Browsing Tag

malkangiri news

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି : କାଲିମେଳା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ କ୍ୟାମ୍ପ ପ୍ରକୋଷ୍ଠରେ ୮୮ଟି ଅଭିଯୋଗର ଫଇସଲା ହୋଇଛି । କାଲିମେଳା ବ୍ଲକରେ ଜିଲ୍ଲାପାଳ ବିଶାଲ ସିଂ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ । ବ୍ଲକର ବିଭିନ୍ନ ଗ୍ରାମରୁ ଲୋକମାନେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ଦରଖାସ୍ତ
Read More...

୨୩୩ ଲିଟର ମଦ ସହ ୬୮୫ ପୋଚ ଜବତ : ୨ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ମାଥିଲି ଅବକାରୀ ବିଭାଗ ଥାନା ପକ୍ଷରୁ ବିଭନ୍ନ ସ୍ଥାନରେ ଚଢାଉ ହୋଇଛି । ମାଥିଲି ଅବକାରୀ ଥାନାର ଉପନିରୀକ୍ଷକ ରବୀନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ
Read More...

ମାଲକାନଗିରି ଜିଲ୍ଲାରେ ହେବ ୪ ବୃହତ ଗ୍ରାମ୍ୟ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ପାଇଁ ୪ ବୃହତ ଗ୍ରାମ୍ୟ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ହେବ । ମାଲକାନଗିରି ଜିଲ୍ଲାରେ ୪ଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ୬୩୯ କୋଟି ୨୭ ଲକ୍ଷ
Read More...

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଥାନା ନିକଟବର୍ତ୍ତି ଝାଟିମାଟି କଲୋନୀ ନିକଟରେ ଥିବା କେନାଲରେ ଶନିବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ରାମକୃଷ୍ଣ ଗଣ୍ଡା ଏବଂ ତାଙ୍କ ଘର ଝାଟିମାଟି କଲୋନୀର ୱାର୍ଡ ନଂ ୧୪ ବୋଲି ଜଣାପଡ଼ିଛି । କେନାଲରେ ମୃତଦେହ
Read More...

ସ୍କୁଟି ସହିତ ଗଞ୍ଜେଇ ଜବତ, ୨ଜଣ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରେ ଗୋଟିଏ ସ୍କୁଟି ସହ ଅବକାରୀ ଜାଲରେ ପଡିଛନ୍ତି ଦୁଇ ଜଣ ଗଞ୍ଜେଇ ଚୋରା ଚାଲାଣକାରୀ । ସୂଚନା ମୁତାବକ, ମାଥିଲି ଅଞ୍ଚଳରେ କିଛି ଦିନ ଧରି ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଗୁଇନ୍ଦା ସୂଚନା ମିଳିବା ପରେ ଜିଲ୍ଲା ଅବକାରୀ ବିଭାଗ
Read More...

କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାପାଳଙ୍କୁ ମିଳିଲା ଉତ୍କର୍ଷ ଶାସନ ନୀତି ପୁରସ୍କାର

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କୃଷିକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାପାଳ ବିଶାଲ ସିଂଙ୍କୁ ମିଳିଛି ରାଜ୍ୟ ସ୍ତରୀୟ ଉତ୍କର୍ଷ ଶାସନ ନୀତି ପୁରସ୍କାର । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପଡ଼ିଆ ପଡିଥିବା ଜମିକୁ ସ୍ୱତନ୍ତ୍ର ମାଇକ୍ରୋ ଇରିଗେସନ ପ୍ରୋଜେକ୍ଟ
Read More...

କଲରାପତରିଆ ବାଘ ଛାଲ ଜବତ : ୩ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ଅନ୍ତର୍ଗତ ପୋଟେରୁତ କେନାଲ ରାସ୍ତାରୁ କଲରାପତରିଆ ବାଘ ଛାଲ ଜବତ କରି ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମାଙ୍ଗିପାଲି ଗାଁର ମୁକେଶ ମାଡ଼କାମି, ପେଣ୍ଟା
Read More...

ମାଲ୍ୟବନ୍ତ ମହୋତ୍ସବର ତୃତୀୟ ସନ୍ଧ୍ୟା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଯୁବବ୍ୟାପର ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ,
Read More...

ମାଲ୍ୟବନ୍ତ ମହୋତ୍ସବ ଦ୍ବିତୀୟ ସନ୍ଧ୍ୟା : ଦର୍ଶକଙ୍କ ମନ ମୋହିଲା ଆସାମର ବିହୁ ନୃତ୍ୟ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଆସମର ବିହୁ, କୋଲକତାର ନୁପୁର ନୃତ୍ୟଦଳ ଦର୍ଶକମାନଙ୍କ ମନ ମୋହିଛନ୍ତି । ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ମାଲ୍ୟବନ୍ତ ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ
Read More...

୩୩ କେଭି ଗ୍ରୀଡ଼ ସବଷ୍ଟେସନ ଲୋକାର୍ପିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଠାରେ ନବନିର୍ମିତ ଗ୍ରୀଡ୍ ସବଷ୍ଟେସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଲୋକାର୍ପଣ କରିଛନ୍ତି । ଲୋକାର୍ପଣ ସମୟରେ ଜିଲ୍ଲାପାଳ ବିଶାଲ ସିଂ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , କାଲିମେଳା ସମିତି ଅଧ୍ୟକ୍ଷ ।
Read More...