Browsing Tag

kalahandi news

୧୪୪ ଧାରା ଭିତରେ ମା’ ମାଣିକେଶ୍ୱରୀଙ୍କ ଛତର୍‌ ଯାତ୍ରା ଏ ବର୍ଷ

ଭବାନୀପାଟଣା, (କେପିଏନ୍‌ଏସ୍‌) : ମା’ ମାଣିକେଶ୍ୱରୀଙ୍କ ଛତର୍‌ ଯାତ୍ରା ଖୁବ୍‌ ବିଖ୍ୟାତ । ହଜାର ହଜାର ଭକ୍ତଙ୍କ ସମାଗମ ଓ କୁଢ଼ କୁଢ଼ ପଶୁ ପକ୍ଷୀଙ୍କ ବଳିରେ ପ୍ରତିବର୍ଷ ପାଳନ ହୋଇଥାଏ ଛତର୍‌ ଯାତ୍ରା । କିନ୍ତୁ ଚଳିତ ବର୍ଷ ବ୍ୟତିକ୍ରମ ଦେଖାଦେଇଛି । କରୋନା ମହାମାରୀର ସଂକ୍ରମଣ ଯୋଗୁଁ
Read More...

ମହୁମାଛି ଆକ୍ରମଣରେ ମୃତ ଆଦିବାସୀଙ୍କ ପରିବାରକୁ ସହଯୋଗର ହାତ ବଢାଇଲା ବିଜେଡି

କଳାହାଣ୍ଡି, (କେପିଏନ୍‌ଏସ୍‌) : ମହୁମାଛି ଆକ୍ରମଣରେ ମୃତକଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଛି ଲାଞ୍ଜିଗଡ ବିଜେଡି । ଏହି ବ୍ଲକର ଲାଞ୍ଜି ପଞ୍ଚାୟତ କୁଲାନାଳ ଗାଁର ଦୁଇ ଭାଇ ଘାସି ମାଝୀ ଓ ଡମେ ମାଝୀ ମହୁମାଛି ଆକ୍ରମଣରେ ଗତ ସେପ୍ଟେମ୍ବର ୨୫ ଓ ୨୬ ତାରିଖରେ ପ୍ରାଣ ହରାଇଥିଲେ । ସେମାନେ
Read More...

ଧ୍ୱଂସମୁହାଁ ହାତୀପଲ : ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ : ଲାଞ୍ଜିଗଡ଼ ବ୍ଲକରେ ପୁଣି ହାତୀ ଆତଙ୍କ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଲାଞ୍ଜିଗଡ ବ୍ଲକର କିଡିଙ୍ଗ ଅଞ୍ଚଳରେ ଦେଖାଦେଇଛି ଜଙ୍ଗଲୀ ହାତୀ ଉପଦ୍ରବ । ରାତ୍ରୀ ସମୟରେ ନିକଟସ୍ଥ ଧରମକାଁଣି ଜଙ୍ଗଲରୁ ହାତୀପଲ ଆସି କିଡିଙ୍ଗ ଗ୍ରାମର କଳାକୁଟୁ ଶବରଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଚାଉଳ ଖାଇବା ସଂଗେ ସଂଗେ ବାସନ କୁଶନ ମଧ୍ୟ ନଷ୍ଟ
Read More...

ଲାଞ୍ଜିଗଡ଼ରେ ଦଶ ବର୍ଷ ହେଲା ପାନୀୟ ଜଳ ଯୋଗାଣ ବନ୍ଦକୁ ନେଇ ୪ ପଡାବାସୀ ଅସନ୍ତୁ‌ଷ୍ଟ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଲାଞ୍ଜିଗଡ଼ ସହରଠାରେ ପୁଣି ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଆଜିକୁ ପ୍ରାୟ ୧୦ ବର୍ଷ ହେଲା ୪ ଗୋଟି ପଡ଼ାରେ ଜଳ ଯୋଗାଣ ବନ୍ଦ ହୋଇ ଥିବା ଯୋଗୁଁ ଲାଞ୍ଜିଗଡର ଶାନ୍ତିନଗର, ବଜାରପଡା, ଆଶ୍ରମପଡା ଓ କୁମ୍ଭାରପଡ଼ାରେ ପାନୀୟ ଜଳ ପାଇଁ ଲୋକେ ନାହଁ ନଥିବା ଅସୁବିଧା
Read More...

