ଏଥର ହେବନି କୁର୍ଶୁଲାର ପ୍ରସିଦ୍ଧ ମକରମେଳା : ରଥାରୁଢ ହରଗୌରୀଙ୍କୁ ଦେଖି ପାରିବେନି ଭକ୍ତ, କୋଭିଡ ଗାଇଡ୍ ଲାଇନ୍…
କଳାହାଣ୍ଡି, (ପି.କେ.ସାହୁ) : ପଶ୍ଚିମ ଓଡିଶାର ଅନ୍ୟତମ ପ୍ରସିଦ୍ଧ ମକରମେଳା କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର କୁର୍ଶୁଲା ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥାଏ । ଆଜକୁ ୭୦ ବର୍ଷ ତଳୁ ୧୯୫୧ ମସିହାରୁ ନୀରବଚ୍ଛିନ୍ନ ଭାବେ ଜାନୁୟାରୀ ୧୨ ତାରିଖରୁ ୧୭ ତାରିଖ ଯାଏ!-->…
Read More...
Read More...