ପୁଣି ଯୌନ ନିର୍ଯ୍ୟାତନା ଘଟଣା : ଜଗତସିଂହପୁର ଅରୁପାନନ୍ଦ କଲେଜ୍ ଅଧ୍ୟକ୍ଷ ଓ ଅଧ୍ୟାପକ ସସପେଣ୍ଡ
ଜଗତସିଂହପୁର : ବାଲେଶ୍ୱରରୁ ବଳଙ୍ଗା ଉଠୁଛି ପଡୁଛି । ଏତିକି ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଜଗତସିଂହପୁର ସ୍ୱାମୀ ଅରୁପାନନ୍ଦ କଲେଜର ଜଣେ ଅଧ୍ୟାପକଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯ୍ୟାତନା ଅଭିଯୋଗ ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଘଟଣାରେ ଅଧ୍ୟକ୍ଷ ଓ!-->…
Read More...
Read More...