ପିପିଲିରେ ଯୁବକଙ୍କୁ ଗୁଳିମାଡ଼
ପୁରୀ, (ଦିଲ୍ଲୀପ କୁମାର ଡଧାଉଡିଆ) : ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବଜାରରେ ସୋମବାର ଗୁଳିମାଡ଼ ହୋଇଛି । ଗୁଳି ମାଡ଼ରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସେ ହେଲେ ସନାତନ ପ୍ରଧାନ । ତାଙ୍କ ଘର ପିପିଲି ଥାନା ଉଜାଣିପ ଗ୍ରାମରେ । ତାଙ୍କ ଜଙ୍ଘରେ ଗୁଳି ବାଜିଥିବା!-->…
Read More...
Read More...