ଗଞ୍ଜାମ ସହରରେ ‘ମେଗା ସ୍ୱାସ୍ଥ୍ୟ ଶିବିର’ ଅନୁଷ୍ଠିତ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠ ପରିସରରେ 'ଭରସା' ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଇକୋ ୱାରିୟର ମିଳିତ ଆନୁକୂଲ୍ୟରେ ଏବଂ ଶୀତଳାପଲ୍ଲୀ ସମ୍ ହସ୍ପିଟାଲ ସହାୟତାରେ ଏକ 'ମେଗା ସ୍ୱାସ୍ଥ୍ୟ ଶିବିର' ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୯ଟି ବିଭାଗର!-->…
Read More...
Read More...