Browsing Tag

paradip news

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଦ୍ୱାରା ସଂସଦରେ ବୃହତ ବନ୍ଦର ପ୍ରାଧୀକରଣ ବିଲ୍‌-୨୦୨୦…

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ସଫଳ ବିଶ୍ୱସ୍ତରୀୟ ଅଭ୍ୟାସ ସହିତ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସକାଶେ ଉଦ୍ଦିଷ୍ଟ ବୃହତ ବନ୍ଦର ପ୍ରାଧୀକରଣ ବିଲ୍‌-୨୦୨୦ ବୁଧବାର ସଂସଦରେ ଅନୁମୋଦନ ଲାଭ କରିଛି । ରାଜ୍ୟ ସଭାରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ସ୍ୱାଧିନ
Read More...

ପାରାଦୀପ ମହାବିଦ୍ୟାଳୟ ପକ୍ଷରୁ ‘ମୋ କଲେଜ’ କମିଟି ଗଠନ ପାଇଁ ପଦକ୍ଷେପ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ଓଡିଶା ସରକାରଙ୍କ ନିର୍ଦେଶନାମା ଅନୂଯାଇ ପାରାଦୀପ ମହାବିଦ୍ୟାଳୟ ପକ୍ଷରୁ ଏକ 'ମୋ କଲେଜ' କମିଟି ଗଠନ ପାଇଁ ବିହିତ ପଦକ୍ଷେପ ନିଆଯାଉଛି । ଏଥିପାଇଁ ପୂରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆସନ୍ତା ତା୨୨/୦୨/୨୦୨୧ରିଖ ଅପରାହ୍ନ ୩.୩୦ରେ ମହାବିଦ୍ୟାଳୟର
Read More...

ଭାରତୀୟ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ୪୫ତମ ‘ରେଜିଂ ଡେ’ ପାଳନ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ସୋମବାର ଦିନ ଭାରତୀୟ ତଟ୍ଟରକ୍ଷୀ ବାହିନୀ ଏହାର ୪୫ତମ ‘ରେଜିଂ ଡେ’ ବା ‘ବୃଦ୍ଧି ଦିବସ’ ପାଳନ କରିଛି । ଭାରତୀୟ ଅଞ୍ଚଳର ଉପକୂଳକୁ ସୁରକ୍ଷିତ ରଖିବା ପାଇଁ ୭ଗୋଟି ପୃଷ୍ଠଭୂମି ପ୍ଲାଟଫର୍ମରୁ ଆରମ୍ଭ କରି କୋଷ୍ଠଗାର୍ଡ ୧୫୬ଟି ଜାହଜ ଏବଂ ୬୨ଟି ବିମାନ
Read More...

ପାରାଦୀପର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ମହାନ ସ୍ୱାଧୀନତା ସଂଗ୍ରାମୀ ଓଡିଶା ମାଟିର ବରପୂତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାରାଦୀପର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ପାରାଦୀପର ବିଜୁ ପଟ୍ଟନାୟକ ମେମୋରିଅଲ ଟ୍ରଷ୍ଟ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର
Read More...

ନକଲି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବିକ୍ରି ଅଭିଯୋଗରେ ଜଣେ ଗିରଫ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପସ୍ଥିତ ପାରଦୀପ ରିଫାଇନାରୀର ଶ୍ରମିକ ମାନଙ୍କୁ ନକଲି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବିକ୍ରି ଘଟଣାର ପର୍ଦାଫାଶ କରିଛି ଅଭୟଚାନ୍ଦପୁର ପୋଲିସ୍‌ ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହ ଲ୍ୟପପ୍ଟପ୍‌, ପ୍ରିଣ୍ଟର ଓ ଅନ୍ୟାନ ସାମଗ୍ରୀ ଜବତ
Read More...

ଦକ୍ଷ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବଦନାମ କରିବା ହୀନ ଉଦ୍ୟମକୁ ପାରାଦ୍ୱୀପ ନାଗରିକ ମଞ୍ଚର ବିରୋଧ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପକ୍ଷଭୁକ୍ତ କରିବା ପ୍ରତିବାଦରେ ପାରାଦ୍ୱୀପ ନାଗରିକ ମଞ୍ଚର ସଦସ୍ୟମାନେ ଏହାକୁ ବିରୋଧ କରିଛନ୍ତି । ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ
Read More...

ଜାନୁଆରୀ ୧୩ରେ ପାରାଦ୍ୱୀପ ବନ୍ଦର କ୍ରିକେଟ : ଜିଲ୍ଲାର ୧୬ବର୍ଷରୁ କମ୍‌ ବାଳକ ବିଭାଗର ଚୟନ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜନ ହେବାକୁ ଥିବା ୧୬ ବର୍ଷରୁ କମ (ବାଳକ) କ୍ରିକେଟ ଟିମ୍‌ ପାଇଁ ପାରାଦ୍ୱୀପ କ୍ରିକେଟ ଜିଲ୍ଲା ନିମନ୍ତେ ଖେଳାଳୀ ଚୟନ ଆସନ୍ତା ଜାନୁଆରୀ ୧୩ ତାରିଖ ବୁଧବାର ଦିନ ସକାଳ ୧୧ଟା ସମୟରେ ପାରାଦ୍ୱୀପର ଗୋପବନ୍ଧୁ
Read More...

ନୂଆ ବର୍ଷରେ କୋଭିଡ୍‌ ନିୟମ ଉଲଘଂନ କଲେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ

ପାରାଦୀପ,(ଶୁଭ୍ରାଂଶୁ ଶେଖର ପୃଷ୍ଟି): କରୋନା ସଂକ୍ରମଣ ବା କୋଭିଡ୍‌-୧୯ ମହାମରୀକୁ ବର୍ଷେ ପୁରିବାକୁ ବସିଲାଣି । ଜୀବନ ସୁରକ୍ଷା ନିମିତ୍ତ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଯଦିଓ କରୋନା ସଂକ୍ରମିତଙ୍କ
Read More...