ଟ୍ରକ୍ ଚୋରି ଅଭିଯୋଗରେ ୪ ଗିରଫ
କେନ୍ଦୁଝର : କେନ୍ଦୁଝର ସଦରଥାନା ପୋଲିସ ଶନିବାର ଏକ ଟ୍ରକ ଚୋରି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସେମାନେ ହେଲେ ଏମ୍ଡି ଶେହଜାଦା ଆଲାମ(୨୩), ସାୟାନୱାଜ ଖାନ(୨୬), ଏମ୍ଡି ସାହିଦ ଆଫ୍ରିଦ(୨୫), ଏମ୍ଡି ଆସଲାମ(୩୦) । ସେମାନଙ୍କର ଘର ବଡ଼ବିଲ!-->…
Read More...
Read More...