ଅଶାନ୍ତ ଶ୍ରୀକ୍ଷେତ୍ର : ପୂର୍ବ ଶତ୍ରୁତାରୁ ପୁରୀରେ ବୋମାମାଡ଼
ପୁରୀ : ଅଶାନ୍ତ ଶ୍ରୀକ୍ଷେତ୍ର । ପୁରୀରେ ପୁଣି ବୋମାମାଡ଼ । ନୂଆ ମୋଚି ସାହି ଛକ ନିକଟରେ ଥିବା ତୋଟା ଜାଗା ଘର ଉପରେ ବୋମାମାଡ଼ ହୋଇଛି । ତିନି ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ଆସି ୨ଟି ବୋମା ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି । ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି!-->…
Read More...
Read More...