Browsing Tag

nrusinghanath news

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବୈଠକ

ନୃସିଂହନାଥ, (କେପିଏନ୍‌ଏସ୍‌) : ସ୍ଥାନୀୟ ବିନ୍ଧ୍ୟବାସିନୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଉପଖଣ୍ଡସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଉପଖଣ୍ଡ ସଭାପତି ରାଜେନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପୂର୍ବରୁ ପୂର୍ବତନ ବିଧାୟକ ସ୍ୱର୍ଗତ ବିଜୟ ରଞ୍ଜନ ସିଂ
Read More...

ଆଜି ହେଉଛି ଶ୍ରୀ ନୃସିଂହ ଚତୁର୍ଦ୍ଦଶୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ପ୍ରତିବର୍ଷ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ପ୍ରତିବର୍ଷ ଏହି ତିଥିରେ ମହାପ୍ରଭୁ ମାର୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କର ଜନ୍ମ ବାର୍ଷିକ ପାଳନ ବହୁତ ଧୁମଧାମରେ
Read More...