Browsing Tag

kalahandi news

ଗୋଷ୍ଠୀ କୃଷକ ପରାମର୍ଶଦାତା କମିଟି ବୈଠକ : ଆତ୍ମା ଅଧ୍ୟକ୍ଷ ହେଲେ ବିରାଜ ପନ୍ଦର

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁର ଠାରେ କୃଷି ଉଦ୍ୟାନ ଓ ପ୍ରାଣୀ ସଂପଦ ବିଭାଗର ମିଳିତ ଆୟୋଜନରେ ଗୋଷ୍ଠୀ କୃଷକ ପରାମର୍ଶଦାତା କମିଟିର ବୈଠକ ଆୟୋଜିତ ହୋଇଯାଇଛି । ବିଶ୍ୱନାଥପୁର ସ୍ଥିତ କୃଷକ ପରାମର୍ଶ କେନ୍ଦ୍ର ପରିସରରେ ଆୟୋଜିତ ବୈଠକରେ
Read More...

ହାତୀ ଆକ୍ରମଣରେ ବୃଦ୍ଧ ମୃତ : ଆତଙ୍କ ରଚୁଛନ୍ତି ଗଜ ବାହିନୀ, ହେଉଛି ଧନ ଜୀବନ ନଷ୍ଟ

କଳାହାଣ୍ଡି, (କେପିଏନ୍‌ଏସ୍‌) : ହାତୀ ଆକ୍ରମଣ ରେ ଲାଞ୍ଜିଗଡ଼ ବ୍ଲକ୍ ମଇଶିପେଟା ଗାଁର ସାନ ମାଝୀ(୬୦)ଙ୍କ ମୃତ୍ୟୁ ଘଟିଛି । ସ୍ୱର୍ଗତ ମାଝୀ ବେଡାଗାଁ ସରପଞ୍ଚ ହରି ମାଝୀଙ୍କ ବଡବାପା ବୋଲି ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଧିନସ୍ଥ ମଇଶିପେଟା
Read More...

ହାଥ୍‌ରସ ଠାରେ ଗଣବଳାତ୍କାରକୁ ନେଇ ଭବାନୀପାଟଣାରେ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଉତ୍ତରପ୍ରଦେଶର ହାଥ୍‌ରସ ଠାରେ ଜଣେ ଦଳିତ ଯୁବତୀଙ୍କ ସହ ଘଟିଯାଇଥିବା ଗଣବଳାତ୍କାରକୁ ନେଇ ଭବାନୀପାଟଣାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣାରେ ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡ ଦାବୀରେ ପ୍ରତିବାଦ କରାଯାଇଥିଲା । ଏହି
Read More...

ଦୁଇ ଦଶନ୍ଧିର ପ୍ରତୀକ୍ଷା ପରେ କଳାହାଣ୍ଡିବାସୀ ପାଇବେ ବିଜୁଳି

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡିବାସୀ ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି ପାଇବେ । ୧୯୯୯ ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ କାର୍ୟ୍ୟକାରୀ ହୋଇଥିଲା । ସେହିଦିନ ଠାରୁ ଦୈନିକ ୨୦୦ରୁ ୨୫୦ ମେଗା ୱାଟ ବିଜୁଳି ଉତ୍ପାଦନ ହେଉଛି । କଳାହାଣ୍ଡିବାସୀ ପାଇଁ
Read More...

‘ଖେତ୍ କେ ମୁଡ଼ା, ଘର୍ କେ ବୁଢ଼ା’ : ବୁଢ଼ୀପଦରରେ ଆନ୍ତର୍ଜାତିକ ବୟସ୍କ ଦିବସ ସମାରୋହ

ଭବାନୀପାଟଣା, (କେପିଏନ୍‌ଏସ୍‌) : କଥାରେ ଅଛି, 'ଖେତ୍ କେ ମୁଡ଼ା, ଘର୍ କେ ବୁଢ଼ା' ଅର୍ଥାତ୍ କୃଷିକ୍ଷେତ୍ର ପାଇଁ ଜଳାଶୟଟିଏ ଯେତିକି ଉପକାରୀ, ପରିବାର ପାଇଁ ବୟସ୍କ ବ୍ୟକ୍ତି ସେତିକି ଜରୁରୀ । ବରିଷ୍ଠ ନାଗରିକମାନେ ଅଲୋଡ଼ା ନୁହନ୍ତି । ସମାଜର ପ୍ରଗତିରେ ସେମାନଙ୍କ ଅବଦାନ ଅପରିହାର୍ୟ୍ୟ ବୋଲି
Read More...

