କରୋନା ଫେରିବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ପୁଣି ତତ୍ପର
ଗଂଜାମ, (କେ.ସତ୍ୟନାରାୟଣ ରେଡ୍ଡୀ) : ବର୍ତ୍ତମାନ କରୋନା ଫେରିବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ପୁଣି ତତ୍ପରତା ପ୍ରକାଶ କରିଛି । ଆଜି ଏନେଇ ଏକ ଭି.ସି. ବୈଠକରେ ସମସ୍ତ ବିଷୟକୁ ତଦାରଖ କରିବା ସହ ଆଗାମୀ କାର୍ୟ୍ୟପନ୍ଥା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମତ ଦେଇଥିଲେ । ଏପ୍ରିଲ!-->…
Read More...
Read More...