Browsing Tag

kalahandi news

ସଂପାଦନା କ୍ଷେତ୍ରରେ ‘ମହୁରି’ ରାଜ୍ୟର ଏକ ନମ୍ବର ପତ୍ରିକା : ସୁକାନ୍ତ ସାହୁଙ୍କୁ ଶ୍ରେଷ୍ଠ ସଂପାଦକ ସମ୍ମାନ

ଭବାନୀପାଟଣା, (କେପିଏନ୍‌ଏସ୍‌) : ୨୦୦୮ ମସିହାରୁ ଭବାନୀପାଟଣାରୁ ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା 'କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ ମହୁରି' ଚଳିତ ବର୍ଷ ଶାରଦୀୟ ପତ୍ରିକାମାନଙ୍କ ମଧ୍ୟରେ ରାଜ୍ୟରେ ଏକ ନମ୍ବର ପତ୍ରିକାର ମାନ୍ୟତା ପାଇଛି । ଗଞ୍ଜାମର କବିତାଘର
Read More...

ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ସୁରଥ ହେର୍ଣ୍ଣା ଯାଦବ) : ଆଜି କଳାହାଣ୍ଡି ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଶାନ୍ତନୁ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି
Read More...

ଲାଞ୍ଜିଗଡ଼ ଯୁବକ ସଂଘର ୨୮ତମ ବାର୍ଷିକ ଉତ୍ସବ ପାଲିତ

କଳାହାଣ୍ଡି, (ପି.କେ.ସାହୁ) : ଲାଞ୍ଜିଗଡ଼ ହାଇସ୍କୁଲ ପଡ଼ିଆରେ ଥିବା ନୂତନ କମ୍ୟୁନିଟି ହଲ ଠାରେ ଲାଞ୍ଜିଗଡ଼ ଯୁବକ ସଂଘ ପକ୍ଷରୁ ୨୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଂଘର ସଭାପତି ହିମାଦ୍ରୀ ପେଶନିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ୟ୍ୟକ୍ରମରେ ହରିହର ସାଂସ୍କୃତିକ ଅନୁଷ୍ଠାନ
Read More...

ଫରେଷ୍ଟ ଗାର୍ଡ ନିଖୋଜ ଘଟଣା : ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ପରିବାର ଲୋକ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା ନିଖୋଜ ହେବାର ଦୀର୍ଘ ଦିନ ହୋଇଗଲା । କିନ୍ତୁ ଏଯାଏଁ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ । ଏନେଇ ବନ ବିଭାଗ ଓ ପୋଲିସଙ୍କ ପକ୍ଷରୁ ଖୋଜା ଖୋଜି ଚାଲିଛି । ତେବେ ସୁହାଗଙ୍କୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ପାରୁ
Read More...

ଅପହଞ୍ଚ ଇଲାକାରେ ଯୁବଲେଖକଙ୍କ ଅନ୍ୱେଷା କାର୍ଯ୍ୟକ୍ରମ : ପାଦରେ ଚାଲିଲେ ୩୦ କିଲୋମିଟର

କଳାହାଣ୍ଡି, (ପି.କେ.ସାହୁ) : ସାହିତ୍ୟ ପାଇଁ ଜୀବନକୁ ଏକ ପ୍ରକାର ଉତ୍ସର୍ଗ କରିଦେଲେ ହିଁ ଜଣେ ସାହିତ୍ୟର ସ୍ୱାଦ ପାଇପାରେ ଏବଂ ସ୍ରଷ୍ଟାଟିଏ କେତେବେଳେ ବି ନିଜର କାବ୍ୟ ସତ୍ତାରେ କଳବିତ ହୋଇ ଉଠି ଯାଇପାରେ । ମନ ଭିତରେ ଉଦ୍‌ବେଳନ ସୃଷ୍ଟି କରୁଥିବା ବିଷୟବସ୍ତୁକୁ କାଗଜରେ ଉତାରିଦେବା ପରେ
Read More...

