Browsing Tag

kalahandi news

ଇଟାଲିୟନ ସାହିତ୍ୟରେ ସ୍ଥାନ ପାଇଲା କଳାହାଣ୍ଡିର କବିଙ୍କ କବିତା

ଭବାନୀପାଟଣା, (କେପିଏନ୍‌ଏସ୍‌) : ହିନ୍ଦୀ ଓ ଓଡ଼ିଆ ସାହିତ୍ୟରେ ଦୀର୍ଘ ଦୁଇ ଦଶନ୍ଧୀ ଧରି ସକ୍ରିୟ ରହିବା ସହିତ ଏକାଧିକ ପୁସ୍ତକର ଲେଖକ ଓ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ମହୁରିର ମୁଖ୍ୟ ସଂପାଦକ ଭାବେ ଓଡ଼ିଆ ସାହିତ୍ୟର ଜଣେ ଆଗଧାଡ଼ିର କବି ଓ ସାହିତ୍ୟ ସଂଗଠକ ଭାବେ ସୁପରିଚିତ କବି
Read More...

ପରମେଶ୍ୱର ମୁଣ୍ଡ ଡଟ୍ ଇନ୍ ଲୋକାର୍ପିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ବିଶିଷ୍ଟ ଲୋକସଂସ୍କୃତି ଗବେଷକ, ନାଟ୍ୟକାର, ନିର୍ଦ୍ଦେଶକ, ଭାଷାବିତ୍‌, କବି, ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କ ପୋର୍ଟଫୋଲିଓ ୱେବ୍‌ସାଇଟ୍ ପରମେଶ୍ୱରମୁଣ୍ଡ.ଇନ୍ (www.parameswarmund.in) ଲୋକାର୍ପିତ ହୋଇଯାଇଛି । ଭବାନୀପାଟଣା ହିଲ୍‌ଟାଉନ୍‌ରେ ଏକ
Read More...

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଜଣେ ମୃତ, ୨ ଗୁରୁତର

କଳାହାଣ୍ଡି, (ପି.କେ.ସାହୁ) : ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଜଣେ ମୃତ ଓ ୨ ଜଣ ଗୁରୁତର ହୋଇଥିବା ଖବର ମିଳିଛି । କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ‌ସ୍ଥ ପରମାନନ୍ଦପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଥିବା ଆଜି ଜଣାପଡିଛି । ସୂଚନା ଅନୁସାରେ ଗାଁର ଖଗେଶ୍ବର ଭଁଇସାଲର ଝିଅ
Read More...

ଇତିହାସର କଥା କହେ ଭୀମକେଲା

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ଏକ ଐତିହାସିକ ପ୍ରତ୍ନତାତ୍ବିକ ଗ୍ରାମ ଭାବେ ପରିଗଣିତ ହୋଇଥାଏ । ଐତିହାସିକ ଦୁର୍ଗ ଅସୁରଗଡର ଉତ୍ତର ପଶ୍ଚିମରେ ଅବସ୍ଥିତ ଭୀମକେଲାରେ ଗ୍ରାନାଇଟ ପଥରରେ ଖୋଦିତ କାରୁକାର୍ୟ୍ୟ ବିଶିଷ୍ଟ ଭଗବାନ
Read More...

ସହୀଦ ରେଣ୍ଡୋ ମାଝୀ କବିତା ପାଠୋତ୍ସବ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡିର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହୀଦ ରେଣ୍ଡୋ ମାଝୀ ଆଉ ବ୍ୟକ୍ତି ହେଇରହିନାହିଁ, ସେ ଏବେ ଆଦିବାସୀର ଅସ୍ମିତା । ରେଣ୍ଡୋ ମାଝୀଙ୍କୁ କୌଣସି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀରେ ସୀମିତ କରାଯିବା ଆବଶ୍ୟକ ନୁହେଁ, ସେ ଏବେ ବିଶ୍ୱ ସଂପଦ ବୋଲି ଆଜି ଆୟୋଜିତ
Read More...