ଜିଓ ଟାୱାର୍ ନିର୍ମାଣ ନାଁରେ ଲାଞ୍ଜିଗଡ଼ ଚାଷୀଙ୍କୁ ଲୁଟିଲେ ଅନ୍‌ଲାଇନ୍ ଠକ

କଳାହାଣ୍ଡି, (କେପିଏନ୍‌ଏସ୍‌) : ବର୍ତ୍ତମାନ ସୋସିଆଲ ମିଡିଆରେ ଓ ଫୋନକଲ୍‌ରେ ଅନେକ ଲୋଭନୀୟ ଲଟେରୀ ସ୍କିମ ଭାଇରାଲ ହେଉଥିବା ବେଳେ ଅନେକ ଲୋକ ଅଧିକ ଟଙ୍କା ପାଇବା ଆଶାରେ ଜମିବାଡି, ସୁନାଗହଣା ବିକ୍ରି କରି ହରଡ ଘଣାରେ ପଡୁଛନ୍ତି । ଏମିତିକି ଲୋକଙ୍କ ପାଖକୁ ଫୋନକଲ୍ ମଧ୍ୟ ଆସୁଛି । ଏଭଳି ଏକ
Read More...

ଲାଞ୍ଜିଗଡ-ମୁନିଗୁଡା ରାସ୍ତା ମରଣଯନ୍ତା : ଲୋକେ ହନ୍ତସନ

କଳାହାଣ୍ଡି, (କେପିଏନ୍‌ଏସ୍‌): ଲାଞ୍ଜିଗଡ ବ୍ଲକରେ ବିଭିନ୍ନ ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏମିତିକି ନୂଆ କରି ତିଆରି ଚାଲିଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଅବସ୍ଥା ବି ଖରାପ ହୋଇପଡିଛି । ନିର୍ମାଣ ଶେଷ ନ ହେଉଣୁ ରାସ୍ତାରୁ ପିଚୁ ଉଠିଯିବା ସହ ବଡ ବଡ ଖାଲ ଖମା
Read More...

ପ୍ରଧାନ ମନ୍ତ୍ରୀ ସଡକ ନିର୍ମାଣ ପାଇଁ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ତୁର୍କା ଗ୍ରାମବାସୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : ୭ ଅକ୍ଟୋବର ୨୦୨୦ ବଣ ପାହାଡ଼ ଭିତରେ ରାସ୍ତା ନଥିବା ଯୋଗୁଁ କିପରି ବନ୍ଦୀ ଜୀବନ ଜାପାନ କରୁଛନ୍ତି, ଏନେଇ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ତୁର୍କା
Read More...

ସାଲେଭଟା ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଠାବ

କଳାହାଣ୍ଡି, (କେପିଏନ୍‌ଏସ୍‌) : ପଲମ ଫାଣ୍ଡି ଅଧୀନସ୍ଥ ସାଲେଭଟା ଗ୍ରାମ୍ୟ ଜଙ୍ଗଲ ନିକଟସ୍ଥ ଏକ ଗଛରୁ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖାଯାଇଥିଲା । ଖବର ପାଇ ପଲମ ଫାଣ୍ଡି ଅଧିକାରୀ ଅସିତ କୁମାର ପଣ୍ଡା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ
Read More...

ମହାଶକ୍ତି ଫାଉଣ୍ଡେସନ ତରଫରୁ ଜଳ, ପରିମଳ ଓ ସ୍ୱଚ୍ଛତା ଉପରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ

କଳାହାଣ୍ଡି, (କେପିଏନ୍‌ଏସ୍‌) : ମ.ରାମପୁର ବ୍ଲକ୍ ଅନର୍ଗତ ମଦନପୁର ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ନବାର୍ଡ ସହାୟତାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ଜଳ, ପରିମଳ ଓ ସ୍ୱଚ୍ଛତା ଉପରେ ଏକ ଦିନିକିଆ ତାଲିମ କାର୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ କାର୍ୟ୍ୟକ୍ରମରେ ମହାତ୍ମା ଗାନ୍ଧୀ
Read More...

କଂଗ୍ରେସ ପକ୍ଷରୁ କୃଷକ ବିରୋଧୀ ବିଲ୍‌ ପ୍ରତ୍ୟାହାର ଦାବୀ ଓ ପଦଯାତ୍ରା

କଳାହାଣ୍ଡି, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ କୃଷି ବିଲ ପ୍ରତ୍ୟାହାର ଦାବୀ କରି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ କଂଗ୍ରେସ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବ୍ଳକ ବିଡ଼ିଓଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସମ୍ପାଦକ ତଥା
Read More...