Browsing Tag

khaprakhol news

ରାସ୍ତା ନିର୍ମାଣରେ ଜାଲିଆତି ଅଭିଯୋଗ, ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ହରିଲୁଟ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାଂଘାତିକ ଅଭିଯୋଗ, ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକରେ ଚାଲିଛି ହରିଲୁଟ୍‌ । ଖପ୍ରାଖୋଲ ଅଞ୍ଚଳରେ ଠିକାଦାରମାନେ ଯେପରି ସରକାରୀ ଅଫିସରଙ୍କ ଏକ ଟଙ୍କା ଲଗାଇବା ଗଛ ଭଳି ହୋଇଯାଇଛି ବୋଲି ଚର୍‌ଚା ଜୋର୍‌ ଧରିଛି । ଯେତେ ଲୁଟିଲେ ବି କାହାର
Read More...

ଟଙ୍କପାଣି ପଞ୍ଚାୟତରେ ଜମି ଉନ୍ନତି କାର୍ଯ୍ୟର ଟଙ୍କା ହେରଫେର :
ଧାରଣାରେ ବସିଲେ ଶ୍ରମିକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାଧାରଣ ଓ ଗରିବ ଲୋକଙ୍କୁ କାମ ଯୋଗାଇ ଆର୍ଥିକ ସ୍ତରରେ ଉନ୍ନତି ଆଣିବା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟକାରୀ ହୋଇଛି । ହେଲେ ଏହା ସଫଳତାର ସହ ହେଉ ନ ଥିବାରୁ ଲୋକେ କାମ
Read More...

ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଲେ ଲାଠୋର ମାଟିର ପୁଅ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ମାଟିର ପୁଅ ଦିନେଶ ମୀରାନିଆ (୪୫) ମଙ୍ଗଳବାର ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ସ୍ୱର୍ଗତ ପ୍ରୟାଗଚନ୍ଦ ଅଗ୍ରୱାଲଙ୍କ ସାନ ପୁଅ ଦିନେଶ ମୀରାନିଆ । ସେ ଲାଠୋର ଶ୍ରୀ ଦୂର୍ଗେଶ୍ୱରୀ ଉଚ୍ଚ
Read More...

ପହଲଗାମ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି । ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଖପ୍ରାଖୋଲବାସୀ । ଏନେଇ ଶହୀଦଙ୍କ ସ୍ମୃତିରେ
Read More...

ଚିତାବାଘ ଚମଡା ଜବତ ଘଟଣାରେ ଆଉଜଣେ ଅଭିଯୁକ୍ତକୁ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବନ ବିଭାଗ ଗତ ୧୧ ତାରିଖରେ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଯମୁନାପାଲି ଗ୍ରାମର ସର୍ଗିପଡା ଠାରେ କୈଳାଶ କଠାରଙ୍କ ଘର ଭିତରୁ ଚିତାବାଘର ଚମଡା ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ସେହି ଗ୍ରାମର ଆଉ
Read More...

ଦୋକାନ ବଜାର ଉଚ୍ଛେଦ ପ୍ରତିବାଦ ଓ ଥଇଥାନ ଦାବୀରେ ବଣିକ ସଂଘର ଦାବିପତ୍ର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପୂର୍ତ୍ତ ବିଭାଗର ରାସ୍ତା ପ୍ରଶସ୍ତିକରଣ ଦ୍ୱାରା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ଦୋକାନ ବଜାର ହରାଇଥିବା ଗରିବ ଲୋକମାନେ ମଙ୍ଗଳବାର ଦିନ ବଲାଙ୍ଗିର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଥିବାରୁ ଖପ୍ରାଖୋଲ ବଣିକ ସଂଘ ତରଫରୁ
Read More...

ବଲାଙ୍ଗିର ଜିଲ୍ଲାର ଶ୍ରେଷ୍ଠ ଏ ଏସ ଆଇ ଭାବେ ସେୱାନ କେରକେଟାଙ୍କୁ ପୁରସ୍କୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ୯୦ତମ ପୋଲିସ ପ୍ରତିଷ୍ଠା ଦିବସରେ ବଲାଙ୍ଗିର ପୋଲିସ ଏ ଏସ ଆଇ ସେୱାନ କେରକେଟାଙ୍କୁ ଜିଲ୍ଲାର ଶ୍ରେଷ୍ଠ ଉପ ସହକାରୀ ଆରକ୍ଷୀ ନିରୀକ୍ଷକ ଭାବେ ପୁରସ୍କୃତ କରିଛନ୍ତି । କର୍ତ୍ତବ୍ୟନିଷ୍ଠା, ସେବା ଓ ସାହସିକତା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ କରିଥିବା ପାଇଁ
Read More...

ଦୁର୍ନୀତି ବିରୁଦ୍ଧରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କଡା ଆକ୍ସନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚାଷୀ କେମିତି ଭଲ ଚାଷ କରି ପାରିବେ । ଭଲରେ ଚାଷ କରି କେମିତି ଭଲ ଭାବରେ ଦୁଇ ପଇସା ରୋଜଗାର କରି ନିଜ ପରିବାର ପରିପୋଷଣ କରି ପାରିବେ ଏନେଇ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ କିଛି ଦୁର୍ନୀତିଖୋର
Read More...

ପ୍ରହସନ ପାଲଟୁଛି ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକରେ ପ୍ରତି ସୋମବାର ହେଉଥିବା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଏବେ ନାମକୁ ମାତ୍ର ହେଉଥିବା ଦେଖିବାକୁ ମିଳିଛି । ଗତ ସୋମବାର ଓଡ଼ିଆପାଲି ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିରରେ ମାତ୍ର ଦଶଜଣ
Read More...

ଖପ୍ରାଖୋଲ ତହସିଲ ଅଞ୍ଚଳରେ ମାଳମାଳ ବେଆଇନ ଇଟାଭାଟି : ପ୍ରଶାସନ ଜରିମାନା ଆଦାୟ କରି ଚୁପ୍‌ଚାପ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ତହସିଲ ଅଞ୍ଚଳର ବିଭିନ୍ନ ରାଜସ୍ୱ ଗ୍ରାମରେ ମାତିଛନ୍ତି ଇଟା ମାଫିଆ । ଖପ୍ରାଖୋଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ମାଳମାଳ ବେଆଇନ ଇଟାଭାଟି ଗଢିଉଠିଛି । ଇଟାଭାଟି ଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ତାପମାତ୍ରା ବୃଦ୍ଧି ପାଇ ପରିବେଶ ସନ୍ତୁଳନ
Read More...