ପୂର୍ବ ଶତ୍ରୁତାକୁ ନେଇ ଦିନ ଦୁଇ ପ୍ରହରରେ ନିର୍ମମ ହତ୍ୟା
ମ. ରାମପୁର (ପି.କେ ସାହୁ) : ପୂର୍ବ ଶତ୍ରୁତା ନେଇ ଜଣେ ଯୁବକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ନିର୍ମମ ହତ୍ୟା କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ ମ. ରାମପୁର ବକ୍ଲ ଅନ୍ତର୍ଗତ ମଦନପୁର ଗ୍ରାମ ପଞ୍ଚାୟତର ଗୋପାଳପୁର ଗ୍ରାମରେ ଶୁକ୍ରବାର ଅପରାହ୍ନ ୧.୩୦ରୁ ୨ଟା ସମୟ!-->…
Read More...
Read More...