Browsing Tag

malkangiri news

ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ବିଜ୍ଞାନ ମେଳାରେ ବିଭିନ୍ନ ହାଇସ୍କୁଲରୁ ୩୮ଟି ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ପ୍ରକଳ୍ପ
Read More...

ବୁଲେଟ ସହ ଗଞ୍ଜେଇ ଜବତ, ୧ ଗିରଫ

ମାଲକାନଗିରି : ବୁଲେଟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ପୋଲିସ ଚଢାଉ କରି ମାଲକାନଗିରି ଜିଲ୍ଲା ବାଲିମେଳା ଛକ ନିକଟରେ ଗାଡି ସହ ଗଞ୍ଜେଇ ଜବତ କରିଛି । ଏଥିସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବାବୁଲା ବାଡୁଆ । ମାଲକାନଗିରି ଜିଲ୍ଲା ବାଲିମେଳା ଛକ ନିକଟରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ବସ୍ ଧକ୍କାରେ ବାଇକ ଚାଳକ ମୃତ

ମାଲକାନଗିରି/କାଲିମେଳା : ମାଲକାନଗିରି-କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥରେ ବସ ଧକ୍କାରେ ଜଣେ ବାଇକ ଚାଳକର ମୃତ୍ୟୁ ଘଟିଛି । ମାଲକାନଗିରି କାଲିମେଳା ୩୨୬ନମ୍ବର ଜାତୀୟ ରାଜପଥରେ ଯାଉଥିବା ଜଣେ ବାଇକ ଆରୋହୀଙ୍କୁ କାଲିମେଳା ଆଡୁ ଆସୁଥିବା ଏକ ବସ ଏମ୍‌ଭି୧୯ ନିକଟରେ ଧକ୍କା ଦେଇଥିଲା ।
Read More...

ମାଲ୍ୟବନ୍ତ ମହୋତ୍ସବ ପାଇଁ ୧୫ରୁ ଆରମ୍ଭ ହେବ ପୁସ୍ତକ ମେଳା

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବ ପାଇଁ ଆସନ୍ତା ୧୫ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଉତ୍ସବ ସ୍ଥଳରେ ପୁସ୍ତକ ମେଳା ଆୟୋଜନ ହେବ । ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵରଚନ୍ଦ୍ର ନାୟକଙ୍କ
Read More...

ସ୍ୱାଭିମାନ ଅଞ୍ଚଳରୁ ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ଆରମ୍ଭ ହୋଇଛି ବାଇକ ଅମ୍ବୁଲାନ୍ସ ସେବା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ଆରମ୍ଭ ହୋଇଛି ବାଇକ ଅମ୍ବୁଲାନ୍ସ ସେବା । ବଡ଼ପଡା ପଞ୍ଚାୟତରେ ପ୍ରଥମ ଥର କରି ବାଇକ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଏହି ଦୁଇଟି ବାଇକ ଅମ୍ବୁଲାନ୍ସ ସେବାକୁ ସ୍ୱାଭିମାନ
Read More...

ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ମାଲକାନଗିରି ବସ୍‌ଷ୍ଟାଣ୍ଡରୁ ୩୦ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି : ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ମାଲକାନଗିରି ବସ୍‌ଷ୍ଟାଣ୍ଡରୁ ୩୦ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ହାଇଦ୍ରାବାଦକୁ ଚାଲାଣ ବେଳେ ଧରିଲା ଚାଇଲ୍ଡ ଲାଇନ୍ । ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
Read More...

ମାଲ୍ୟବନ୍ତ ମହୋତ୍ସବ ପାଇଁ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ପ୍ରତିଯୋଗିତା

ମାଲକାନଗିରି : ଆସନ୍ତା ୧୫ ତାରିଖରୁ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ମାଲ୍ୟବନ୍ତ ମହୋତ୍ସବ । ସେଥି ନମନ୍ତେ ଦୁଇଦିନ ଧରି ଆରମ୍ଭ ହୋଇଛି ଆଦିବାସୀ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ପ୍ରତିଯୋଗିତା । ଜିଲ୍ଲାର ପାରମ୍ପରିକ ଲୋକ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଆୟୋଜନ ହେଉଛି
Read More...

ବିଶ୍ୱକପ ହକି ଟ୍ରଫିକୁ ମାଲକାନଗିରି ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା

ମାଲକାନଗିରି : ବିଶ୍ୱକପ ହକି ଟ୍ରଫି ଓ ମାସ୍କଟକୁ ପାରମ୍ପରିକ ଆଦିବାସୀ ନୃତ୍ୟ ସଙ୍ଗୀତ ମାଧ୍ୟମରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । କୋରାପୁଟ ଠାରୁ ମାଲକାନଗିରି ଜିଲ୍ଲା ପ୍ରବେଶ ଦ୍ୱାର ଗୋବିନ୍ଦପାଲି ଓ ମାଲକାନଗିରି ସହର ପ୍ରବେଶ ଦ୍ୱାର
Read More...

ଲକ୍ଷାଧିକ ଟଙ୍କାର ଗୁଟଖା ଜବତ, ୧ ଗିରଫ

ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ପିକଅପ ଭ୍ୟାନରୁ ୮ ବସ୍ତା ଗୁଟଖା ଜବତ କରିଛି । ଏଥିସହ ଗାଡି ମାଲିକ ତଥା ଚାଳକ ନୀଳକଣ୍ଠ ପଣ୍ଡାଙ୍କୁ ପୁଲିସ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ଘର କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନସ୍ଥ
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା : ୨ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡ଼ିଆ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇଜଣ ଗୁରୁତର ଆହତ ହୋଇ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସିଙ୍ଗାଣିଗୁଡା ଗ୍ରାମର କଷା ମାଡକାମୀ ଓ ଅନ୍ୟ ଜଣେ ତେଗଡାପାଲ୍ଲୀ
Read More...