Browsing Tag

rayagada news

ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାର ପ୍ରତ୍ୟେକ ବ୍ଲକର ସମିତି କାର୍ଯ୍ୟାରଳୟ ପରିସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ ହୋଇଯାଇଛି । ଏଥିରେ ଯନ୍ତ୍ରୀ, ସିଡିପିଓ, ପଞ୍ଚାୟତ ଜନ ପ୍ରତିନିଧି,
Read More...

ପ୍ରଥମ ଥର ପାଇଁ ଆବାସ ଯୋଜନାର ସର୍ଭେ କଲେ ଜିଲ୍ଲାପାଳ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ ସିଧାସଳଖ ଲୋକଙ୍କ ପାଖକୁ ପହଞ୍ଚିବା ସହ ଯୋଡି ହୋଇ ଶାସନର ଏକ ବିରଳ ତଥା ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି ଜିଲ୍ଲାପାଳ ପାରୁଲ ପାଟୱାରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାଞ୍ଚ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବରେ
Read More...

ପ୍ରତିଶୃତି ଦେଇ ମୁହଁ ମୋଡିଛି ଉତ୍କଳ କମ୍ପାନୀ : ଗ୍ରାମବାସୀ ଅବରୋଧ କରିବେ ଇଣ୍ଟେକ !

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ, ଏସ୍‌ଡ଼ିପିଓ, ତହସିଲଦାର, ୪ଟି ଥାନାର ଆଇଆଇସି ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ହେଉଛି ବୈଠକ । କିନ୍ତୁ ଗ୍ରାମବାସୀଙ୍କୁ ମିଳୁନି ନ୍ୟାୟ । କେବେଳ
Read More...

ବିଷମକଟକ କଲ୍ୟାଣୀ ମଣ୍ଡପଠାରେ ଭୀମ ଭୋଇ ସମର୍ଥ ଶିବିର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବିଷମକଟକ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମମାନଙ୍କ ସେବାରେ ସରକାରଙ୍କ ସଶକ୍ତି କରଣ ପାଇଁ ରାୟଗଡା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ରଞ୍ଜନ କୁମାର ସାହୁ, ସଂଘମିତ୍ରା ପାତ୍ର, ସୁଜ୍ଞାନ ଦାସ, ସୁପ୍ରଭା ପଣ୍ଡା,
Read More...

ଭାରତୀୟ ରେଳ ବୈଦୁତିକ କରଣର ୧୦୦ବର୍ଷ ପୂର୍ତ୍ତି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ରେଳର ୧୦୦ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ରେଳ ଷ୍ଟେସନ ଠାରେ ଏକ ପ୍ରଭାତ ଫେରି ପଦଯାତ୍ରା ଷ୍ଟେସନ ନିକଟରୁ ବାହାରିଥିଲା । ଉକ୍ତ ପଦଯାତ୍ରାରେ ରାୟଗଡ଼ ରେଳ ଡ଼ିଭିଜନ ଡି.ଆର୍.ଏମ୍‌ ଅମିତାଭ ସିଂଘଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରେଳ
Read More...

ମାଁ ମଝିଘରିଆଣୀ ଦାନ ହୁଣ୍ଡିରୁ ବାହାରିଲା ଗଦା ଗଦା ଟଙ୍କା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଦୀର୍ଘ ୧୦ ଘଣ୍ଟାର ଗଣତି ପରେ ଶେଷହେଲା ଟଙ୍କା ଗଣତି । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିରରୁ ୯ଟି ହୁଣ୍ଡିର ଗଣତି ଶେଷ ହୋଇଯାଇଛି । ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା, ୯୩ ଗ୍ରାମରୁ ଅଧିକ ସୁନା, ୨ କେଜି ୧୭୦ ଗ୍ରାମ
Read More...

ବିଷମକଟକ ରେଲୱେ ଷ୍ଟେସନର ଅବ୍ୟବସ୍ଥା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅବ୍ୟବସ୍ଥା ଘେରରେ ରେଲୱେ ଷ୍ଟେସନ । ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ବିଷମ କଟକ ରେଲୱେ ଷ୍ଟେସନରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ ଏହି ଷ୍ଟେସନରେ ଯାତ୍ରୀବାହୀ ଟ୍ରେନ୍ ୨ଟି ରହି ଥିବା ବେଳେ ବିଷମ କଟକ ବ୍ଲକର ଅଞ୍ଚଳବାସୀ ଏହି
Read More...

ଝିଅର ଶବ ରଖି ନ୍ୟାୟ ପାଇଁ ରାସ୍ତାରେ ମାଁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଝିଅର ଶବ ରଖି ନ୍ୟାୟ ପାଇଁ ରାସ୍ତାରେ ମାଁ । ଆଉ ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ । ସୂଚନା ଯୋଗ୍ୟ ଯେ, ଗତ ୨୨ ତାରିଖ ସକାଳେ ଭିତରଝୋଲା ଗ୍ରାମର ସ୍ୱର୍ଗତ ଜାମା ମିଣିଆକାଙ୍କ ଝିଅ ରଞ୍ଜିତା ମିଣିଆକା କପା ଗୁଡ଼ିଆକୁ କପା ତୋଳିବା
Read More...

ସ୍ୱାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି । ରାୟଗଡ଼ା ବିଦ୍ୟା ନଗର ସ୍ଥିତ ମହିଳା ସଂସ୍କୃତି ଅନୁଷ୍ଠାନ ଗୃହରେ ସମିତିର ସଭାପତି
Read More...

ପ୍ରଶାସନର ଉପସ୍ଥିତରେ ଉତ୍କଳ କମ୍ପାନୀ ସହ ତୁଣ୍ଡା ଗାଁବାସୀଙ୍କ ଆଲୋଚନା ଆସନ୍ତା ୨୮ରେ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରି ପଞ୍ଚାୟତର ଯୋଗୀପାରିତୁଣ୍ଡା ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ଉତ୍କଳ କମ୍ପାନୀ ଦ୍ଵାରା ହେବାକୁ ଥିବା ଆଗାମୀ ଆଲୋଚନାର ପ୍ରସ୍ତାବ ସ୍ୱୀକାର କରି ଧାରଣାରୁ ଓହରିଥିବା ଦେଖିବାକୁ ମିଳିଛି ।
Read More...