Browsing Tag

pib news

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ଅକ୍ଟୋବର ୧୭ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (IFFI) ୨୦୨୬ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ପଞ୍ଜୀକରଣର ଶେଷ ତାରିଖକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ନଭେମ୍ବର…
Read More...

‘ସେବା ସଂକଳ୍ପ ଅଭିଯାନ’ରେ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ

ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ଶ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ ବର୍ଷର ସେବା ଓ ସମର୍ପଣ ଉପଲକ୍ଷେ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ବସ୍ତରରେ ୧,୫୭୦ରୁ ଅଧିକ ହିତାଧିକାରୀ ‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ନକ୍ସଲମୁକ୍ତ ଭାରତ…
Read More...

ଲଦାଖରେ ୩,୩୫୦ କୋଟି ଟଙ୍କାର ୫ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଲଦାଖରେ କେତେକ ପ୍ରମୁଖ ବିକାଶ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି; ଏହି ପ୍ରକଳ୍ପଗୁଡ଼ିକ ଯାତାୟାତକୁ ସୁଗମ କରିବା ସହ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବ, ଜଳ ଉପଲବ୍ଧତା ବୃଦ୍ଧି କରିବ ଏବଂ ଆମର ପ୍ରାଚୀନ ଐତିହ୍ୟର ସଂରକ୍ଷଣକୁ ନୂଆ ଗତି ଦେବ : ପ୍ରଧାନମନ୍ତ୍ରୀ ଲଦାଖର ନୂତନ ପିଢ଼ି…
Read More...

ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନୋଡାଲ୍‌ ସ୍କୁଲ୍‌ ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାଳୟ ନେତୃବର୍ଗଙ୍କ ପାଇଁ…

ଭୁବନେଶ୍ୱର, (ପିଆଇବି) : ଜାତୀୟ ଶିକ୍ଷାନୀତି ୨୦୨୦ ଓ ଜାତୀୟ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ରୂପରେଖ ୨୦୨୩କୁ ନେଇ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ନେତୃତ୍ୱଙ୍କ ପାଇଁ ଏକ ତିନିଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ…
Read More...

ପ୍ରଧାନମନ୍ତ୍ରୀ ଅକ୍ଟୋବର ୧୫ରେ ଲଦାଖରେ ୩,୩୫୦ କୋଟି ଟଙ୍କାର ୫ଟି ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଲୋକାର୍ପଣ କରିବେ

ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ବିମାନବନ୍ଦର ଭିତ୍ତିଭୂମି, ରଣନୈତିକ ସଡ଼କ ସଂଯୋଗ, ଜଳବିଦ୍ୟୁତ୍, ଐତିହ୍ୟ ସଂରକ୍ଷଣ ଓ ଜଳ ସୁରକ୍ଷା ପ୍ରକଳ୍ପ ଲେହ ବିମାନବନ୍ଦରର ନୂତନ ଯାତ୍ରୀ ଟର୍ମିନାଲ୍ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ୨୯୮ କିମି ଦୀର୍ଘ ନିମୁ-ପଦୁମ-ଦର୍ଚା ସଡ଼କର…
Read More...

ପ୍ରବଳ ଚାହିଦାକୁ ଦୃଷ୍ଟିରେ ରଖି ଇଣ୍ଡିଆସ୍କିଲ୍ସ ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

ୱାର୍ଲ୍ଡସ୍କିଲ୍ସ ସାଂଘାଇରେ ଟପ୍-୧୦ ସଫଳତା ପରେ ଇଣ୍ଡିଆସ୍କିଲ୍ସ ପ୍ରତି ଆଗ୍ରହ ବୃଦ୍ଧି ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍ଏସ୍ଡିଇ) ପକ୍ଷରୁ ଇଣ୍ଡିଆସ୍କିଲ୍ସ ପ୍ରତିଯୋଗିତା ୨୦୨୬-୨୭ ପାଇଁ ପଞ୍ଜୀକରଣ ଅବଧିକୁ ଅକ୍ଟୋବର ୧୯ ପର୍ଯ୍ୟନ୍ତ…
Read More...

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରସ୍ଥିତ ସିଏସ୍ଆଇଆର୍-ଖଣିଜ ଓ ପଦାର୍ଥ ପ୍ରଯୁକ୍ତି ପ୍ରତିଷ୍ଠାନ (CSIR-IMMT) ପରିସରରେ ଆଜି ୮୫ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତିଷ୍ଠାନର ଏସ୍. ଏସ୍. ଭଟ୍ଟନାଗର ସଭାଗୃହରେ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ…
Read More...

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପାର୍ବଣ ଋତୁ ପୂର୍ବରୁ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ (ପିଏଲବି) ମଞ୍ଜୁର କରିଛି । ଦେଶର ୧୧,୪୦,୭୭୦ ରେଳ କର୍ମଚାରୀଙ୍କୁ ମୋଟ୍‌ ୨୦୦୯.୬୧ କୋଟି…
Read More...

ଭାରତ ପକ୍ଷରୁ ଆୟୋଜିତ ପ୍ରଥମ ବିମଷ୍ଟେକ୍ ଗୃହମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

ପ୍ରଥମ ବିମ୍ଷ୍ଟେକ୍ ଗୃହମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ‘ବିଶ୍ୱମିତ୍ର’ ଭାବନା ସହ ଶାନ୍ତି, ସହାବସ୍ଥାନ ଓ ମାନବ କଲ୍ୟାଣ ପ୍ରତି ଭାରତ ପ୍ରତିବଦ୍ଧ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ବିମ୍ଷ୍ଟେକ୍କୁ ସମାବେଶୀ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍’କୁ ସମ୍ବୋଧନ

“ନିୟନ୍ତ୍ରଣ କରିବାର ଶକ୍ତିଠାରୁ ସଶକ୍ତ କରିବାର ଶକ୍ତି, ପ୍ରତିଦ୍ୱନ୍ଦ୍ୱିତାଠାରୁ ସହଯୋଗର ଶକ୍ତି ଏବଂ ନିଜେ ସଫଳ ହେବାଠାରୁ ଅନ୍ୟମାନଙ୍କୁ ସଫଳ କରାଇବାର ଶକ୍ତି ଉପରେ ମୋର ଦୃଷ୍ଟିକୋଣ ଆଧାରିତ”: ପ୍ରଧାନମନ୍ତ୍ରୀ ଭାରତର କ୍ଷମତା ଅନ୍ୟ ଦେଶଗୁଡ଼ିକ ପାଇଁ ଯେପରି ସୁଯୋଗର ନୂଆ ଦ୍ୱାର…
Read More...