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ ଆଇନ ବିରୋଧରେ ଭାରତୀୟ ମଜଦୁର ସଂଘର ଆନ୍ଦୋଳନ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭାରତ ସରକାର ପୁଞ୍ଜିପତିଙ୍କ ହାତକୁ ମଜବୁତ କରିବା ପାଇଁ ଆଇନ ପ୍ରଣୟନ କରିଛନ୍ତି । ୟୁନିଅନର ଅଧିକାର ଏବଂ ହସ୍ତକ୍ଷେପକୁ ରୋକିବା ପାଇଁ ସରକାର ୦୪ ଶ୍ରମ କୋଡରେ ଏକ ନିନ୍ଦନୀୟ ପ୍ରୟାସ କରିଛନ୍ତି । ଯାହା ଫଳରେ ଦେଶର କୃଷି, ଶିକ୍ଷା, ଶ୍ରମ ଏବଂ ସ୍ଵାସ୍ଥ୍ୟ
Read More...

ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଲା ଲାଲବାହିନୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ମାଓବାଦୀ ନିଜର ଉପସ୍ଥିତି ଜାହରି କରିଛନ୍ତି । ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ଘାଟିକୁଣ୍ଡରୁରେ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖାଯାଇଛି । ପୋଷ୍ଟରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ଫାସିବାଦ ବୋଲି
Read More...

ବଜାରରେ ଅଛି ମହୁରିର ଶାରଦୀୟ ସଂଖ୍ୟା ୨୦୨୦

ଭବାନୀପାଟଣା, (କେପିଏନ୍‌ଏସ୍‌) : ପବିତ୍ର ଦଶହରାରେ ପ୍ରକାଶ ପାଇଲା ଓଡ଼ିଆ ପତ୍ରିକା ଜଗତର ମଉଡ଼ମଣି, କଳାହାଣ୍ଡି କବିତା ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ “ମହୁରି” । ଏଥର ମହୁରିର ପୃଷ୍ଠା ସଂଖ୍ୟା ୪୦୦ ଆଉ ମୂଲ୍ୟ ମାତ୍ର ରହିଛି ୧୦୦ଟଙ୍କା । ଏଇ ୧୦୦ ଟଙ୍କାରେ ଆପଣଙ୍କୁ ମିଳିବ ୩ଟି ସଂପୂର୍ଣ୍ଣ
Read More...

ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାରେ କଳାହାଣ୍ଡି ପ୍ରଥମ

ଭବାନୀପାଟଣା, (କେପିଏନ୍‌ଏସ୍‌ ) : ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମରେ ସମଗ୍ର ଓଡ଼ିଶାରେ କଳାହାଣ୍ଡି ଜିଲ୍ଲା ପ୍ରଥମ ସ୍ଥାନ ଦଖଲ କରିଛି । ଗତ ଅକ୍ଟୋବର ୧୨ ତାରିଖରେ ମୋ ସ୍କୁଲ ଅଭିଯାନର ଏକ୍‌ଜିକ୍ୟୁଟିଭ ମିଟିଂରେ ସମଗ୍ର ରାଜ୍ୟର ୨୩୬ଟି ବିଦ୍ୟାଳୟ ପାଇଁ ପ୍ରକଳ୍ପଗୁଡ଼ିକୁ ଅନୁମୋଦିତ
Read More...

ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସମାପ୍ତ

ଭବାନୀପାଟଣା : ଆଜି ଭୋର୍‌ରେ କଳାହାଣ୍ଡି ଜିଲ୍ଲାର ସୁପ୍ରସିଦ୍ଧ ମା' ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆରମ୍ଭ ହୋଇ ଇତିମଧ୍ୟରେ ସମ୍ପନ୍ନ ହୋଇ ସାରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗୁପ୍ତ ପୂଜା ପରେ ଭବାନୀପାଟଣାର ଜେନାଖୋଲରେ ସକାଳ ୫ଟା ୨୫ ମିନିଟ୍‌ ବେଳେ ଛତର ଯାତ୍ରା ଆରମ୍ଭ
Read More...