ପାଳନ କରାଯାଇଛି । ମହତ୍ ଉଦ୍ଦେଶ୍ୟ ନେଇ ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ, ଶୋଭାଯାତ୍ରା, ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଜିଲ୍ଲା
Read More...

କିଲାଣି ଗାଁରେ ପାଣି ଓ ରାସ୍ତା ସମସ୍ୟାକୁ ନେଇ ଅଭିଯୋଗ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୋଇମଡ଼ା ଗ୍ରାମ‌ପଞ୍ଚାୟତର କିଲାଣି ଗାଁରେ ପାଣି ସମସ୍ୟା ସହ ଯାତାୟାତ ପାଇଁ ରାସ୍ତା ନାହିଁ । ପଞ୍ଚାୟତ କାର୍ଯ୍ୟାଳୟରେ ମିଳୁଥିବା ପିଡିଏସ୍‌ ସାମଗ୍ରୀ ସହ ବିଭିନ୍ନ ଭତ୍ତା ଆଣିବାକୁ ଯିବା ପାଇଁ ବହୁତ ଅସୁବିଧାର
Read More...

ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ବ୍ରେନ ମ୍ୟାଲେରିଆରେ ମୃତ୍ୟୁ : ମୃତ ଶବ ରଖାଯାଇଥିବା ସ୍ଥାନରେ ଅଜବ ଦୃଶ୍ୟ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତରେ ଥିବା କରପା ସେବାଶ୍ରମର ଚତୁର୍ଥ ଶ୍ରେଣୀ ଛାତ୍ରୀର ବ୍ରେନ ମ୍ୟାଲେରିଆରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ରୀ ଜଣକ ହେଲେ କରପା ପଞ୍ଚାୟତର କ୍ରିଷ୍ଣାପାତ୍ରଗୁଡା ଗ୍ରାମର ସମ୍ବୁରୁ
Read More...

ପ୍ରଶାସନର ମନମୁଖୀ କାର୍ଯ୍ୟକୁ ବିରୋଧ କରିବାରୁ ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟରତ ସଂସ୍ଥାକୁ ମିଥ୍ୟା ଅପବାଦ ଦେଇ…

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ସତ୍ୟ ଖବର ପ୍ରସାରଣ ଓ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକୁ ବିରୋଧ କରିବାରୁ ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟରତ ସଂସ୍ଥାକୁ ମିଥ୍ୟା ଅପବାଦ ଦେଇ ପ୍ରଶାସନର ପକ୍ଷରୁ ଚିଠି କରାଯାଇ ଗଣମାଧ୍ୟମର କଣ୍ଠରୋଧ କରିବାର ହୀନ ପ୍ରୟାସ କରୁଛି ରାୟଗଡ
Read More...

ପାଣି ସମସ୍ୟାକୁ ନେଇ ବ୍ଲକ, ଥାନା ଓ ତହସିଲ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ପାଇଁ ବ୍ଲକ, ଥାନା ଓ ତହସିଲ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରାଯାଇଥିବା ଦେଖିବାକୁ ମିଳିଛି । ବୁଡ଼ାଗୁଡା ପଞ୍ଚାୟତରେ ପ୍ରାୟ ୨୦ ଦିନ ଧରି ପାନୀୟ ଜଳ ସମସ୍ୟା
Read More...

ଦିବ୍ୟଦର୍ଶନ ସଂଘ ଗୁଡିଆବନ୍ଧ ଶାଖା ପକ୍ଷରୁ କମ୍ବଳ ବଣ୍ଟନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରବିବାର ପୂର୍ବାହ୍ନ ୧୦.୩୦ଟା ସମୟରେ ଗୁରୁତୀର୍ଥ ଗୁଡିଆବନ୍ଧ ଠାରେ କମ୍ଵଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟଦର୍ଶନ ସଂଘର ପ୍ରତିଷ୍ଠାତା ପୂଜ୍ୟ ସଦ୍‌ଗୁରୁ ଶ୍ରୀ ଅର୍ଜୁନଙ୍କ ଜନ୍ମସ୍ଥାନରେ ଏକ ଭବ୍ୟ ଗୁରୁ ମନ୍ଦିର ନିର୍ମାଣ
Read More...

ଶିଶୁ ମନ୍ଦିର ଉପାନ୍ତରେ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ରାମକୃଷ୍ଣ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଧ୍ୟାତ୍ମିକ କକ୍ଷରେ ଉପାନ୍ତ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା ଚକ୍ର ସହ ଦେଶାତ୍ମବୋଧକ ଏବଂ ଆଧ୍ୟାତ୍ମିକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥି
Read More...

ମୁନିଗୁଡା ରେଳ ଲାଇନ କ୍ରସିଂଙ୍ଗ ଗେଟକୁ ଭୂତଳ ରାସ୍ତା ନିର୍ମାଣ ପାଇଁ ଦାବୀ

ରାୟଗଡ଼ା, (ଅକ୍ଷୟ କୁମାର କୁମାର ପିଡ଼ିସିକା) : ମୁନିଗୁଡା ରେଳ ଲାଇନ କ୍ରସିଂଙ୍ଗ ଗେଟକୁ ଭୂତଳ ରାସ୍ତା ନିର୍ମାଣ ପାଇଁ ଦାବୀ । ମୁନିଗୁଡା ବ୍ଲକ ଟିକରପଡା ନିକଟସ୍ଥ ରେଳ ଲାଇନ ଲେବୋଲ କ୍ରସିଂଙ୍ଗ ଗେଟ୍ ବାରମ୍ବାର ଗେଟ୍ ପଡୁଥିବା ନେଇ ପ୍ରତିଦିନ ଅଟକି ରହୁଛି ଶହ ଶହ ଭାରୀଯାନ ଓ ଯାତ୍ରୀବାହୀ
Read More...

ବିଡ଼ିଓ, ତହସିଲଦାରଙ୍କ ବଦଳି ପାଇଁ ଦାବି କଲେ ଦିବ୍ୟାଙ୍ଗ ସଂଘ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଭାତପୁର ପଞ୍ଚାୟତର ଏକ ନିରୀହ ଗରିବ ଆଦିବାସୀ ଦିବ୍ୟାଙ୍ଗ ଓଡିଶା ବିକଳାଙ୍ଗ ମଞ୍ଚ ରାୟଗଡା ଜିଲ୍ଲାର ସଭାପତି ରାକେଶ ହିମିରିକାଙ୍କ ସମ୍ପୂର୍ଣ୍ଣ ଦୁଇଟି ଚକ୍ଷୁ ଅନ୍ଧ । ଏହି ଦିବ୍ୟାଙ୍ଗ ଜଣକ ଭଙ୍ଗା ଘରେ ରହି ହଇରାଣ
Read More...

୨୦ ହଜାର ଟଙ୍କାରେ ୯ ଦିନର ଏକ ନବଜାତ ଶିଶୁକନ୍ୟାକୁ ଆନ୍ଧ୍ରପ୍ରଦେଶର ଏକ ଦମ୍ପତିକୁ ବିକ୍ରି ଅଭିଯୋଗ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ୨୦ ହଜାର ଟଙ୍କାରେ ୯ ଦିନର ଏକ ନବଜାତ ଶିଶୁକନ୍ୟାକୁ ଆନ୍ଧ୍ରପ୍ରଦେଶର ଏକ ଦମ୍ପତିକୁ ବିକି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସହରରର ନୂଆପଡ଼ା ବସ୍ତିରେ ଏହି ଘଟଣା ଜିଲ୍ଲାବ୍ୟାପୀ ଚାଞ୍ଚଲ୍ୟ
Read More...