ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷାକୁ ନେଇ ସଚେତନତା କର୍ମଶାଳା
କେର୍ମେଲାବାହାଲ, (କେପିଏନ୍ଏସ୍) : ଶିଶୁଙ୍କ ଅଧିକାରର ସୁରକ୍ଷା, ଶିଶୁ ବିବାହ ରୋକିବା ଏବଂ ଶିଶୁ ଅନୁକୂଳ ପଞ୍ଚାୟତ ଗଠନ ଲକ୍ଷ୍ୟରେ ବରଗଡ଼ ଜିଲ୍ଲା କେର୍ମେଲାବାହାଲ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଦିନିକିଆ ସଚେତନତା ଓ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପଲ୍ଲୀ ଆଲୋକ ପାଠାଗାର!-->…
Read More...
Read More...