Browsing Tag

malkangiri news

ପୁଣି ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ : ପୋଡ଼ିଦେଲେ ଯାତ୍ରୀବାହୀ ବସ୍, ୨ ଯାତ୍ରୀ ଆହତ

ମାଲକାନଗିରି : ମାଲକାନଗିରି ଆନ୍ଧ୍ର ସୀମାନ୍ତରେ ମାଓବାଦୀମାନେ ଏକ ଯାତ୍ରୀବାହୀ ବସ୍‌କୁ ପୋଡିଦେଇଥିବା ଖବର ମିଳିଛି । ଫଳରେ ବସ୍ ଭିତରେ ଶୋଇଥିବା ଦୁଇ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଚିନ୍ତୁର ଥାନା ଅନ୍ତର୍ଗତ କୋତୁର ଜଙ୍ଗଲ
Read More...

ଲାଲ୍ ବାହିନୀର ବର୍ବର କାଣ୍ଡ : ପୋଲିସ କ୍ୟାମ୍‌ରେ ନକ୍ସଲଙ୍କ ଆକ୍ରମଣରେ ୪ ଯବାନ ଆହତ

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଥିବା ପୋଲିସ କ୍ୟାମ୍‌ରେ ନକ୍ସଲ ଆକ୍ରମଣ ହୋଇଥିବା ଖବର ମିଳିଛି । ନକ୍ସଲଙ୍କ ଆକ୍ରମଣରେ ୪ ଜଣ ଯବାନ ଗୁରୁତର ହୋଇଛନ୍ତି । ତେବେ ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଛି । ଗୁରୁତର ଅବସ୍ଥାରେ ଆହତ ଯବାନଙ୍କୁ ଉଦ୍ଧାର
Read More...

ବଢୁଛି ତୈଳଦର : ମାଲକାନଗିରିରେ ସର୍ବାଧିକ, ୧୧୬.୩୩ ଟଙ୍କା ଛୁଇଁଲା ପେଟ୍ରୋଲ ଲିଟର

ମାଲକାନଗିରି : ଆଜି ପୁଣି ବଢିଲା ତୈଳଦର । ରାଜ୍ୟରେ ମାଲକାନଗିରି ଜିଲ୍ଲାରେ ତୈଳଦର ସର୍ବାଧିକ ରହିଛି । ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୪୩ ପଇସା ବୃଦ୍ଧି ପାଇ ୧୧୬.୩୩ ଟଙ୍କାରେ ପହଞ୍ଚିଥିବା ଜଣାପଡିଛି । ସେହିପରି ଡିଜେଲ ଦର ଲିଟର ପିଛା ୪୨ ପଇସା ବୃଦ୍ଧି ପାଇ ଆଜି ୧୦୫.୯୦
Read More...

ନଦୀରେ ବୁଡିଲା ଡଙ୍ଗା, ୨ ନିଖୋଜ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତରେ ନିକଟରେ ଡ଼ଙ୍ଗା ବୁଡ଼ିଯିବା ଫଳରେ ପ୍ରଖର ନଦୀ ସ୍ରୋତରେ ୨ ଜଣ ଭାସିଯାଇଥିବା ଖବର ମିଳିଛି । ନିଖୋଜ ୨ ଜଣ ବ୍ୟକ୍ତି ଗିଲାମାମୁଡି ଗ୍ରାମର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ସୋମବାର ଏକ
Read More...

ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଗଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ ମାଲକାନଗିରି ଡି.ସି.ବି ବ୍ୟାଙ୍କରେ ନଗଦ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ାଉ କରାଯାଇ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାସଙ୍କୁ ଗିରଫ
Read More...

୧୦ କିଲୋର ଲ୍ୟାଣ୍ଡମାଇନ୍‌ ଜବତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ଠାବ ହେଲା ୧୦ କିଲୋର ଲ୍ୟାଣ୍ଡମାଇନ୍‌ । ସୂଚନା ଅନୁସାରେ, ମାଲକାନଗିରି ସୀମାନ୍ତ କରିଗୁଡେମ ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ
Read More...

ଜିଲ୍ଲା କୃଷି ଅଧିକାରୀ ଏମ. ଆନନ୍ଦ ରାଓଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢାଉ

ମାଲକାନଗିରି : ଆୟ ବହିର୍ଭୂତ୍ତ ସଂପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା କୃଷି ଅଧିକାରୀ ଏମ. ଆନନ୍ଦ ରାଓଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି ସକାଳେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ କରି
Read More...

ପୋଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି-ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ ଗୁଳିରେ ଦୁଇ ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ବିଜାପୁର ଜିଲ୍ଲା
Read More...

ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ

ମାଲକାନଗିରି : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ମୁଣ୍ଡାଗୁଡା ଗ୍ରାମରେ ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ୨ ଜଣ ନାବାଳିକା ରାଇନାଥ ହାଲବା ଓ ରୁନା ହାଲବା ବୋଲି ଜଣାପଡିଛି । ସୂଚନା ଅନୁସାରେ ମୁଣ୍ଡାଗୁଡା ଗ୍ରାମର ରାଇନାଥ ହାଲବା ଓ ରୁନା ହାଲବାଙ୍କ ୨
Read More...

ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ୭ଟି ଗାଡି ଜାଳି ଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ଦୁମାଗୁଡେମ ଠାରେ ଚାଲିଥିବା ଏକ ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ୭ଟି ଗାଡିକୁ ଲାଲ୍ ବାହିନୀ ନିଆଁ ଲଗାଇ ଜାଳି ଦେଇଥିବା
Read More...