Browsing Tag

rayagada news

ନିଆରା ଢଙ୍ଗରେ ପାଳିତ ହେଲା ବନ ମହୋତ୍ସବ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନିଆରା ଢଙ୍ଗରେ ପାଳିତ ହେଲା ବନ ମହୋତ୍ସବ । ରାୟଗଡ଼ା ବ୍ରାହ୍ମଣ ସାହି ରାଧାକାନ୍ତ ମନ୍ଦିରରେ ଆଜକୁ ଦୀର୍ଘ ବର୍ଷ ଧରି ଏକାଦଶୀ ପାଳନ କରି ଆସୁଥିବା ମହିଳା ମାନେ ପାଳିଲେ ବନ ମହୋତ୍ସବ । ପିତାମହଲ ସ୍ଥିତ ସେଞ୍ଚୁରିୟନ୍ ୟୁନିଭର୍‌ସିଟି ସବୁଜ ବନାନୀ
Read More...

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ସଂଯୋଗୀକରଣ ବୃଦ୍ଧି ତଥା ସାମାଜିକ ଓ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାୟଗଡା ସବ ଡିଭିଜନ ଅଫିସ ସହ ଏକାଧିକ ପ୍ରମୁଖ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିବା ବେଳେ
Read More...

ନୀତି ଆୟୋଗ ସଚିବଙ୍କ ଆଦର୍ଶ ସକଟା ଗ୍ରାମକୁ ପରିଦର୍ଶନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମୁନିଗୁଡ଼ା ବ୍ଲକ ମୁନିଖୋଲ ଗ୍ରାମ ପଞ୍ଚାୟତର ଆଦର୍ଶ ସକଟା ଗ୍ରାମରେ କେନ୍ଦ୍ର ନୀତି ଆୟୋଗ ଯୁଗ୍ମ ସଚିବ କେ.ଏସ୍‌. ରେଜିମନ ପହଞ୍ଚି ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରଥମେ ସମସ୍ତ ପ୍ରଶାସନିକ ଅତିଥି ମାନଙ୍କୁ
Read More...

ନୂତନ ବର୍ଷ ପାଳନ ନିମନ୍ତେ ହଜାର ହଜାର ଜୀବଙ୍କ ହତ୍ୟା

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ୨୦୨୪ବର୍ଷକୁ ବିଦାୟ ଓ ୨୦୨୫ ନୂତନ ବର୍ଷକୁ ସ୍ୱାଗତ ନିମନ୍ତେ ହଜାର ହଜାର ଜୀବ ହତ୍ୟା କରାଯାଉଥିବା ଦେଖିବାକୁ ମିଳିଛି । ୨୦୨୪ ବର୍ଷର ଶେଷ ଦିନ ମଙ୍ଗଳବାର ଓ ୨୦୨୫ ନୂତନ ବର୍ଷଟି ବୁଧବାର ଦିନ ହେଉଥିବାରୁ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ ଗାନ୍ଧୀ ମଣ୍ଡପ ଠାରେ ସ୍ୱର୍ଗୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷୀରେ ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ ସ୍ୱର୍ଗୀୟ ମନମୋହନ
Read More...

ଧାନକୁ ଖାଇ ନଷ୍ଟ କଲେ ଦୁଇ ଦନ୍ତା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଧାମୁଣିପଙ୍ଗା ପଞ୍ଚାୟତର ରାବୁଗୁଡା ଗ୍ରାମରେ ଅମଳ କରିବା ଧାନକୁ ଖାଇ ନଷ୍ଟ କଲେ ଦୁଇ ଦନ୍ତାହାତୀ । ସୂଚନା ଅନୁଯାୟୀ ରାବୁଗୁଡା ଗ୍ରାମର ଭୀମ କର୍ଷିକା ଗୁରୁବାର ରାତିରେ ନିଜ ବିଲରେ ଅମଳ କରିଥିବା ଧାନ
Read More...

ଚଇତି ଲୋକ ମହୋତ୍ସବ ଉଦ୍‌ଘାଟିତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଆଜି ରାୟଗଡା ଜିଲ୍ଲା ଚଇତି ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣି ମନ୍ଦିର ପ୍ରାଙ୍ଗଣରୁ ଚଇତି ମଶାଲ ସହ କଳସ ଯାତ୍ରା ଆରମ୍ଭ ହୋଇ ସ୍ଥାନୀୟ ଜିସିଡି ପଡ଼ିଆ ମଞ୍ଚ ଠାରେ ପହଂଚିଥିଲା । ଉକ୍ତ
Read More...

ପେନାକାଡୁ ଗାଁର ସମସ୍ୟାକୁ ନେଇ ଅଭିଯୋଗ : ପ୍ରଶାସନର ଦୃଷ୍ଟି ପଡ଼ିବ କେବେ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାତର ସ୍ଵାଧୀନ ହେବା ୭୭ ବର୍ଷ ବିତିଯାଇଥିଲେ ମଧ୍ୟ ମୈଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡିବାଲି ଗ୍ରାମ ପଞ୍ଚାୟତର ପେନାକାଡୁ ଗାଁର ଗ୍ରାମବାସୀ । ଏପର୍ଯ୍ୟନ୍ତ ଗାଁରେ ଗୋଟିଏ ଆବାସ ଗୃହ ମଧ୍ୟ ପହଞ୍ଚି
Read More...

ଅଟୋ ଚାଳକଙ୍କ ହତ୍ୟା ଘଟଣା : ୨୫ ହଜାର ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଫୁଲଜବା ଛକରେ ଅଟୋ ଚାଳକଙ୍କ ହତ୍ୟା ଘଟଣା । ୨୫ ହଜାର ଟଙ୍କା ପାଇଁ ସାଙ୍ଗ କାଟିଲା ସାଙ୍ଗର ତଣ୍ଟି । ଗତ ୧୪ ଡିସେମ୍ବରରେ ହୋଇଥିବା ହତ୍ୟା କାଣ୍ଡର ପର୍ଦ୍ଦାଫାସ କରିଛି ଟିକିରି ଥାନା ପୋଲିସ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ
Read More...

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ବ୍ଲକ ସମିତି କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ଏସ୍‌ପି
Read More...