Browsing Tag

kalahandi news

ବାଇକ ଧକାରେ ଯୁବକ ଆହତ

କଳାହାଣ୍ଡି, (ପି.କେ.ସାହୁ) : ମ. ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ସୋମବାର ସନ୍ଧ୍ୟା ୮ ଘଣ୍ଟା ସମୟରେ ବାଇକ ଧକାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ମଦନପୁରର ଧନେଶ୍ୱର ଭୋଇ (୧୯) । ସେ ସନ୍ଧ୍ୟାରେ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଏକ ବଜାଜ୍ ଏକ୍ସ ସିଡ଼ି ଗାଡି ନମ୍ବର
Read More...

ମ.ରାମପୁରରେ ଯୋଗଦେଲେ ନୂତନ ଥାନା ଅଧିକାରୀ

କଳାହାଣ୍ଡି, (ପି କେ ସାହୁ) : ମ.ରାମପୁର ଥାନାରେ ନୂତନ ଥାନାଧିକାରୀ ଭାବରେ ଜୟଦେବ ତାରିଣୀ ଯୋଗ ଦେଇଛନ୍ତି । ସେ ଏଥି ପୂର୍ବରୁ ମୋହନଗିରୀ ଫାଣ୍ଡି ଅଧିକାରୀ ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ । ମ.ରାମପୁରରେ ଥିବା ଥାନାଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀଙ୍କୁ ଭବାନୀପାଟଣା ବଦଳି କରାଯାଇ
Read More...

କଳାହାଣ୍ଡିରେ କୋଶଲ ନିୟୁଜ୍‌ର ଶୁଭାରମ୍ଭ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡିର ପ୍ରସିଦ୍ଧ ସପ୍ତମାତୃକା ଶୈବ ପୀଠ ବେଲଖଣ୍ଡିରେ ପବିତ୍ର କାର୍ତିକ ପୁର୍ଣିମା ଦିନ କୋଶଲ ନିୟୁଜ୍‌ ପ୍ରୋର୍ଟାଲର ଶୁଭାରମ୍ଭ ହେଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଛାତ୍ର ଜନତା ଦଳର କାର୍ୟ୍ୟକାରୀ ସଭାପତି ଅବିନାଶ ଠାକୁର,
Read More...

କୁମାରସ୍ୱାମୀ ମହୋତ୍ସବ ପାଇଁ କଳସ ଯାତ୍ରା

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି କଳା ସଂସ୍କୃତି, ଐତିହ୍ୟ ପରମ୍ପରା, ସାହିତ୍ୟ, ଲୋକଗୀତ ଲୋକନୃତ୍ୟର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ବୁଢିପଦରର ୨୮ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଆରମ୍ଭ ହୋଇଛି । ଏହି ଅବସରରେ ଆଜି ଅପରାହ୍ନରେ କଳସ ଯାତ୍ରା
Read More...

ସିଡିଏମଓଙ୍କ ପାଖରେ ଫେରାଦ ହେଲା ଛାତ୍ର ବିଜେଡି

କଳାହାଣ୍ଡି, (ପି. କେ. ସାହୁ) : ନର୍ଲା ଜୟନ୍ତୀ ନଗର ପଡାର କୈବଲ୍ୟ ସେନାପତିଙ୍କ ୧୨ ବର୍ଷର ପୁଅ ମନୋଜ ଚିକିତ୍ସା ଅବହେଳାରୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ଆଣି ପରିବାର ଓ ଗାଁ ଲୋକେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶବ ରଖି ରାସ୍ତାରୋକ କରିଥିଲେ । ଏହାଥିଲା ନଭେମ୍ବର ୨୬
Read More...

ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଲାଗିଲା

କଳାହାଣ୍ଡି, (ପି.କେ.ସାହୁ) : ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଇଁ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନିୟମଗିରି ଅଚଂଳରେ ରାସ୍ତା କାମକୁ ବିରୋଧ କରିବା ସହ ବଂଶଧାରା ଘୁନସର ନାଗାବଳୀ ଡିଭିଜନ ସଂଗଠନ ପକ୍ଷରୁ ଆସନ୍ତା ୨ ତାରିଖରୁ
Read More...

ଉଦ୍‌ଘାଟିତ ହେଲା ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ଲେବର୍‌ ୟୁନିୟନ୍‌ର ଅଫିସ ଗୃହ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ଏଲଏନଟି କଲୋନୀଠାରେ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ଲେବର ୟୁନିୟନର ଅଫିସ ଗୃହ ବୁଧବାର ଉଦଘାଟିତ ହୋଇଯାଇଛି। ୟୁନିୟନ ସଭାପତି ସଂଜୀବ କୁମାର ପେଶନିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି
Read More...

ଲାଞ୍ଜିଗଡ଼ ବ୍ଲକରେ ଶିକ୍ଷା ବ୍ୟବସ୍ଥା ସଜାଡ଼ିବାକୁ ପ୍ରଶାସନର ଉଦ୍ୟମ

● ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାନ୍ଵୟନ ବୈଠକ ଆରମ୍ଭ କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ଶିକ୍ଷା ବ୍ୟବସ୍ଥା ସଜାଡ଼ିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ । କରୋନା ମହାମାରୀ ଯୋଗୁଁ ଦୀର୍ଘ ସାତ ମାସ ଧରି ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଥିବାବେଳେ ବିଦ୍ୟାଳୟ
Read More...

ଜେଏନୟୁ ପ୍ରବେଶିକା ପରୀକ୍ଷାରେ କଳାହାଣ୍ଡି ଛାତ୍ରଛାତ୍ରୀଙ୍କ ସଫଳତା

କଳାହାଣ୍ଡି, (ପି.କେ.ସାହୁ) : ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ପ୍ରବେଶିକା ପରୀକ୍ଷା ୨୦୨୦ ରେ କଳାହାଣ୍ଡି ଜିଲ୍ଲାର ଦୁଇ ଜଣ ଶିକ୍ଷାର୍ଥୀ କୃତିତ୍ବ ହାସଲ କରିଛନ୍ତି । ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣା ତଥା ବର୍ତ୍ତମାନର କଳାହାଣ୍ଡି ବିଶ୍ବବିଦ୍ୟାଳୟରୁ ଉଭୟ
Read More...

ଆବାସ ଯୋଜନା ଘୋଟାଲା : ପଡ଼ିଛି ଫାଉଣ୍ଡେସନ୍‌, ଉଠିଛି ଛାତ ଲେବଲ୍‌ର ବିଲ୍

କଳାହାଣ୍ଡି, (ପି.କେ.ସାହୁ) : ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଆସୁଥିବା ଆବାସ ଯୋଜନାକୁ ସରକାରୀ କର୍ମଚାରୀ ମାନେ ସ୍ପଷ୍ଟ ଦିବାଲୋକରେ ହରିଲୁଟ୍‌ କରୁଥିବା ପରି ଏକ ସଂଗୀନ ଅଭିଯୋଗ ଆସିଛି କଳାହାଣ୍ଡି ଜ଼ିଲ୍ଲା କୋକସରା ବ୍ଲକରୁ । ଏହି ବ୍ଲକ ଆମପାଣି ପଞ୍ଚାୟତ କୁଟ୍ରୁ ଗାଁର ଲେଖାଆମପଡାର
Read More...