Browsing Tag

loishingha news

ଆର୍ଟିକା ନେଲା ସ୍କୁଟି ଆରୋହୀଂକ ଜୀବନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଛକ ଠାରେ ବଲାଙ୍ଗିର ପଟୁ ଆସୁଥିବା ଏକ ଆର୍ଟିକା ଗାଡ଼ି ଧକ୍କାରେ ଜଡାମୁଣ୍ଡାର ଜଣଙ୍କର ଜୀବନ ଯାଇଛି । ମୃତକ ଜଣକ ସୁଦାମ ସୁନ୍ଦର ବ୍ରାଇଟ(୭୦) ବୋଲି ଜଣାପଡ଼ିଛି । ସୁଦାମ ନିଜର ସ୍କୁଟି ଧରି ୨୬ ନଂ ଜାତୀୟ ରାଜପଥ ରାସ୍ତାପାଖରେ ଛିଡ଼ା
Read More...

ଗେର୍ଡି ସରକାରୀ ଉନ୍ନୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଆଭ୍ୟନ୍ତରୀଣ ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ନିକଟସ୍ଥ ଗେର୍ଡି ଗ୍ରାମ ସରକାରୀ ଉନ୍ନୀତ ବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ଯୋଶୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ
Read More...

ରକ୍ତ ପରୀକ୍ଷା ରିପୋର୍ଟ ତାରତମ୍ୟକୁ ନେଇ ଦ୍ୱନ୍ଦ୍ୱ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଏକା ଦିନରେ ତଥା ଅଳ୍ପ ସମୟ ବ୍ୟବଧାନରେ ଦୁଇଟି ସରକାରୀ ରକ୍ତ ପରୀକ୍ଷା କେନ୍ଦ୍ରର ରିପୋର୍ଟରେ ଅହେତୁକ ତାରତମ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଗତ ଯେ, ଲୋଇସିଂହା ବ୍ଳକ ଯୋଗୀସର୍ଡା ଗ୍ରାମର ଅବିନାଶ ମିଶ୍ର ଫେବୃୟାରୀ ୩ରେ ଲୋଇସିଂହା
Read More...

ରୁଗୁଡ଼ିଖାଲ ବିଶ୍ୱ ଶାନ୍ତି ଶ୍ରୀରାମ ଚରିତ ମାନସ ଯଜ୍ଞ

ରାବଣ ଦରବାର ମୁଖ୍ୟ ଆକର୍ଷଣ ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ନିକଟସ୍ଥ ରୁଗୁଡ଼ିଖାଲ୍ ସ୍ଥିତ ମାନସ ବିହାରରେ ଚାଲିଥିବା ବିଶ୍ୱ ଶାନ୍ତି ଶ୍ରୀରାମ ଚରିତ ମାନସ ଯଜ୍ଞର ଷଷ୍ଠ ଦିନର ସାଂସ୍କୃତିକ ସନ୍ଧ୍ୟାର ତୃତୀୟ ଦିବସ । ଏହି ଅବସରରେ ଆୟୋଜିତ
Read More...

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ଯୋଗୀସର୍ଡା ହାଇସ୍କୁଲ ଛାତ୍ରୀଙ୍କ କୃତିତ୍ୱ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ହରିହର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରତିଭାମୟୀ ତ୍ରିପାଠୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ କୃତିତ୍ୱ ହାସଲ କରିଛନ୍ତି । ଚଳିତ ମାସ ୩ରୁ ୬ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ରବୀନ୍ଦ୍ର
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ମନହିରା ନିକଟସ୍ଥ ଭଇଁଶା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ହରିବୋଲ ନନ୍ଦଙ୍କ (୮୨) ବୟସରେ ପରଲୋକ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳରେ ସେ ଜଣେ ଛାତ୍ର ବତ୍ସଲ ଶିକ୍ଷକ ଭାବେ ସୁପରିଚିତ ଥିଲେ । ଏଥି ସହିତ ଅନେକ ଧର୍ମାନୁଷ୍ଠାନ ସହିତ ଜଡିତ ରହି
Read More...

ବଘାପାଲିରେ ହାତୀପଲ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମନହୀରା ନିକଟସ୍ଥ ବଘାପାଲି ସ୍ଥିତ ଗ୍ରାମ୍ୟ ଜଙ୍ଗଲରେ ୯ ଟିକିଆ ହାତୀପଲ ରହିଥିବା ଜଣାଯାଇଛି । ମା ହାତୀ ସମେତ ଛୋଟ ହାତୀ ଛୁଆ ଏହି ପଲରେ ଥିବା ଜଣାପଡ଼ିଛି । ହାତୀମାନଙ୍କୁ ସୁରକ୍ଷିତ ଭାବେ ଘଞ୍ଚ ଜଙ୍ଗଲ ଭିତରକୁ
Read More...

ଲୋଇସିଂହା ବ୍ଳକ କଳାକାର ସଂଘର ସମାବେଶ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କଳାକାର ସଂଘର ସମାବେଶ ସ୍ଥାନୀୟ କୁଶମେଲ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଶତାଧିକ କଳାକାର ଯୋଗଦେଇଥିଲେ। ମା' କୁଶଙ୍ଗେଇ ଦେଵୀ କଳା ପରିଷଦର ଆବାହକ କରୁଣାକର ବାଗଙ୍କ ସଭାପତିତ୍ୱରେ
Read More...

ଲୋଇସିଂହା ବ୍ଲକରେ ଶିଶୁ ସୁରକ୍ଷା ଆଇନ୍, ପୋଷ୍ୟ ସନ୍ତାନ ଗ୍ରହଣ ଆଧାରିତ ସଚେତନତା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର ଆଇ.ସି.ଡି.ଏସ୍‌ ସଭାଗୃହ ଠାରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ଓ ପୋଷ୍ୟ ସନ୍ତାନ ଗ୍ରହଣ ,ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା କର୍ମଶାଳା ବ୍ଲକର ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରିଣୀ ଗାୟତ୍ରୀ ବାରିକଙ୍କ ଅଧ୍ୟକ୍ଷତାରେ ସଚେତନତା
Read More...

ବିଦେଶୀ ଲୋକ ସଂସ୍କୃତି ଗବେଷକଙ୍କ ଡାଲଖାଇ ଡଙ୍ଗର ପରିଦର୍ଶନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ସ୍ଥିତ ଡାଲଖାଇ ଡଙ୍ଗରକୁ ବିଦେଶୀ ଲୋକ ସଂସ୍କୃତି ଗବେଷକ ପରିଦର୍ଶନ କରିଛନ୍ତି । ସୂଚନା ମୁତାବକ, ଲୋଇସିଂହା ଅଞ୍ଚଳର ବିଶିଷ୍ଟ ସଂସ୍କୃତି ନିର୍ଦ୍ଦେଶକ ସାଲେଗ୍ରାମ ହୋତା ଏହି ଡଙ୍ଗରକୁ ଆସି ଡାଲଖାଇ ଡଙ୍ଗର ଉପରେ
Read More...