ଝୁଲନ୍ତା ମୃତ ଦେହ ଉଦ୍ଧାର

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ରାଜାପଡାର ସ୍‌ସ୍ୱର୍ଗତ ସତ୍ୟନାରାୟଣ ପୁରୋହିତଙ୍କ ସାନ ପୁଅ ବିନାୟକ ପୁରୋହିତ(୨୩)ଙ୍କ ଝୁଲନ୍ତା ମୃତ ଦେହ ତା‌ଙ୍କ ଘରୁ ଲାଞ୍ଜିଗଡ଼ ପୋଲିସ ଉଦ୍ଧାର କରିଛି । ସୂଚନା ଅନୁସାରେ ଲାଞ୍ଜିଗଡ଼ ରାଜାପଡାର ବିନାୟକ ସନ୍ଧ୍ୟାରେ ଘରକୁ
Read More...

ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା ପ୍ରସଙ୍ଗ : ପୁଣି ବନ୍ଧା ହେଲେ ୨ ଅଭିଯୁକ୍ତ

ଲାଞ୍ଜିଗଡ଼, (କେପିଏନ୍‌ଏସ୍‌) : ଜଙ୍ଗଲରେ ପ୍ରାଣୀ ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଥିବା ଯୁବକ ନିର୍ମଳ ଗଉଡ଼ଙ୍କୁ ଗତ ରବିବାର ଦିନ ବିଶ୍ୱନାଥପୁର ବନବିଭାଗ ଗିରଫ କରି ପଚରାଉଚରା ପରେ ମଙ୍ଗଲବାର ପୁଣି ୨ ଜଣକୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲାଞ୍ଜିଗଡ଼ ବ୍ଲକ ପାଣିମୁଣ୍ଡା
Read More...

ବନ୍ୟପ୍ରାଣୀ ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଯୁବକ ଗିରଫ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜଙ୍ଗଲରେ ପ୍ରାଣୀ ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଥିବା ଯୁବକ ନିର୍ମଳ ଗଉଡ଼ଙ୍କୁ ବିଶ୍ୱନାଥପୁର ବନ ବିଭାଗ ଗିରଫ କରିଛି । ପ୍ରାପ୍ତ ସୂଚନାନୁସାରେ ବିଶ୍ୱନାଥପୁର ବନବିଭାଗ ଅଧୀନରେ ଥିବା ଲାଞ୍ଜିଗଡ଼ ବ୍ଲକର କମର୍ଦ୍ଧା ପଞ୍ଚାୟତ ଓ ନର୍ଲା ପଞ୍ଚାୟତ
Read More...

ମିଳୁନି ଆବାସ ଗୃହ : ବିପଦ ସଂକୁଳ ଘରେ ଚାରି ଜଣଙ୍କ ସହ ଅସହାୟ ବୃଦ୍ଧ

କଳାହାଣ୍ଡି, (କେପିଏନ୍‌ଏସ୍‌) : କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଅଧୀନସ୍ଥ ଗୌଡ଼ଟୋଲା ଗ୍ରାମର ଏକ କରୁଣ ଚିତ୍ର ସମ୍ନାକୁ ଆସିଛି। ଏହି ଗାଁର ଦୟାନିଧି ସାହୁ(୭୦) ଜଣେ ଗରିବ ଲୋକ । ବୃଦ୍ଧ ବୟସରେ କାମ କରି ପେଟ ପୋଷିବା ତାଙ୍କ ପାଇଁ କଷ୍ଟ ହୋଇଥାଏ । ସେ ଗ୍ରାମରେ ଥିବା ଏକ ମାଛ ଚାଷ
Read More...

କୃଷି କ୍ଷେତ୍ରରେ ବଢୁଛି ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ : ନଷ୍ଟ ହେଉଛି ଏକର ଏକର କପା, ମକା ଓ ଧାନ ଫସଲ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଆଜିକୁ କିଛି ଦିନ ହେଲା ହାତୀପଲ ଜଙ୍ଗଲରୁ ଜନବସତିମୁହାଁ ହୋଇଥିବା ଜଣାପଡିଛି । ଶୁକ୍ରବାର ରାତିରେ ପୋଖରିବନ୍ଧ ପଞ୍ଚାୟତ ପୋଡାଉମେର ଗାଁ ନିକଟସ୍ଥ ଟୁକଗୁଡାଙ୍ଗ ଜଙ୍ଗଲରୁ
Read More...