ପୁରୀରେ ଗଡ଼ିଲା ମୁଣ୍ଡ : ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା
ପୁରୀ : ବାସେଳି ସାହି ଥାନା ଅଧୀନ ମଶାଣି ଚଣ୍ଡୀ ଛକ ରାସ୍ତାରେ ଘଟିଛି ବିଭତ୍ସ ହତ୍ୟା । ମଶାଣି ଚଣ୍ଡୀ କମିଟି ସମ୍ପାଦକ କୁନା ବେହେରା (୪୫)ଙ୍କୁ ଲଙ୍କାଗୁଣ୍ଡ ମାଡ଼କରି ଅତି ବିଭତ୍ସ ଭାବେ ହାଣି ହତ୍ୟା କରାଯାଇଛି । ଗୁରୁବାର ରାତିରେ ଏହି ନାରକୀୟ କାଣ୍ଡ ଘଟିଛି । ହତ୍ୟା ପରେ ଅଭିଯୁକ୍ତ!-->…
Read More...
Read More...