ତ୍ରୟୋଦଶ ମହୁରି ମହୋତ୍ସବ ଆୟୋଜିତ

● କବି ଲକ୍ଷ୍ମୀ ନାରାୟଣ ହୋତା ପାଇଲେ ମହୁରି ସମ୍ମାନ ଭବାନୀପାଟଣା, (କେପିଏନ୍‌ଏସ୍‌) : କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ 'ମହୁରି' ପତ୍ରିକାର ତ୍ରୟୋଦଶ ସ୍ୱନକ୍ଷତ୍ର ସମାରୋହ 'ମହୁରି ମହୋତ୍ସବ-୨୦୨୦' ଭବାନୀପାଟଣା ସ୍ଥିତ ହୋଟେଲ ଭାଗିରଥି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ
Read More...

ଜିଲ୍ଲା ସ୍ତରୀୟ ଦ୍ୱିଦିବସୀୟ ଗୋଣ୍ଡୱାନା ଫୁଟ୍‌ବଲ୍‌ କପ୍‌-୨୦୨୦ ଉଦ୍‌ଯାପିତ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ଗୋଣ୍ଡୱାନା ଫୁଟ୍‌ବଲ କପ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଢେକୁନ୍‌କୁପା ସ୍ଥିତ ପଡ଼ିଆରେ ଆୟୋଜିତ ଏହି ଖେଳରେ ଜିଲ୍ଲାର ୧୬ଟି ଫୁଟ୍‌ବଲ୍‌ ଦଳ ଭାଗ ନେଇଥିଲେ । ଶୁଣିଙ୍ଗପଦର, ଖଇରମାଲ, ପୌରକେଲା,
Read More...

ଘରେ ପଶି ବୁଲେଟ ଓ ଟିଭି ସହ ଲୁଟି ନେଲେ ୪୦ ଭରି ସୁନା ଗହଣା

କଳାହାଣ୍ଡି, (ପି.କେ.ସାହୁ) : ଘରେ ପଶି ଲୁଟିନେଲେ ଗାଡି ଟିଭି ସହ ୪୦ ଭରି ସୁନା ଗହଣା । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେ ଗାଁରେ ଘଟିଛି ଏହି ଘଟଣା । ଜଗଦୀଶ ପାଟଯୋଷୀଙ୍କ ପରିବାର ରାତିରେ ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ ହଠାତ୍ ଜଗଦୀଶଙ୍କ ଘରେ ପଶି ଥିଲେ ।
Read More...

କଳାହାଣ୍ଡିରେ ନୂଆ ଏସ୍‌ପି ଆଇପିଏସ୍‌ ଡା. ଶ୍ରବଣ ବିବେକ ଏମ୍‌

କଳାହାଣ୍ଡି, (ଭରତ ବିଶି) : ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏହି କ୍ରମରେ କଳାହାଣ୍ଡିରେ ନୂତନ ଏସ୍‌ପି ଭାବେ ଡା. ଶ୍ରବଣ ବିବେକ ଏମ୍‌ ଯୋଗଦାନ କରିବେ । ପୂର୍ବରୁ ସେ ରାୟଗଡା ଏସ୍‌ପି ଦାୟିତ୍ୱରେ ରହିଥିଲେ । କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧରଙ୍କୁ
Read More...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ କାଠ ଫାଳିଆରେ ଆକ୍ରମଣ : ତେର ଦିନ ପରେ ଜୀବନ ଗଲା, ଜେଲରେ ଦୁଇ ଅଭିଯୁକ୍ତ

କଳାହାଣ୍ଡି, (ପି.କେ.ସାହୁ) : ଗତ ବର୍ଷେ ତଳର ଶତ୍ରୁତା ଶେଷରେ ଜଣକର ଜୀବନ ନେଇଥିବା ବେଳେ ଏଥିରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଜେଲ୍ ଯିବାକୁ ପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ପୋଖରୀବନ୍ଧ ଗ୍ରାମପଞ୍ଚାୟତ ଜନାଙ୍ଗପଟା ଗାଁରେ । ପୂର୍ବ
Read More...