ଆରବିଆଇ ନେଲା ନିଷ୍ପତ୍ତି : ବଜାରରେ ବନ୍ଦ ହେବ ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍
ନୂଆଦିଲ୍ଲୀ : ଏହି ବର୍ଷ ଆଉ ବଜାରରେ ଚାଲିବନି ପୁରୁଣା ୧୦୦ ଟଙ୍କିଆ ନୋଟ୍, ୧୦ ଏବଂ ୫ ଟଙ୍କିଆ ନୋଟ୍ ବୋଲି ଆରବିଆଇ ନିଷ୍ପତ୍ତି ନେଇଛି । ଏହା ମାର୍ଚ୍ଚ-ଏପ୍ରିଲ ପରେ ଆଉ ବଜାରରେ ଚାଲିବନି । ତେବେ ଏହା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜେନେରାଲ ମ୍ୟାନେଜର ବି ମହେଶ ଏହି ସୂଚନା ଦେଇ!-->…
Read More...
Read More...