ପହଞ୍ଚିଲା ବାୟୁସେନାର ଆଉ ୩ଟି ଲଢ଼ୁଆ ବିମାନ ରାଫେଲ
ନୂଆଦିଲ୍ଲୀ : ବାୟୁସେନାର ଆଉ ୩ଟି ଲଢ଼ୁଆ ବିମାନ ରାଫେଲ ଭାରତର ଗୁଜରାଟ ସ୍ଥିତ ଜାମନଗରରେ ବିଳମ୍ବିତ ରାତିରେ ପହଞ୍ଚିଛି । ତେବେ ଏହା ରାସ୍ତାରେ ବିନା ଅଟକି ତିନି ବିମାନ ପ୍ରାୟ ୭ ହଜାର କିଲୋମିଟରରୁ ଅଧିକ ଯାତ୍ରା ପୂରା କରି ରାତି ପ୍ରାୟ ୯ଟାରେ ପହଞ୍ଚିଛି । ଯାତ୍ରା ସମୟରେ ଏହି!-->…
Read More...
Read More...