ଗନ୍ଧମାର୍ଦ୍ଦନ ପାହାଡରେ ବାଦଲ ଫଟା ବର୍ଷା, ତିନିଘଣ୍ଟା ପାଇଁ ଜନଜୀବନ ଅସ୍ତବ୍ୟସ୍ତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ହରିଶଙ୍କର ଝରଣାରେ ହଠାତ୍ ଅପ୍ରତ୍ୟାସିତ ଭାବରେ ଝରଣା ପାଣି ବୃଦ୍ଧି ପାଇଥିଲା । ପାଣି ବୃଦ୍ଧି ଯୋଗୁଁ ଝରଣାର ଶବ୍ଦ ମଧ୍ୟ ଯୋର୍ରେ ହୋଇଥିଲା । କିଛି!-->…
Read More...
Read More...