ଟ୍ୱିଟରରେ ଝିଅର ପ୍ରଥମ ଫଟୋ ସେୟାର କଲେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା
ନୂଆଦିଲ୍ଳୀ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଝିଅର ପ୍ରଥମ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ତେବେ ଏହି ଫଟୋରେ ଅନୁଷ୍କା ଏବଂ ବିରାଟ, ଝିଅକୁ କୋଳରେ ଧରିଥିବାର ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ସେ ତାଙ୍କ ଝିଅର ନାଁ ମଧ୍ୟ ଫ୍ୟାନ୍ସମାନଙ୍କୁ ଜଣାଇଥିବା ସହ ଟ୍ୱିଟ୍ କରି!-->…
Read More...
Read More...